ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ ତାଙ୍କ ଆଗାମୀ ଫିଲ୍ମ ‘ଦବଙ୍ଗ୍-୨’ର ଶୁଟିଂ ପାଇଁ କ୍ୟାନାଡା ଯାଇଛନ୍ତି। କ୍ୟାନାଡାର ଭାନକ୍ୟୁଭରରେ ତାଙ୍କ ଫିଲ୍ମର ଶୁଟିଂ ଚାଲିଛି। ଆଉ ଏହି ସମୟରେ କ୍ୟାଟ୍ରିନାଙ୍କର ଏକ ଭିଡିଓ ଭାଇରଲ୍ ହେବାରେ ଲାଗିଛି। ଭିଡିଓରେ କ୍ୟାଟ୍ରିନାଙ୍କ ସହ କିଛି ଲୋକ ଝଗଡ଼ା କରୁଥିବାର ଦେଖିବାକୁ ମିଳିଛି। ‘କ୍ୟାଟ୍ରିନାଙ୍କ ସହ ସେମାନେ ଫଟୋ ଉଠାଇବାକୁ ଚାହୁଁନାହାନ୍ତି, ଏବଂ ସେ ଜଣେ ଭୀରୁ’ ବୋଲି କହୁଛନ୍ତି। ଯାହାକୁ ଶୁଣିବା ପରେ କ୍ୟାଟ୍ରିନା ନିଜ ରାଗକୁ ସମ୍ଭାଳି ନପାରି ସେ ଲୋକମାନଙ୍କୁ ରାଗରେ ତମତମ ହୋଇ ଜବାବ ଦେଉଛନ୍ତି। ଫଳରେ ଉଭୟ ପକ୍ଷ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଯାଉଛି।
କିଛି ଲୋକ କ୍ୟାଟ୍ରିନାଙ୍କୁ ଘେରି ଯାଉଛନ୍ତି ଏବଂ ସେମାନେ ସେଠାକୁ ତାଙ୍କୁ ନୁହେଁ, ସଲମାନ୍ଙ୍କୁ ଦେଖିବାକୁ ଆସିଥିଲେ ବୋଲି କହୁଛନ୍ତି।
ସେପଟେ କ୍ୟାଟ୍ରିନାଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି, "ମୁଁ କ୍ଳାନ୍ତ ଥିଲି ତେଣୁ ଏସବୁ କଥାକୁ ନେଇ ଟିକେ ପ୍ରତିକ୍ରିୟାଶୀଳ ହୋଇଗଲି” ।
https://youtu.be/OZt7ze5XYYU
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
ଏଆର ରହମାନଙ୍କ ସହ ଲିଙ୍କ୍ ଚର୍ଚ୍ଚା, ନୀରବତା ଭାଙ୍ଗିଲେ ମୋହିନୀ ଦେ
ନିକଟରେ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିଲେ ବିଶିଷ୍ଟ ମ୍ୟୁଜିସିଆନ ଏଆର ରହମାନ।
Entertainment
ମହାପ୍ରଭୁଙ୍କୁ ତାଚ୍ଛଲ୍ୟ...; ଯାତ୍ରା ଷ୍ଟେଜକୁ ଚେୟାର ଫିଙ୍ଗିଲେ ଦର୍ଶକ
ଖଳ ଚରିତ୍ରରେ ଥିବା ନବ ଘୋଷ କୋଟି ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କୁ କଡା ଭାଷାରେ ଆକ୍ଷେପ କଲା ପରି ସଂଳାପ କହିଥିଲେ। ନବ ଘୋଷଙ୍କ ସେହି ସଂଳାପ ଶୁଣିବା ପରେ ତାତି ଯାଇଥିଲେ ଷ୍ଟେଜ୍ ସମ୍ମୁଖରେ ବସିଥିବା ଦର୍ଶକ।
Entertainment
ମହଙ୍ଗା ପଡ଼ିଲା ବିନା ହେଲମେଟରେ ରିଲ୍ସ; ରାନୀ ପ୍ରିୟଦର୍ଶିନୀଙ୍କ ଗାଡ଼ି ଜବତ
ବିନା ହେଲମେଟରେ ସ୍କୁଟି ଚଳାଇ ରିଲ୍ସ କରି ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ ରାନୀ ପ୍ରିୟଦର୍ଶିନୀ।
Tollywood
'ଛୁପାନା ଭି ନେହିଁ ଆତା, ଜତାନା ଭି ନେହିଁ ଆତା...' ରଶ୍ମୀକା-ବିଜୟଙ୍କ ଡେଟିଂ ଫଟୋ ଭାଇରାଲ୍
ଉଭୟ ଡେଟିଂ ଚର୍ଚ୍ଚାକୁ ଖଣ୍ଡନ କରି ଆସୁଥିଲେ ମଧ୍ୟ ସେମାନଙ୍କର କିଛି ଫଟୋ ସେଶାଲ ମିଡିଆରେ ଭାଇରାଲ୍ ହେଉଛି।
Bollywood
ରାଗିଗଲେ ଏଆର୍ ରହମାନ, ନୋଟିସ୍ ପଠାଇଲେ, ଚେତାବନୀ ଦେଲେ
ଦୀର୍ଘ ୨୯ ବର୍ଷର ବିବାହ ପରେ ଏଆର୍ ରହମାନ ନିଜ ପତ୍ନୀ ସାଇରା ବାନୁଙ୍କ ଠାରୁ ଅଲଗା ହୋଇଛନ୍ତି। ଦୁହିଁଙ୍କ ଛାଡପତ୍ରକୁ ନେଇ ଅନେକ ପ୍ରକାରର ଖବର ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।