ଫାତିମାଙ୍କୁ କାହିଁକି ଭୟ କରୁଛନ୍ତି କ୍ୟାଟ୍ରିନା?

ମୁମ୍ବାଇ: ୟଶରାଜ ଫିଲ୍ମ ବ୍ୟାନରରେ  ନିର୍ମିତ ହେଉଥିବା ଫିଲ୍ମ ‘ଠଗ୍ସ ଅଫ୍‌ ହିନ୍ଦୁସ୍ତାନ୍‌’ ଜୋରସୋରରେ ସୁଟିଂ ଚାଲିଛି। ଏହି ଫିଲ୍ମରେ ଅମିତାଭ ବଚ୍ଚନ, ଆମୀର ଖାନ୍‌, କ୍ୟାଟ୍ରିନା କୈଫ୍‌ ଓ ଫାତିମା ସେଖ୍‌ ମୂଖ୍ୟ ଭୂମିକାରେ ଅଛନ୍ତି। ସୁଟିଂ ଆରମ୍ଭରୁ ଏହି ଫିଲ୍ମ ସହ ଜଡ଼ିତ ଅନେକ ଖବର ସାମ୍ନାକୁ ଆସୁଛି। ଏବେ ଶୁଣିବାକୁ ମିଳିଛି ଯେ କ୍ୟାଟ୍ରିନା ଫାତିମାଙ୍କୁ ଭୟ କରୁଛନ୍ତି ଓ ତାଙ୍କୁ ନେଇ ଅସୁରକ୍ଷିତ ଅନୁଭବ କରୁଛନ୍ତି। ଆଉ ଏହାର କାରଣ ହେଉଛନ୍ତି […]

kat

kat

Rakesh Mallick
  • Published: Wednesday, 04 April 2018
  • Updated: 04 April 2018, 01:57 PM IST

Sports

Latest News

ମୁମ୍ବାଇ: ୟଶରାଜ ଫିଲ୍ମ ବ୍ୟାନରରେ  ନିର୍ମିତ ହେଉଥିବା ଫିଲ୍ମ ‘ଠଗ୍ସ ଅଫ୍‌ ହିନ୍ଦୁସ୍ତାନ୍‌’ ଜୋରସୋରରେ ସୁଟିଂ ଚାଲିଛି। ଏହି ଫିଲ୍ମରେ ଅମିତାଭ ବଚ୍ଚନ, ଆମୀର ଖାନ୍‌, କ୍ୟାଟ୍ରିନା କୈଫ୍‌ ଓ ଫାତିମା ସେଖ୍‌ ମୂଖ୍ୟ ଭୂମିକାରେ ଅଛନ୍ତି। ସୁଟିଂ ଆରମ୍ଭରୁ ଏହି ଫିଲ୍ମ ସହ ଜଡ଼ିତ ଅନେକ ଖବର ସାମ୍ନାକୁ ଆସୁଛି। ଏବେ ଶୁଣିବାକୁ ମିଳିଛି ଯେ କ୍ୟାଟ୍ରିନା ଫାତିମାଙ୍କୁ ଭୟ କରୁଛନ୍ତି ଓ ତାଙ୍କୁ ନେଇ ଅସୁରକ୍ଷିତ ଅନୁଭବ କରୁଛନ୍ତି। ଆଉ ଏହାର କାରଣ ହେଉଛନ୍ତି ଆମୀର ଖାନ୍‌।

katrinaମିଳିଥିବା ସୂଚନା ଅନୁଯାୟୀ, ଏହି ଫିଲ୍ମରେ ହିରୋଇନ୍‌ଙ୍କର ଅଧିକ ରୋଲ୍‌ ନାହିଁ। ଫିଲ୍ମରେ ଅମିତାଭ ଓ ଆମୀରଙ୍କ ଚରିତ୍ରର ଅଧିକ ଗୁରୁତ୍ୱ ରହିଛି। ଫିଲ୍ମରେ କ୍ୟାଟ୍ରିନାଙ୍କ ରୋଲ୍‌ ଛୋଟ। ତଥାପି ସେ ୟଶରାଜ ଫିଲ୍ମ ଓ ଆଦିତ୍ୟ ଚୋପ୍ରାଙ୍କ ସହ ଦୀର୍ଘଦିନର ସମ୍ପର୍କ ପାଇଁ ଏହି ଫିଲ୍ମରେ ସାଇନ୍‌ କରିଥିଲେ। ଛୋଟ ଚରିତ୍ରରେ ବି ସେ ଦର୍ଶକଙ୍କୁ କେମିତି ଆକୃଷ୍ଟ କରିବେ ସେଥିପାଇଁ ଲାଗି ପଡ଼ିଛନ୍ତି।  କିନ୍ତୁ ଏବେ ଆମୀର ଓ ଫାତିମାଙ୍କ ବନ୍ଧୁତା ତାଙ୍କୁ ଚିନ୍ତାରେ ପକାଇଛି।

dcCoverପୂର୍ବରୁ ଆମୀର ଓ ଫାତିମା ଏକାଠି ଫିଲ୍ମ ‘ଦଙ୍ଗଲ’ରେ ଅଭିନୟ କରିଥିଲେ। ସେବେଠୁ ଦୁହିଁଙ୍କ ମଧ୍ୟରେ ଘନିଷ୍ଠ ବନ୍ଧୁତା। କ୍ୟାଟ୍‌ ଭାବୁଛନ୍ତି, ଦୁହିଁଙ୍କ ବନ୍ଧୁତା ପାଇଁ ତାଙ୍କ ଚରିତ୍ରକୁ ଯଦି ସେତିକି ଗୁରୁତ୍ୱ ନ ଦିଆଯିବ, ତାହେଲେ ଫିଲ୍ମରେ ତାଙ୍କର ଗୁରୁତ୍ୱ କିଛି ରହିବନି। ଏକଥା କ୍ୟାଟ୍ରିନା ଆଦିତ୍ୟଙ୍କୁ ବି ଜଣାଇଥିଲେ। କିନ୍ତୁ ଆଦିତ୍ୟ ତାଙ୍କୁ ବୁଝାଇଥିଲେ ଯେ ସେମିତି କିଛି ହେବନି। ତେବେ  ଏତିକିରେ କ୍ୟାଟ୍‌ଙ୍କ ଭୟ ଦୂର ହୋଇଥିବା ଭଳି ଲାଗୁନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story