ଦ୍ୱିତୀୟ ଥର କପିଲଙ୍କୁ ମିଳିବ ଦାଦା ସାହେବ ଫାଲକେ ଏକାଡେମୀ ଆୱାର୍ଡ: ସମୟରେ ପହଞ୍ଚିବେ ତ...

ମୁମ୍ବାଇ: ସମସ୍ତଙ୍କୁ ହସାଉ ଥିବା ଷ୍ଟାଣ୍ଟ ଅଫ୍ କମେଡିଆନ କପିଲ ଶର୍ମାଙ୍କୁ ‘ଦାଦା ସାହେବ ଫାଲକେ ଏକାଡେମୀ ଆୱାର୍ଡ’ରେ ସମ୍ମାନିତ କରାଯିବ। ଦ୍ୱିତୀୟ ଥର ପାଇଁ ସେ ଏହି ଆୱାର୍ଡ ପାଇବାକୁ ଯାଉଛନ୍ତି। ପୂର୍ବରୁ ୨୦୧୪ରେ ସେ ଏହି ପୁରସ୍କାର ପାଇଥିଲେ। କପିଲ ଶର୍ମାଙ୍କ ବ୍ୟତୀତ ଏହି ପୁରସ୍କାର ପ୍ରିୟଙ୍କା ଚୋପ୍ରା, ଜୁହି ଚାୱଲା, ଗୁଲସନ ଗ୍ରୋବର, ଦଙ୍ଗଲ ନିର୍ଦ୍ଦେଶକ ନିତେଶ ତିୱାରୀ, ସଙ୍ଗୀତ ନିର୍ଦ୍ଦେଶକ ଆନନ୍ଦ ମିଲିନ୍ଦ, ମରାଠୀ ଡାଇରେକଟର ରାଜ ଦତ୍ତ, ସୁରେଶ ଓବରୟେ […]

kapil-sharma

kapil-sharma

Rakesh Mallick
  • Published: Wednesday, 31 May 2017
  • Updated: 31 May 2017, 03:23 PM IST

Sports

Latest News

ମୁମ୍ବାଇ: ସମସ୍ତଙ୍କୁ ହସାଉ ଥିବା ଷ୍ଟାଣ୍ଟ ଅଫ୍ କମେଡିଆନ କପିଲ ଶର୍ମାଙ୍କୁ ‘ଦାଦା ସାହେବ ଫାଲକେ ଏକାଡେମୀ ଆୱାର୍ଡ’ରେ ସମ୍ମାନିତ କରାଯିବ। ଦ୍ୱିତୀୟ ଥର ପାଇଁ ସେ ଏହି ଆୱାର୍ଡ ପାଇବାକୁ ଯାଉଛନ୍ତି। ପୂର୍ବରୁ ୨୦୧୪ରେ ସେ ଏହି ପୁରସ୍କାର ପାଇଥିଲେ।

କପିଲ ଶର୍ମାଙ୍କ ବ୍ୟତୀତ ଏହି ପୁରସ୍କାର ପ୍ରିୟଙ୍କା ଚୋପ୍ରା, ଜୁହି ଚାୱଲା, ଗୁଲସନ ଗ୍ରୋବର, ଦଙ୍ଗଲ ନିର୍ଦ୍ଦେଶକ ନିତେଶ ତିୱାରୀ, ସଙ୍ଗୀତ ନିର୍ଦ୍ଦେଶକ ଆନନ୍ଦ ମିଲିନ୍ଦ, ମରାଠୀ ଡାଇରେକଟର ରାଜ ଦତ୍ତ, ସୁରେଶ ଓବରୟେ ଓ ତାଙ୍କ ପୁଅ ବିବେକ ଓବରଲଏଙ୍କୁ ପ୍ରଦାନ କରାଯିବ।

ପ୍ରଥମ ଥର ଏହି ଆୱାର୍ଡ ଦିଆଯିବା ବେଳେ କପିଲ ଠିକ୍‌ ସମୟରେ ପହଞ୍ଚି ପାରି ନ ଥିଲେ। ସେ ଭେନ୍ୟୁରେ ପହଞ୍ଚିବା ବେଳକୁ କାର୍ଯ୍ୟକ୍ରମ ସରି ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story