ଜାଆଁଳା ପିଲାଙ୍କ ପ୍ରଥମ ଫଟୋ ସେୟାର କଲେ କରଣ

ମୁମ୍ବାଇ: କରଣ ଜୋହର ନିଜ ଜାଆଁଳା ସନ୍ତାନର ଫଟୋ ଇନଷ୍ଟଗ୍ରାମରେ ପୋଷ୍ଟ କରିଛନ୍ତି। କରଣଙ୍କ ଏହି ଦୁଇ ପିଲା ରୁହି ଓ ୟଶ ୬ ମାସର ହୋଇଗଲେଣି। ସୋସିଆଲ ମିଡିଆରେ ଏହା ହେଉଛି ସେମାନଙ୍କ ପ୍ରଥମ ଫଟୋ। କରଣ ଏହି ଫଟେ। ସହ ରାଖିର ଶୁଭେଛା ଜଣାଇ କ୍ୟାପସନରେ ‘ଲଭ୍ ଅଫ ମାଇ ଲାଇଫ୍’ ଲେଖିଛନ୍ତି। ସୋସିଆଲ ମିଡିଆରେ ଏହି ଫଟୋ ସେୟାର ହେବା ମାତ୍ରେ ଭାଇରାଲ ହେବାକୁ ଲାଗିଛି। ୭ ଫେବୃଆରୀରେ ରୁହି ଓ ୟଶ […]

karan_johar

Rakesh Mallick
  • Published: Tuesday, 08 August 2017
  • , Updated: 08 August 2017, 11:23 AM IST

ମୁମ୍ବାଇ: କରଣ ଜୋହର ନିଜ ଜାଆଁଳା ସନ୍ତାନର ଫଟୋ ଇନଷ୍ଟଗ୍ରାମରେ ପୋଷ୍ଟ କରିଛନ୍ତି। କରଣଙ୍କ ଏହି ଦୁଇ ପିଲା ରୁହି ଓ ୟଶ ୬ ମାସର ହୋଇଗଲେଣି। ସୋସିଆଲ ମିଡିଆରେ ଏହା ହେଉଛି ସେମାନଙ୍କ ପ୍ରଥମ ଫଟୋ।

କରଣ ଏହି ଫଟେ। ସହ ରାଖିର ଶୁଭେଛା ଜଣାଇ କ୍ୟାପସନରେ ‘ଲଭ୍ ଅଫ ମାଇ ଲାଇଫ୍’ ଲେଖିଛନ୍ତି। ସୋସିଆଲ ମିଡିଆରେ ଏହି ଫଟୋ ସେୟାର ହେବା ମାତ୍ରେ ଭାଇରାଲ ହେବାକୁ ଲାଗିଛି। ୭ ଫେବୃଆରୀରେ ରୁହି ଓ ୟଶ ଜନ୍ମ ହୋଇଥିଲେ। ବାପା ହେବାର ଖବର ମଧ୍ୟ କରଣ ସୋସିଆଲ ମିଡିଆ ଜରିଆରେ ଦେଇଥିଲେ ।

Related story