ବାପ୍‌ରେ, ଗୋଟିଏ ଏପିସୋଡ୍‌ ପାଇଁ ଏତେ ଟଙ୍କା ନେଉଛନ୍ତି କରୀନା

ମୁମ୍ବାଇ: ବାହା ହୋଇ ମା’ ହେବା ପରେ ବଲିଉଡ୍ ହିରୋଇନ୍‌ ମାନଙ୍କର ଡିମାଣ୍ଡ୍ ସାଧାରଣତଃ କମିଯାଏ ବୋଲି କୁହାଯାଏ। ହେଲେ କରୀନା କପୁର ଖାନ୍‌ ଏହାକୁ ଭୁଲ୍ ପ୍ରମାଣିତ କରିଛନ୍ତି। ବଲିଉଡ୍‌କୁ କମ୍‌ବ୍ୟାକ୍‌ କରିବାରେ ତାଙ୍କୁ କିଛି ଅସୁବିଧା ହୋଇନାହିଁ। ତାଙ୍କ ପାଖରେ ଏବେ ଅଫର୍ ବି ଅଭାବ ନାହିଁ। ଆଉ ତା’ ସହିତ ସେ ଟେଲିଭିଜନରେ ଡେବ୍ୟୁ କରିଛନ୍ତି। ରିଆଲିଟି ଶୋ’ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ରେ କରୀନା ଜଜ୍‌ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ଆଉ ଏଥିଲାଗି […]

kareenakpoor

kareenakpoor

Niharika Rout
  • Published: Wednesday, 17 July 2019
  • Updated: 17 July 2019, 03:49 PM IST

Sports

Latest News

ମୁମ୍ବାଇ: ବାହା ହୋଇ ମା’ ହେବା ପରେ ବଲିଉଡ୍ ହିରୋଇନ୍‌ ମାନଙ୍କର ଡିମାଣ୍ଡ୍ ସାଧାରଣତଃ କମିଯାଏ ବୋଲି କୁହାଯାଏ। ହେଲେ କରୀନା କପୁର ଖାନ୍‌ ଏହାକୁ ଭୁଲ୍ ପ୍ରମାଣିତ କରିଛନ୍ତି। ବଲିଉଡ୍‌କୁ କମ୍‌ବ୍ୟାକ୍‌ କରିବାରେ ତାଙ୍କୁ କିଛି ଅସୁବିଧା ହୋଇନାହିଁ। ତାଙ୍କ ପାଖରେ ଏବେ ଅଫର୍ ବି ଅଭାବ ନାହିଁ। ଆଉ ତା’ ସହିତ ସେ ଟେଲିଭିଜନରେ ଡେବ୍ୟୁ କରିଛନ୍ତି।

ରିଆଲିଟି ଶୋ’ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ରେ କରୀନା ଜଜ୍‌ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ଆଉ ଏଥିଲାଗି ସେ କେତେ ଟଙ୍କା ନେଉଛନ୍ତି ଜାଣିଲେ, ଆପଣଙ୍କୁ ନିଶ୍ଚିତ ଝଟକା ଲାଗିବ। ଏହି ଶୋ’ର ପ୍ରତି ଏପିସୋଡ୍ ପାଇଁ ସେ ଯେତିକି ଅର୍ଥ ନେଉଛନ୍ତି, ଅନେକ ହିରୋଇନ୍ ଗୋଟିଏ ଗୋଟିଏ ଫିଲ୍ମ ପାଇଁ ବି ସେତିକି ଟଙ୍କା ପାଉ ନଥିବେ!

ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କରୀନା ଏହି ରିଆଲିଟି ଶୋ’ର ପ୍ରତି ଏପିସୋଡ୍‌ ପାଇଁ ୩ କୋଟି ଟଙ୍କା ନେଉଛନ୍ତି। ଏହା ସହିତ ସେ ଟେଲିଭିଜନରେ ହାଇଏଷ୍ଟ୍ ପେଡ୍ ସେଲେବ୍ରିଟି ପାଲଟି ଯାଇଛନ୍ତି। ବେବୋଙ୍କ କ୍ରେଜ୍‌ ତଥା ଗ୍ଲାମର ପାଇଁ ଏହି ଶୋ’ର ଟିଆରପି ମଧ୍ୟ ବଢ଼ିବାରେ ଲାଗିଛି।

ଏ ପ୍ରସଙ୍ଗରେ କରୀନା କହିଛନ୍ତି, ଯେଉଁ ପାରିଶ୍ରମିକ ତାଙ୍କୁ ଦିଆଯାଉଛି, ସେଥିପାଇଁ ସେ ହକ୍‌ଦାର। ଯଦି ପୁରୁଷ କଳାକାରଙ୍କୁ ବଡ଼ ଆମାଉଣ୍ଟ୍‌ ଦିଆଯାଉଛି, ତା’ହେଲେ ଅଭିନେତ୍ରୀମାନଙ୍କୁ ଦିଆଯିବା ବେଳେ କାହିଁକି ପ୍ରଶ୍ନ ଉଠୁଛି।

ଆପଣମାନେ ବୋଧହୁଏ ଜାଣିଥିବେ,  ଆଗକୁ କରୀନା ଖିଲାଡୀ ଷ୍ଟାର ଅକ୍ଷୟ କୁମାରଙ୍କ ସହ ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ରେ ଆସୁଛନ୍ତି। ଏଥିରେ କିଆରା ଆଡ଼ଭାନୀଙ୍କୁ ମଧ୍ୟ ଦେଖିବାକୁ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story