ଖୁବଶୀଘ୍ର ପରଦାକୁ ଆସିବ ତରଙ୍ଗ ସିନେ ପ୍ରଡକ୍ସନର ଦୁଇ ଫିଲ୍ମ ‘ଜଗା ହାତର ପଘା’ ଓ ‘ତୁ କହିବୁ ନା ମୁଁ'

ଭୁବନେଶ୍ୱର: ପ୍ରଥମ ଦୁଇଟି ସିନେମାର ସଫଳତା ପରେ ତରଙ୍ଗ ସିନେ ପ୍ରଡକ୍ସନର ଖୁବଶୀଘ୍ର ଆଉ ଦୁଇଟି ଫିଲ୍ମ ଦର୍ଶକଙ୍କକୁ ଭେଟି ଦେବାକୁ ଯାଉଛି। ପୂଜା ବଜାରରେ ଆସିବ ଅନୁଭବ ଷ୍ଟାରର୍ ‘ଜଗା ହାତର ପଘା’। ପରେ ପରେ ଅମ୍ଲାନ ଅଭିନୀତ ‘ତୁ କହିବୁ ନା ମୁଁ’। ଦୁଇ ଫିଲ୍ମର ପୋଷ୍ଟର ରିଲିଜ୍ ହୋଇଛି। ‘ଜଗା ହାତରେ ପଘା’ ଫିଲ୍ମର ପୋଷ୍ଟର ଆସିବା ପରେ ଏବେ ଦର୍ଶକଙ୍କ ମନରେ ଉତ୍କଣ୍ଠା ଦେଖାଦେଇଛି । ଦଶହରାରେ ରିଲିଜ୍ ହେବାକୁ ଥିବା […]

taranga

taranga

Rakesh Mallick
  • Published: Sunday, 30 August 2015
  • Updated: 31 August 2015, 03:25 AM IST

Sports

Latest News

ଭୁବନେଶ୍ୱର: ପ୍ରଥମ ଦୁଇଟି ସିନେମାର ସଫଳତା ପରେ ତରଙ୍ଗ ସିନେ ପ୍ରଡକ୍ସନର ଖୁବଶୀଘ୍ର ଆଉ ଦୁଇଟି ଫିଲ୍ମ ଦର୍ଶକଙ୍କକୁ ଭେଟି ଦେବାକୁ ଯାଉଛି। ପୂଜା ବଜାରରେ ଆସିବ ଅନୁଭବ ଷ୍ଟାରର୍ ‘ଜଗା ହାତର ପଘା’। ପରେ ପରେ ଅମ୍ଲାନ ଅଭିନୀତ ‘ତୁ କହିବୁ ନା ମୁଁ'। ଦୁଇ ଫିଲ୍ମର ପୋଷ୍ଟର ରିଲିଜ୍ ହୋଇଛି।

‘ଜଗା ହାତରେ ପଘା’ ଫିଲ୍ମର ପୋଷ୍ଟର ଆସିବା ପରେ ଏବେ ଦର୍ଶକଙ୍କ ମନରେ ଉତ୍କଣ୍ଠା ଦେଖାଦେଇଛି । ଦଶହରାରେ ରିଲିଜ୍ ହେବାକୁ ଥିବା ତରଙ୍ଗ ସିନେ ପ୍ରଡକ୍ସନର ଏହି ନୂଆ ଫିଲ୍ମରେ ମୁଖ୍ୟ ଭୂମିକାରେ ଆସିବେ ସୁପରଷ୍ଟାର ଅନୁଭବ। ଏବେ ଜୋରସୋରରେ ଫିଲ୍ମର ସୁଟିଂ ଚାଲିଛି । ଫିଲ୍ମର ନିର୍ଦ୍ଦେଶନା ଭାର ମୂରଲୀ କ୍ରିଷ୍ଣା ତୁଲାଉଛନ୍ତି। ଫିଲ୍ମରେ ଅନେକ ଟୁଇଷ୍ଟ ରହିଛି, ଯାହା ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଯୋଗାଇବ ବୋଲି ଆଶା କରାଯାଉଛି। ସେପଟେ ତରଙ୍ଗ ସିନେ ପ୍ରଡକ୍ସନର ପରବର୍ତ୍ତୀ ଫିଲ୍ମ ‘ତୁ କହିବୁ ନା ମୁଁ’ ଲାଗି ପ୍ରସ୍ତୁତି ଚାଲିଛି । ଏଥିରେ ନାୟକ ସାଜିବେ ଓଲିଉଡର ୟଙ୍ଗ ସେନ୍ସେସନ୍ ଅମ୍ଲାନ । ସୁଶାନ୍ତ ମଣି ଏହାର ନିର୍ଦ୍ଦେଶନା ଦେବେ । ପୂର୍ବରୁ ମକର ସଂକ୍ରାନ୍ତିରେ ରିଲିଜ୍ ହୋଇଥିବା ତରଙ୍ଗ ସିନେ ପ୍ରଡକ୍ସନ୍ସର ପ୍ରଥମ ଫିଲ୍ମ ‘ଇସ୍କ୍ ତୁ ହି ତୁ’ ଓ ଦ୍ୱିତୀୟ ଫିଲ୍ମ ‘ଗପ ହଲ ବି ସତ’ ଦର୍ଶକଙ୍କ ମହଲରେ ବେଶ୍ ଆଦୃତ ହୋଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story