ଭୂତପ୍ରେତଙ୍କୁ ନୁହେଁ, ଜଣେ ମଣିଷଙ୍କୁ ଡରନ୍ତି ଅର୍ଚ୍ଚନା

ମୁମ୍ବାଇ: ‘କୁଛ୍‌ କୁଛ୍‌ ହୋତା ହୈ’ ଫିଲ୍ମରେ ପ୍ରଫେସର ଭୂମିକାରେ କମେଡି ହେଉ ବା ‘ରାଜା ହିନ୍ଦୁସ୍ଥାନୀ’ ଫିଲ୍ମରେ କରିସ୍ମାଙ୍କ ସାବତ ମା’ ଭୂମିକାରେ କରିଥିବା ସାଂଘାତିକ ଅଭିନୟ ହେଉ- ସବୁ କ୍ଷେତ୍ରରେ ନିଜ ଅଭିନୟର ଦକ୍ଷତା ଦେଖାଇ ସାରିଛନ୍ତି ଅର୍ଚ୍ଚନା ପୁରନ ସିଂହ। ଏବେ ତାଙ୍କୁ  ‘କମେଡି ନାଇଟ୍ସ ଉଇଥ୍‌ କପିଲ୍‌’ ଶୋ’ରେ ଜଜ୍‌ ଭୂମିକାରେ ଦେଖିବାକୁ ମିଳୁଛି। ଏମିତି ତ ଅର୍ଚ୍ଚନା ଜଣେ ସାହାସୀ ମହିଳା ଜଣାପଡ଼ନ୍ତି। ତେବେ ସେ ବି ଡରନ୍ତି। କିନ୍ତୁ […]

archana-4..

archana-4..

Niharika Rout
  • Published: Saturday, 06 July 2019
  • Updated: 06 July 2019, 02:51 PM IST

Sports

Latest News

ମୁମ୍ବାଇ: ‘କୁଛ୍‌ କୁଛ୍‌ ହୋତା ହୈ’ ଫିଲ୍ମରେ ପ୍ରଫେସର ଭୂମିକାରେ କମେଡି ହେଉ ବା ‘ରାଜା ହିନ୍ଦୁସ୍ଥାନୀ’ ଫିଲ୍ମରେ କରିସ୍ମାଙ୍କ ସାବତ ମା’ ଭୂମିକାରେ କରିଥିବା ସାଂଘାତିକ ଅଭିନୟ ହେଉ- ସବୁ କ୍ଷେତ୍ରରେ ନିଜ ଅଭିନୟର ଦକ୍ଷତା ଦେଖାଇ ସାରିଛନ୍ତି ଅର୍ଚ୍ଚନା ପୁରନ ସିଂହ। ଏବେ ତାଙ୍କୁ  ‘କମେଡି ନାଇଟ୍ସ ଉଇଥ୍‌ କପିଲ୍‌’ ଶୋ’ରେ ଜଜ୍‌ ଭୂମିକାରେ ଦେଖିବାକୁ ମିଳୁଛି।

ଏମିତି ତ ଅର୍ଚ୍ଚନା ଜଣେ ସାହାସୀ ମହିଳା ଜଣାପଡ଼ନ୍ତି। ତେବେ ସେ ବି ଡରନ୍ତି। କିନ୍ତୁ କାହାକୁ ଡରନ୍ତି। ଏ ନେଇ ଏକ ଏପିସୋଡ୍‌ରେ କପିଲ୍‌ ଖୋଲିଥିଲେ ତାଙ୍କ ପୋଲ୍‌। ସେ କହିଥିଲେ, ଅର୍ଚ୍ଚନା ଭୂତପ୍ରେତଙ୍କୁ ଡରନ୍ତି ନାହିଁ। ସେ କେବଳ ଜଣେ ବ୍ୟକ୍ତିଙ୍କୁ ଡରନ୍ତି। ଏମିତିକି ଭଗବାନଙ୍କୁ ସବୁବେଳେ ପ୍ରାର୍ଥନା କରନ୍ତି, ଯେପରି ସେ କେବେ ବି ଫେରିକି ନ ଆସନ୍ତୁ। କହିପାରିବେ, ସେ କିଏ। ସେ ହେଉଛନ୍ତି, ସିଦ୍ଧୁ।”

କପିଲ୍‌ଙ୍କ ଉତ୍ତର ଶୁଣି ଉପସ୍ଥିତ ସମସ୍ତ ଦର୍ଶକ ଓ ଅତିଥି ଖୁବ୍ ହସିଥିଲେ। ଅବଶ୍ୟ କପିଲ୍‌ ଏହା ମଜାରେ କହିଥିଲେ। କାରଣ ସେ ବେଳେବେଳେ ଏମିତି ମଜାମଜା କଥା କହି ଅର୍ଚ୍ଚନାଙ୍କୁ ଟିକେ ଚିଡ଼େବାକୁ ଚେଷ୍ଟା କରନ୍ତି।

କିଛି ମାସ ପୂର୍ବେ ଏହି ଶୋ’ରୁ ତାଙ୍କୁ ମିଳୁଥିବା ପାଉଣାକୁ ନେଇ ଅର୍ଚ୍ଚନା ଦୁଃଖ ପ୍ରକାଶ କରିଥିଲେ। ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ ଏହା କହିଥିଲେ। ତାଙ୍କୁ ପଚରାଯାଇଥିଲା, ସୁପରପାୱାର ମିଳିଲେ ସେ କ’ଣ ହେବାକୁ ପସନ୍ଦ କରିବେ? ଅର୍ଚ୍ଚନା ଚଟାପଟ ଉତ୍ତର ଦେଇ କହିଥିଲେ ଯେ, ସେ ନବଜୋତ ସିଂ ସିଦ୍ଧୁ ହେବାକୁ ଚାହୁଁଛନ୍ତି। କାରଣ ମୁଁ ସେହି କାମ କରୁଛି, ହେଲେ ମୋତେ ସେହି ପାଉଣା ଦିଆଯାଉ ନାହିଁ। ତେଣୁ ସିଦ୍ଧୁ ହୋଇଗଲେ କିଛି ନ ହେଲେ ପାଉଣା ତ ବଢ଼ିଯିବ।

ପୁଲୱାମା ଆତଙ୍କବାଦ ଆକ୍ରମଣ ଘଟଣାକୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ପରେ ସିଦ୍ଧୁ କଡ଼ା ସମାଲୋଚନାର ଶିକାର ହୋଇଥିଲେ। ଏହାପରେ ତାଙ୍କୁ ଶୋ’ରୁ ବିଦା କରାଯାଇଥିଲା। ତା’ପରେ ତାଙ୍କ ସ୍ଥାନରେ ଅର୍ଚ୍ଚନା ଆସିଥିଲେ। ସିଦ୍ଧୁ ଯିବା ପରଠାରୁ କପିଲଙ୍କ ଶୋ’ର ଟିଆରପି କମିଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story