ମୁମ୍ବାଇ: ପଞ୍ଜାବର ଅମୃତସରରୁ ଆସି ଦୀର୍ଘ ସଘଂର୍ଷ ପରେ ଇଣ୍ଡଷ୍ଟ୍ରିରେ ନା କରିଥିବା କମେଡି କିଙ୍ଗ୍ କପିଲ ଶର୍ମା ଖୁବ୍ ଶୀଘ୍ର ବଡ଼ ପରଦାରେ ନିଜର ଫିଲ୍ମ ନେଇ ଆସୁଛନ୍ତି। ପିଲ୍ମର ନାମ ହେଉଛି ‘ଫିରଙ୍ଗୀ’। ତେବେ ଏହାକୁ ନେଇ ସେ ଅନେକ ସମୟରେ ନିଜର କମେଡି ଶୋରେ ଆଲୋଚନା କରିଥିବା ଶୁଣିବାକୁ ମିଳିଛି। ହେଲେ ଅଭିନୟ ସହ ପ୍ରଯୋଜକ ଭାବେ ସେ ଏହି ଫିଲ୍ମ ନେଇ ଆସୁଛନ୍ତି ବୋଲି ଏହି ଖବର ସେ ପ୍ରଥମ ଥର ପାଇଁ ଟ୍ୱିଟ୍ କରିଛନ୍ତି।
ଏହି ଫିଲ୍ମ ପାଇଁ କପିଲ ଶର୍ମା ଖୁବ୍ ପରିଶ୍ରମ କରୁଛନ୍ତି। ଶରୀର ଓଜନ କମାଇବା ପାଇଁ ସେ ସ୍ୱତନ୍ତ୍ର ବ୍ୟାୟାମର ତାଲିମ ମଧ୍ୟ ନେଉଛନ୍ତି। ନିଜ ବ୍ୟାୟାମ ସମୟର ଅନେକ ଫଟୋ ସେ ସୋସିଆଲ ମିଡିଆରେ ସେୟାର କରୁଥିବା ମଧ୍ୟ ଦେଖାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ହାସ୍ୟ ଅଭିନେତା ଟିକୁଙ୍କୁ ହୃଦ୍ଘାତ! ହସ୍ପିଟାଲରେ ଭର୍ତ୍ତି
ତାଙ୍କୁ ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
Bollywood
ଆଉ ନାହାନ୍ତି ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦୀ
୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
Bollywood
‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କଲେ କଙ୍ଗନା, ଜବାବ କ’ଣ ଥିଲା ଜାଣନ୍ତୁ
ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି। ଏହା ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି।
Bollywood
ଅଭିନେତ୍ରୀ ପୁନମ ଢିଲୋଙ୍କ ଘରୁ ଚୋରି, ଯୁବକ ଗିରଫ
ଘର ରଙ୍ଗ ଦେବା ବାହାନାରେ ଆସି ଚୋରି କରିନେଲା ମୂଲ୍ୟବାନ ସାମଗ୍ରୀ।
Entertainment
ବର୍ଷିଲେ ଅନୁଭବ, କହିଲେ- ତୁମେ ମଞ୍ଚ ବାଛ, ବିତର୍କ ପାଇଁ ମୁଁ ପ୍ରସ୍ତୁତ
ବିବାହ ତଥା ଦାମ୍ପତ୍ୟ ଜୀବନ ପରି ସମ୍ପର୍କକୁ ଅତି ମିଛ ତଥା ମନଗଢ଼ା ଭାବେ ପରଦାରେ ଦେଖାଉଥିବା ଅଭିଯୋଗ ଆଣି ବର୍ଷାଙ୍କ ଉପରେ ବର୍ଷିଛନ୍ତି ଅନୁଭବ। ଏପରିକି ବର୍ଷାଙ୍କ ସହ ଖୋଲାଖୋଲି ବିତର୍କ କରିବାକୁ ପ୍ରସ୍ତୁତ ବୋଲି ବି କହିଛନ୍ତି।