ନିଶା ଭାଙ୍ଗି ଗଲା! କପିଲ କହିଲେ କିଛି ମନେ ନାହିଁ

ମୁମ୍ବାଇ: କୁହାଯାଏ ନିଶା ଉତୁରିଲା ପରେ ଆଉ କିଛି ମନେ ରହେନି। ବୋଧହୁଏ ଠିକ୍ ସେମିତି ଅବସ୍ଥା ହୋଇଛି କମେଡି ଷ୍ଟାର୍ କପିଲ ଶର୍ମାଙ୍କର! ଶନିବାର ଖବର ଆସିଥିଲା ଯେ ବିମାନରେ କପିଲ ଶର୍ମା ଓ ସୁନୀଲ ଗ୍ରୋଭରଙ୍କ ମଧ୍ୟରେ ଝଗଡ଼ା ହୋଇଯାଇଛି। ମଦ ନିଶାରେ କପିଲ ସୁନୀଲଙ୍କ ସହିତ ହାତାହାତି ହୋଇଥିଲେ। ଆଉ ଏହି କାରଣରୁ ସୁନୀଲ ତାଙ୍କ ଶୋ ଛାଡ଼ି ଦେବେ। କିନ୍ତୁ ଏସବୁ ଖବରକୁ ଖଣ୍ଡନ କରି କପିଲ ଶର୍ମା କହିଛନ୍ତି ଯେ […]

sunil

sunil

Rakesh Mallick
  • Published: Monday, 20 March 2017
  • Updated: 20 March 2017, 09:11 AM IST

Sports

Latest News

ମୁମ୍ବାଇ: କୁହାଯାଏ ନିଶା ଉତୁରିଲା ପରେ ଆଉ କିଛି ମନେ ରହେନି। ବୋଧହୁଏ ଠିକ୍ ସେମିତି ଅବସ୍ଥା ହୋଇଛି କମେଡି ଷ୍ଟାର୍ କପିଲ ଶର୍ମାଙ୍କର!

ଶନିବାର ଖବର ଆସିଥିଲା ଯେ ବିମାନରେ କପିଲ ଶର୍ମା ଓ ସୁନୀଲ ଗ୍ରୋଭରଙ୍କ ମଧ୍ୟରେ ଝଗଡ଼ା ହୋଇଯାଇଛି। ମଦ ନିଶାରେ କପିଲ ସୁନୀଲଙ୍କ ସହିତ ହାତାହାତି ହୋଇଥିଲେ। ଆଉ ଏହି କାରଣରୁ ସୁନୀଲ ତାଙ୍କ ଶୋ ଛାଡ଼ି ଦେବେ। କିନ୍ତୁ ଏସବୁ ଖବରକୁ ଖଣ୍ଡନ କରି କପିଲ ଶର୍ମା କହିଛନ୍ତି ଯେ ତାଙ୍କର କିଛି ମନେ ନାହିଁ। ସେ କହିଛନ୍ତି ଯେ ସୁନୀଲ ଓ ତାଙ୍କ ମଧ୍ୟରେ ସବୁ ବିମାନରେ ଲଢ଼େଇ ହୁଏ।

କପିଲ ଆହୁରି କହିଛନ୍ତି,“ସୁନୀଲ ଓ ମୋ ମଧ୍ୟରେ ସବୁବେଳେ ସବୁଜାଗାରେ ଲଢ଼େଇ ହୁଏ। ଆମେ କାମ ପାଇଁ ଲଢ଼ୁ। ଭଲ କାମ ପାଇଁ ଆମ ମଧ୍ୟରେ ଝଗଡ଼ା ହୁଏ।

କିନ୍ତୁ କିଛି ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ସୁନୀଲ ଆଉ କପିଲଙ୍କ ଶୋକୁ ଫେରିବେ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story