ସୁନୀଲ ଓ ଅଲୀ ଅସଗରଙ୍କୁ ଟ୍ୱିଟରରେ ଅନ୍‌ଫୋଲୋ କଲେ କପିଲ

ମୁମ୍ବାଇ: କପିଲ ଶର୍ମା ଓ ସୁନୀଲ ଗ୍ରୋଭରଙ୍କ ମଧ୍ୟରେ  ଥିବା ବିବାଦ ଥମୁନାହିଁ।  ସୁନୀଲ  ‘ଦ କପିଲ ଶର୍ମାଙ୍କ ଶୋ’ ଛାଡି ଦେବା ପରେ କପିଲ ତାଙ୍କୁ ଟ୍ୱିଟରରେ  ଅନ୍‌ଫୋଲୋ କରି ଦେଇଛନ୍ତି। କପିଲ ସୁନୀଲଙ୍କ ସହ ଅଲୀ ଅସଗର ଓ ଚନ୍ଦନ ପ୍ରଭାକରଙ୍କୁ ମଧ୍ୟ ଅନ୍‌ଫୋଲୋ କରି ଦେଇଛନ୍ତି। ଅଷ୍ଟେଲିଆରୁ ଏକ ଶୋ’ କରି ଫେରିଲା ବେଳେ ବିମାନରେ କପିଲ ସୁନୀଲ ଓ ଅନ୍ୟ ସଦସ୍ୟମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହା ପରେ ସୁନୀଲ ଓ ଚନ୍ଦନ […]

kapil

kapil

Rakesh Mallick
  • Published: Sunday, 16 April 2017
  • Updated: 16 April 2017, 10:44 AM IST

Sports

Latest News

ମୁମ୍ବାଇ: କପିଲ ଶର୍ମା ଓ ସୁନୀଲ ଗ୍ରୋଭରଙ୍କ ମଧ୍ୟରେ  ଥିବା ବିବାଦ ଥମୁନାହିଁ।  ସୁନୀଲ  ‘ଦ କପିଲ ଶର୍ମାଙ୍କ ଶୋ’ ଛାଡି ଦେବା ପରେ କପିଲ ତାଙ୍କୁ ଟ୍ୱିଟରରେ  ଅନ୍‌ଫୋଲୋ କରି ଦେଇଛନ୍ତି। କପିଲ ସୁନୀଲଙ୍କ ସହ ଅଲୀ ଅସଗର ଓ ଚନ୍ଦନ ପ୍ରଭାକରଙ୍କୁ ମଧ୍ୟ ଅନ୍‌ଫୋଲୋ କରି ଦେଇଛନ୍ତି।

ଅଷ୍ଟେଲିଆରୁ ଏକ ଶୋ’ କରି ଫେରିଲା ବେଳେ ବିମାନରେ କପିଲ ସୁନୀଲ ଓ ଅନ୍ୟ ସଦସ୍ୟମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହା ପରେ ସୁନୀଲ ଓ ଚନ୍ଦନ ‘ଦ କପିଲ ଶର୍ମା ଶୋ’କୁ ଆସିବାକୁ ମନା କରିଥିଲେ। ସୁନୀଲଙ୍କ ପରେ ଅଲୀ ଅସଗର ମଧ୍ୟ ଶୋ’ ଛାଡି ଦେଇଥିଲେ।

ସୁନୀଲ ଗ୍ରୋଭର, ଚନ୍ଦନ ପ୍ରଭାକର , ଅଲୀ ଅସଗର ଓ ସୁଗଧ୍ୟା ମିକ୍ଷା  କପିଲ ଶର୍ମାଙ୍କ ଶୋ’ ଛାଡି ଦେବା ପରେ  ଶୋ’ର ଟିଆରିପି କମିଯାଇଛି।

ସୋନୀ ଚ୍ୟାନେଲ ସୁନୀଲ  ଗ୍ରୋଭରଙ୍କୁ ନେଇ ଏକ ନୂଆ ଶୋ’ କରିବାକୁ ଚାହୁଁଛି। ଯେଉଁଥିରେ ସୁନୀଲଙ୍କୁ  ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story