ସଲମାନ୍‌ଙ୍କ ସହିତ ନିଜର ପୁରୁଣା ଦିନକୁ ମନେ ପକାଇଲେ କରିସ୍ମା

ମୁମ୍ୱାଇ: ଦିନେ ନିଜର ଅଭିନୟ ଯାଦୁରେ ବଲିଉଡ୍‌ରେ ସମସ୍ତଙ୍କୁ ପଛରେ ପକାଇଥିବା କରିସ୍ମା କପୁର୍‌ ବର୍ତ୍ତମାନ ଫିଲ୍ମ ଜଗତରୁ ଦୂରରେ। ୯୦ ଦଶକରେ ବଲିଉଡ୍‌ର ଟପ୍‌ ଅଭିନେତ୍ରୀ ତାଲିକାରରେ କରିସ୍ମାଙ୍କ ନାଁ ରହିଥିଲା। ସେହି ସମୟରେ ସେ ସଲ୍‌ମାନ୍‌ ଖାନ୍‌ଙ୍କଠାରୁ ଆରମ୍ଭ କରି ଗୋବିନ୍ଦା ଓ ଆମିର୍‌ଙ୍କ ଭଳି ଟପ୍ କଳାକାରଙ୍କ ସହ ଅନେକ ସୁପର୍‌ହିଟ୍‌ ଫିଲ୍ମ କରିଥିଲେ। ଏହି ସମୟରେ ସେ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି। ଏହି ସବୁ ସମୟକୁ ମନେ ପକାଇ କରିସ୍ମା […]

5v

5v

Puspanjali Panda
  • Published: Saturday, 12 January 2019
  • Updated: 12 January 2019, 04:25 PM IST

Sports

Latest News

ମୁମ୍ୱାଇ: ଦିନେ ନିଜର ଅଭିନୟ ଯାଦୁରେ ବଲିଉଡ୍‌ରେ ସମସ୍ତଙ୍କୁ ପଛରେ ପକାଇଥିବା କରିସ୍ମା କପୁର୍‌ ବର୍ତ୍ତମାନ ଫିଲ୍ମ ଜଗତରୁ ଦୂରରେ। ୯୦ ଦଶକରେ ବଲିଉଡ୍‌ର ଟପ୍‌ ଅଭିନେତ୍ରୀ ତାଲିକାରରେ କରିସ୍ମାଙ୍କ ନାଁ ରହିଥିଲା। ସେହି ସମୟରେ ସେ ସଲ୍‌ମାନ୍‌ ଖାନ୍‌ଙ୍କଠାରୁ ଆରମ୍ଭ କରି ଗୋବିନ୍ଦା ଓ ଆମିର୍‌ଙ୍କ ଭଳି ଟପ୍ କଳାକାରଙ୍କ ସହ ଅନେକ ସୁପର୍‌ହିଟ୍‌ ଫିଲ୍ମ କରିଥିଲେ।

ଏହି ସମୟରେ ସେ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି। ଏହି ସବୁ ସମୟକୁ ମନେ ପକାଇ କରିସ୍ମା ସୋଶାଲ ମିଡିଆରେ କିଛି ଫଟୋ ପୋଷ୍ଟ କରିଛନ୍ତି। ଯାହା ବର୍ତ୍ତମାନ ଭାଇରାଲ୍‌ ହେବାରେ ଲାଗିଛି। ଏହି ଫଟୋକୁ ଦେଖିବା ପରେ ମନେ ହେଉଛି, ଫିଲ୍ମ ଦୁନିଆଠାରୁ ଦୂରରେ ଯାଇଥିବା କରିସ୍ମା କପୁର୍‌ ତାଙ୍କ ପୁରୁଣା ଦିନକୁ ମନେ ପକାଉଛନ୍ତି।

କରିସ୍ମା ସଲମାନ୍‌ଙ୍କ ସହିତ ନିଜର ପୁରୁଣା ଫଟୋକୁ ଶେଆର୍‌ କରିଛନ୍ତି।

ଦୁହେଁ ୧୯ ବର୍ଷ ତଳେ ଏହି ଫଟୋ ସବୁ ଫିଲ୍ମ ସୁଟିଂ କରିବା ସମୟରେ ଉଠାଇଥିଲେ। କିନ୍ତୁ କରିସ୍ମା ଏହି ସବୁ ଫଟୋକୁ ଶେଆର୍‌ କରିବା ସମୟରେ ଫିଲ୍ମର ନାମ ପ୍ରକାଶ କରିନାହାନ୍ତି ଏବଂ ନିଜର ଫ୍ୟାନ୍ସଙ୍କୁ ଫିଲ୍ମର ନାମ ପଚାରିଛନ୍ତି। କରିସ୍ମା ସଲମାନ୍‌ଙ୍କ ଫଟୋ ପୋଷ୍ଟ କରିବା ପରେ ଲେଖିଛନ୍ତି, “କେଉଁ ଫିଲ୍ମରେ ଲିପ୍ଟ ମାଗିବା ସମୟରେ”।

View this post on Instagram

Hitchhiking in which film ? ? #guessinggame? #flashbackfriday @beingsalmankhan

A post shared by KK (@therealkarismakapoor) on

ସଲମାନ୍‌ ଓ କରିସ୍ମା ‘ବିବି ନମ୍ୱର-୧’, ‘ଦୁଲ୍ଲହନ୍‌ ହମ୍‌ ଲେ ଜାୟେଙ୍ଗେ’, ‘ଚଲ୍‌ ମେରେ ଭାଇ’, ‘ଜୁଡ୍‌ୱା’ ଏବଂ ‘ହମ୍‌ ସାଥ୍‌ ସାଥ୍‌ ହୈ’ ପରି ଅନେକ ଫିଲ୍ମରେ କାମ କରିଛନ୍ତି। ସଲମାନ୍‌ଙ୍କ ସହିତ କରିସ୍ମାଙ୍କର ସମସ୍ତ ଫିଲ୍ମ ସୁପରହିଟ୍‌ ହୋଇଥିଲା।

୯୦ ଦଶକରେ କରିସ୍ମାଙ୍କର ଯୋଡ଼ି କେବଳ ସଲମାନ୍‌ଙ୍କ ସହିତ ନୁହେଁ, ଗୋବିନ୍ଦାଙ୍କ ସହିତ ମଧ୍ୟ ଖୁବ୍‌ ଜମିଥିଲା। ନିକଟରେ ଗୋବିନ୍ଦା ଓ କରିସ୍ମାଙ୍କର ଫିଲ୍ମ କୁଲି ନମ୍ନର-୧ରକୁ ପୁଣି ଥରେ ତିଆରି କରାଯିବ ବୋଲି ଘୋଷଣା କରାଯାଇଛି। ଏଥିରେ ବରୁଣ୍‌ ଧାବନ୍‌ ଓ ସାରା ଅଲ୍ଲୀ ଖାନ୍‌ଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ।

କରିସ୍ମାଙ୍କ କପୁର୍‌ଙ୍କୁ ଶେଷ ଥର ପାଇଁ ୨୦୧୨ରେ ହୋଇଥିବା ଫିଲ୍ମ ‘ଡେଞ୍ଜରକ୍ସ ଇସ୍କ’ରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ କରିସ୍ମାଙ୍କ ସହିକ ରଜନୀଶ ଦୁଗଲ୍‌ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଓ ନିର୍ଦ୍ଦେଶକ ଥିଲେ, ବିକ୍ରମ ଭଟ୍ଟ। କିନ୍ତୁ ଏହି ଫିଲ୍ମଟି ବଡ଼ ପରଦାରେ ସେତେଟେ ସଫଳଟା ସାଉଁଟି ପାରିନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story