୧୪ରୁ ଖଣ୍ଡଗିରିରେ ଯାତ୍ରା ମହାସମର, ଜାଣନ୍ତୁ କେଉଁ ଦିନ କେଉଁ ଅପେରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଝିଲିମିଲି ଆଲୁଅର ଲୁଚାଛପା ଖେଳ ସାଙ୍ଗକୁ ଡଲବି ମ୍ୟୁଜିକ୍‌ର ଜବରଦସ୍ତ ତଡ଼କା। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଜମାଣିଆ ସଂଳାପରେ ସାରା ମାହୋଲ କମ୍ପିବ। ଗୀତ ନାଚରେ ଦୁଲୁକିବ ମଞ୍ଚ। ଝୁମେଇବେ କଳାକାର ଝୁମିବେ ଦର୍ଶକ। ଜଲିଉଡ୍‌ ସାଙ୍ଗକୁ ଅଲିଉଡ୍‌ ନାୟକ-ନାୟିକାଙ୍କ ଜଲୱା ଦେଖିବେ ଦର୍ଶକେ। କାରଣ କୁମ୍ବମେଳା ଅବସରରେ ଆଉ କିଛି ଦିନ ମଧ୍ୟରେ ଖଣ୍ଡଗିରିରେ ଆରମ୍ଭ ହେବାକୁ ଯାଉଛି ଯାତ୍ରା ମହାକୁମ୍ଭ। ଆସନ୍ତା ଫେବୃଆରୀ ୧୪ରୁ ଜମିବ ଯାତ୍ରା ମଉଜ। ଚର୍ଚିତ ନାଟକକୁ ନେଇ […]

jj-1

jj-1

Tapas Behera
  • Published: Thursday, 24 January 2019
  • Updated: 24 January 2019, 07:10 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଝିଲିମିଲି ଆଲୁଅର ଲୁଚାଛପା ଖେଳ ସାଙ୍ଗକୁ ଡଲବି ମ୍ୟୁଜିକ୍‌ର ଜବରଦସ୍ତ ତଡ଼କା। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଜମାଣିଆ ସଂଳାପରେ ସାରା ମାହୋଲ କମ୍ପିବ। ଗୀତ ନାଚରେ ଦୁଲୁକିବ ମଞ୍ଚ। ଝୁମେଇବେ କଳାକାର ଝୁମିବେ ଦର୍ଶକ। ଜଲିଉଡ୍‌ ସାଙ୍ଗକୁ ଅଲିଉଡ୍‌ ନାୟକ-ନାୟିକାଙ୍କ ଜଲୱା ଦେଖିବେ ଦର୍ଶକେ। କାରଣ କୁମ୍ବମେଳା ଅବସରରେ ଆଉ କିଛି ଦିନ ମଧ୍ୟରେ ଖଣ୍ଡଗିରିରେ ଆରମ୍ଭ ହେବାକୁ ଯାଉଛି ଯାତ୍ରା ମହାକୁମ୍ଭ। ଆସନ୍ତା ଫେବୃଆରୀ ୧୪ରୁ ଜମିବ ଯାତ୍ରା ମଉଜ।

ଚର୍ଚିତ ନାଟକକୁ ନେଇ ମଇଦାନକୁ ଓହ୍ଲାଇବେ ବିଭିନ୍ନ ଯାତ୍ରା ଦଳ। ଏବେ ଠାରୁ ଛାଇ ଗଲାଣି ଯାତ୍ରା ପୋଷ୍ଟର୍। ଫେବ୍ରୁଆରି ୧୪ରୁ ୨୫ ପର୍ଯ୍ୟନ୍ତ ହୁଲସ୍ତୁଲ୍‌ କରିବ ଖଣ୍ଡଗିରି ଯାତ୍ରା ମହାସମର। ଫେବୃଆରୀ ୧୪ରୁ ୧୮ ପର୍ଯ୍ୟନ୍ତ ଧଉଳି ଗଣନାଟ୍ୟ(ସନାତନ ସଦନ,ଘାଟିକିଆ), ୧୯ରୁ ୨୫ ତୁଳସୀ ଗଣନାଟ୍ୟ,୧୪ରୁ୧୮ ସ୍ୱର୍ଣ୍ଣ ମହଲ (ମହତାବ ପେଣ୍ଡାଲ, ୧୯ରୁ ୨୫ ଯାତ୍ରା ବିଶ୍ୱଦରବାର,୧୪ରୁ ୧୮ ଗୌରୀ ଗଣନାଟ୍ୟ, ୧୯ରୁ ୨୫ କଳିଙ୍ଗ ଗଣନାଟ୍ୟକୁ ଉପଭୋଗ କରିପାରିବେ ଦର୍ଶକେ।

ସେହିପରି ୧୭ରୁ ୨୫ ରଙ୍ଗମହଲ, ୧୯ରୁ ୨୫ ଯାତ୍ରା ସଚ୍ଚିଦାନନ୍ଦ,୧୫ରୁ ୧୯ ଶିବାନୀ ଗଣନାଟ୍ୟ, ୨୦ରୁ ୨୫ କୋଣାର୍କଗଣନାଟ୍ୟ ଏବଂ ୧୯ରୁ ୨୫ ପର୍ଯ୍ୟନ୍ତ ଇନ୍ଦମହଲ ମଧ୍ୟରେ ଯାତ୍ରା ମହାସମରରୁ ଦର୍ଶକେ ମଜା ନେଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story