ବନ୍ଦ ହୋଇଗଲା ସୁଟିଂ, ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ କପିଲ ଶର୍ମା, ମିଛ ନୁହେଁ ସତ

ମୁମ୍ୱାଇ:  ଛୋଟ ପରଦାର ଲୋକପ୍ରିୟ କମେଡିଆନ୍ କପିଲ୍ ଶର୍ମା ଗତକାଲି ରାତିରୁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଏକ ରିପୋର୍ଟ ଅନୁସାରେ ଗତକାଲି ‘ଦ କପିଲ୍ ଶର୍ମା ଶୋ’ର ଆଗାମୀ ଏପିସୋଡ୍‌ ପାଇଁ ସୁଟିଂ ହେବାର ଥିଲା। ବଲିଉଡ୍ ଅଭିନେତା ପରେଶ୍‌ ରାୱଲ ତାଙ୍କ ଆଗାମୀ ଫିଲ୍ମ‘ ୱେଲକମ୍ ଟୁ ଲଣ୍ଡନ’ର ପ୍ରୋମୋସନ୍ କରିବା ପାଇଁ ତାଙ୍କ ଶୋ’କୁ ଆସିବାର ଥିଲା। ତେବେ କପିଲ୍‌ ସେଟ୍‌କୁ ପହଞ୍ଚିବା ମାତ୍ରେ ଅସୁସ୍ଥ ହୋଇପଡ଼ିଲେ। ଫଳରେ ସୁଟିଂ ବନ୍ଦ କରି ଦିଆଯାଇଥିଲା […]

kapilsharma

kapilsharma

Rakesh Mallick
  • Published: Thursday, 01 June 2017
  • Updated: 01 June 2017, 10:50 AM IST

Sports

Latest News

ମୁମ୍ୱାଇ:  ଛୋଟ ପରଦାର ଲୋକପ୍ରିୟ କମେଡିଆନ୍ କପିଲ୍ ଶର୍ମା ଗତକାଲି ରାତିରୁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଏକ ରିପୋର୍ଟ ଅନୁସାରେ ଗତକାଲି ‘ଦ କପିଲ୍ ଶର୍ମା ଶୋ’ର ଆଗାମୀ ଏପିସୋଡ୍‌ ପାଇଁ ସୁଟିଂ ହେବାର ଥିଲା। ବଲିଉଡ୍ ଅଭିନେତା ପରେଶ୍‌ ରାୱଲ ତାଙ୍କ ଆଗାମୀ ଫିଲ୍ମ‘ ୱେଲକମ୍ ଟୁ ଲଣ୍ଡନ’ର ପ୍ରୋମୋସନ୍ କରିବା ପାଇଁ ତାଙ୍କ ଶୋ’କୁ ଆସିବାର ଥିଲା। ତେବେ କପିଲ୍‌ ସେଟ୍‌କୁ ପହଞ୍ଚିବା ମାତ୍ରେ ଅସୁସ୍ଥ ହୋଇପଡ଼ିଲେ। ଫଳରେ ସୁଟିଂ ବନ୍ଦ କରି ଦିଆଯାଇଥିଲା ଏବଂ ତାଙ୍କୁ ସଙ୍ଗେ ସଙ୍ଗେ ଅନ୍ଧେରୀ ସ୍ଥିତ ଏକ ହସ୍ପିଟାଲକୁ ନିଆଯାଇଥିଲା। ଡାକ୍ତର ତାଙ୍କୁ ପରୀକ୍ଷା କରିବା ପରେ ହସ୍ପିଟାଲ୍‌ରେ ଆଡ୍‌ମିଟ୍ କରିବା ପାଇଁ କହିଥିଲେ। କପିଲଙ୍କ ବ୍ଲଡ୍‌ ପ୍ରେସର ହାଇ ହୋଇଯାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story