କାହାଣୀ ଚୋରି କରିଛନ୍ତି କଙ୍ଗନା! କାହାର, କେମିତି... ପଢ଼ନ୍ତୁ

ମୁମ୍ବାଇ: ନିଜର ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାର ରହୁଥିବା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରନାୱତଙ୍କ ଉପରେ ଦୁଃଖର ପାହାଡ଼ ମାଡ଼ି ବସିଛି। କଙ୍ଗନାଙ୍କ ଅପକମିଂ ଫିଲ୍ମ ‘ସିମରନ୍‌’ର ଡାଇଲଗ୍‌ ଲେଖକ ଅପୂର୍ବ ଅସରାନୀ ତାଙ୍କୁ ଗାଳିଗୁଲଜ କରିବା ପରେ ଏବେ  କଙ୍ଗନା ପୁଣି ଏକ  ବିବାଦରେ ଫଶିଯାଇଛନ୍ତି। କେତନ ମେହତାଙ୍କ ଫିଲ୍ମ ‘ରାଣୀ ଲକ୍ଷ୍ମୀବାଇ’ର କାହାଣୀ ଚୋରି କରିବା ଅଭିଯୋଗରେ କଙ୍ଗନାଙ୍କ ପାଖକୁ ନୋଟିସ୍‌ ଜାରି କରାଯାଇଛି। କେତନ ମେହତାଙ୍କ ପକ୍ଷରୁ ଏହି ଆଇନଗତ ନୋଟିସ୍‌ କଙ୍ଗନାଙ୍କ […]

kkk

kkk

Rakesh Mallick
  • Published: Friday, 19 May 2017
  • Updated: 19 May 2017, 12:11 PM IST

Sports

Latest News

ମୁମ୍ବାଇ: ନିଜର ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାର ରହୁଥିବା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରନାୱତଙ୍କ ଉପରେ ଦୁଃଖର ପାହାଡ଼ ମାଡ଼ି ବସିଛି। କଙ୍ଗନାଙ୍କ ଅପକମିଂ ଫିଲ୍ମ ‘ସିମରନ୍‌’ର ଡାଇଲଗ୍‌ ଲେଖକ ଅପୂର୍ବ ଅସରାନୀ ତାଙ୍କୁ ଗାଳିଗୁଲଜ କରିବା ପରେ ଏବେ  କଙ୍ଗନା ପୁଣି ଏକ  ବିବାଦରେ ଫଶିଯାଇଛନ୍ତି। କେତନ ମେହତାଙ୍କ ଫିଲ୍ମ ‘ରାଣୀ ଲକ୍ଷ୍ମୀବାଇ’ର କାହାଣୀ ଚୋରି କରିବା ଅଭିଯୋଗରେ କଙ୍ଗନାଙ୍କ ପାଖକୁ ନୋଟିସ୍‌ ଜାରି କରାଯାଇଛି। କେତନ ମେହତାଙ୍କ ପକ୍ଷରୁ ଏହି ଆଇନଗତ ନୋଟିସ୍‌ କଙ୍ଗନାଙ୍କ ପାଖକୁ ପଠାଇଯାଇଛି।

କେତନ କରିଛନ୍ତି, “ରାଣୀ ଲକ୍ଷ୍ମୀବାଇ’ ବାୟୋପିକ୍‌ କାହାଣୀ ଚୋରି କରିବା ଅଭିଯୋଗରେ ମୁଁ  କଙ୍ଗନାଙ୍କୁ ନୋଟିସ୍ ପଠାଇଛି। ସେ ମୋ ଫିଲ୍ମର କାହାଣୀ ଚୋରାଇବା ପାଇଁ ଚେଷ୍ଟା କରୁଥିଲେ।”

୨୦୧୫ରେ ଜୁନ୍‌ରେ କେତନ ‘ରାଣୀ ଲକ୍ଷ୍ମୀବାଇ’  ଘୋଷଣା କରିଥିଲେ। କଙ୍ଗନାଙ୍କୁ ଏହି କାହାଣୀ କରିବାକୁ ଦିଆଯାଇଥିଲା। କିନ୍ତୁ ଦୁହିଁଙ୍କ ମଧ୍ୟରେ ମନାନ୍ତର  ଥିବା ଯୋଗୁଁ  କଙ୍ଗନା ଫିଲ୍ମଠୁ ଦୂରେଇ ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story