ଆଖି ପିଛୁଳାକେ ସରିଗଲା ଶୁଟିଂ, ତଥାପି ବୁଝୁନି ମନ: ଏପରି କହିଲେ କାର୍ତ୍ତିକ ଆର୍ଯ୍ୟନ

ମୁମ୍ବାଇ: ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ପ୍ରତି ଦୁର୍ବଳତା ଥିବା ସମ୍ପର୍କରେ ସାରା ଅଲ୍ଲି ଖାନ ପ୍ରଥମ ଥର ‘କଫି ୱିଥ୍‌ କରନ’ ଶୋ’ରେ କହିଥିଲେ। ଉକ୍ତ ଶୋ’କୁ ସେ ନିଜ  ପିତା ସୈଫ ଅଲ୍ଲି ଖାନଙ୍କ ସହ ଗେଷ୍ଟ ହିସାବରେ ଯାଇଥିଲେ। ଏହା ସେତେବେଳେ ଖୁବ୍‌ ଚର୍ଚ୍ଚାର ବିଷୟ ପାଲଟିଥିଲା। କାର୍ତ୍ତିକଙ୍କ ସହ କାମ କରିବା ସାରାଙ୍କ ଲାଗି ଏକ ସ୍ୱପ୍ନ ହୋଇଥିବା ବେଳେ ଏହା ଏବେ ପୂରଣ ହେବାକୁ ଯାଉଛି। ଉଭୟଙ୍କ ଫ୍ୟାନ୍‌ଙ୍କ ଲାଗି ଖୁସି […]

sara-2..

sara-2..

Niharika Rout
  • Published: Tuesday, 02 July 2019
  • Updated: 02 July 2019, 01:40 PM IST

Sports

Latest News

ମୁମ୍ବାଇ: ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ପ୍ରତି ଦୁର୍ବଳତା ଥିବା ସମ୍ପର୍କରେ ସାରା ଅଲ୍ଲି ଖାନ ପ୍ରଥମ ଥର ‘କଫି ୱିଥ୍‌ କରନ’ ଶୋ’ରେ କହିଥିଲେ। ଉକ୍ତ ଶୋ’କୁ ସେ ନିଜ  ପିତା ସୈଫ ଅଲ୍ଲି ଖାନଙ୍କ ସହ ଗେଷ୍ଟ ହିସାବରେ ଯାଇଥିଲେ। ଏହା ସେତେବେଳେ ଖୁବ୍‌ ଚର୍ଚ୍ଚାର ବିଷୟ ପାଲଟିଥିଲା।

କାର୍ତ୍ତିକଙ୍କ ସହ କାମ କରିବା ସାରାଙ୍କ ଲାଗି ଏକ ସ୍ୱପ୍ନ ହୋଇଥିବା ବେଳେ ଏହା ଏବେ ପୂରଣ ହେବାକୁ ଯାଉଛି। ଉଭୟଙ୍କ ଫ୍ୟାନ୍‌ଙ୍କ ଲାଗି ଖୁସି ଖବର। ଉଭୟ ଏବେ ଇମତିଆଜ ଅଲ୍ଲୀଙ୍କ ନିର୍ଦ୍ଦେଶିତ ‘ଲଭ ଆଜ କଲ୍‌’ର ସ୍ୱିକେଲରେ କାମ କରୁଛନ୍ତି।  ଏହାର ପ୍ରଥମ ଭାଗରେ ସୈଫ ଅଲ୍ଲି ଖାନ ଓ ଦୀପିକା ପାଦୁକୋନ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

ଏହି ଫିଲ୍ମର ଫାଇନାଲ ଶୁଟିଂ ହିମାଚଳରେ ହୋଇଛି। ଏହା ପୂର୍ବରୁ ଲଗାତାର ୬୬ ଦିନ ପର୍ଯ୍ୟନ୍ତ ଏହି ଫିଲ୍ମର ଶୁଟିଂ ରାଜସ୍ଥାନ, ଦିଲ୍ଲୀ ଓ ମୁମ୍ବାଇରେ ହୋଇସାରିଥିଲା। ସାରା ଫିଲ୍ମ ଶୁଟିଂ ବେଳର ବହୁ ଫଟୋ ଶେଆର କରି ସ୍ମୃତି ବଖାଣିଛନ୍ତି। ଏହି ଫିଲ୍ମ ଆସନ୍ତା ବର୍ଷ ଫେବୃୟାରୀ ୧୪ ତାରିଖରେ ରିଲିଜ ହେବ ବୋଲି ଜଣାଯାଇଛି। ଫିଲ୍ମର ଶୁଟିଂ ସମୟରେ ଉଭୟ ସାରା ଓ କାର୍ତ୍ତିକଙ୍କ ମଧ୍ୟରେ ବହୁତ ଭଲ ବଣ୍ଡିଂ ଦେଖିବାକୁ ମିଳିଥିଲା।

ହେଲେ ଶୁଟିଂ ଶେଷ ହୋଇଯାଇଥିବାରୁ ଉଭୟ ବହୁତ ନିରାଶ ହୋଇପଡିଛନ୍ତି। କାର୍ତ୍ତିକ ଏକ ଇମୋଶନାଲ ପୋଷ୍ଟ କରି ଲେଖିଛନ୍ତି, ମୁଁ ଚାହୁଁଛି ଏହି ରାସ୍ତା କେବେ ନ ସରୁ। ଆଗକୁ ସେ ଲେଖିଛନ୍ତି,  ଫିଲ୍ମର ଶୁଟିଂ ଦେଖୁ ଦେଖୁ ସରିଗଲା।  ମୋର ଡ୍ରିମ୍ ଡାଇରେକ୍ଟର ମୋତେ ଏପରି ଏକ ଫିଲ୍ମରେ ସୁଯୋଗ ଦେଇଥିବାରୁ ତାଙ୍କୁ ବହୁତ ଧନ୍ୟବାଦ।

ଏହି ଫିଲ୍ମର ପୂରା ଯାତ୍ରାରେ ସାରା ଜଣେ ଖୁବ୍‌ ଭଲ ବନ୍ଧୁ ପାଲଟିଗଲେ। ସାରାଙ୍କ ସହ ଆହୁରି ଅଧିକ ଫିଲ୍ମ କରିବାକୁ ଇଚ୍ଛା ବ୍ୟକ୍ତ କରିଛନ୍ତି କାର୍ତ୍ତିକ। ଏହାପରେ ସାରା ମଧ୍ୟ ଏକ ପୋଷ୍ଟ କରି ଆପଣଙ୍କ ସହ କାମ କରି ଖୁବ୍‌ ଖୁସି ବୋଲି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story