କିମ୍ କରଦସିୟନ ପିଅନ୍ତି କାଠ କୋଇଲାରୁ ପ୍ରସ୍ତୁତ ଡ୍ରିଙ୍କ୍

କିମ୍ କରଦସିୟନଙ୍କୁ ତ ଆପଣମାନେ ସମସ୍ତେ ଜାଣିଥିବେ। ହଲିଉଡ୍ ଅଭିନେତ୍ରୀ, ଟେଲିଭିଜନ୍ ପର୍ସନାଲିଟି, ମଡେଲ- ଏମିତି ଅନେକ ପରିଚୟ ତାଙ୍କର। ତେବେ ନିଜର ‌ଅଜବଗଜବ ପୋଷାକ ଓ ଶରୀରକୁ ନେଇ ଅଧିକ ଚର୍ଚ୍ଚିତ। ନ୍ୟୁଡ୍, ହାଫ୍ ନ୍ୟୁଡ୍ ଫଟୋ ସୋସିଆଲ୍ ମିଡିଆରେ ଛାଡ଼ି ବି ସେ ଚର୍ଚ୍ଚାରେ ରହନ୍ତି। ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏତେ ବଡ଼ ଷ୍ଟାର କାଠ କୋଇଲା ଓ ଲେମ୍ବୁର ମିଶ୍ରଣରେ ତିଆରି ଏକ ସ୍ୱତନ୍ତ୍ର ପ୍ରକାରର ଡ୍ରିଙ୍କ୍ ପିଅନ୍ତି। କରଦସିୟନଙ୍କ […]

kim

kim

Rakesh Mallick
  • Published: Monday, 20 March 2017
  • Updated: 20 March 2017, 10:49 AM IST

Sports

Latest News

କିମ୍ କରଦସିୟନଙ୍କୁ ତ ଆପଣମାନେ ସମସ୍ତେ ଜାଣିଥିବେ। ହଲିଉଡ୍ ଅଭିନେତ୍ରୀ, ଟେଲିଭିଜନ୍ ପର୍ସନାଲିଟି, ମଡେଲ- ଏମିତି ଅନେକ ପରିଚୟ ତାଙ୍କର। ତେବେ ନିଜର ‌ଅଜବଗଜବ ପୋଷାକ ଓ ଶରୀରକୁ ନେଇ ଅଧିକ ଚର୍ଚ୍ଚିତ। ନ୍ୟୁଡ୍, ହାଫ୍ ନ୍ୟୁଡ୍ ଫଟୋ ସୋସିଆଲ୍ ମିଡିଆରେ ଛାଡ଼ି ବି ସେ ଚର୍ଚ୍ଚାରେ ରହନ୍ତି। ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏତେ ବଡ଼ ଷ୍ଟାର କାଠ କୋଇଲା ଓ ଲେମ୍ବୁର ମିଶ୍ରଣରେ ତିଆରି ଏକ ସ୍ୱତନ୍ତ୍ର ପ୍ରକାରର ଡ୍ରିଙ୍କ୍ ପିଅନ୍ତି। କରଦସିୟନଙ୍କ କହନ୍ତି ଯେ କାଠ କୋଇଲା ଲେମନ୍  ଡ୍ରିଙ୍କ୍ ପିଇଲେ ମହିଳାମାନେ ପ୍ରସବ ପରେ ମଧ୍ୟ ନିଜ ଶରୀରର ଓଜନକୁ ନିୟନ୍ତ୍ରଣରେ ରଖି ପାରିବେ।

ତେବେ କୋଇଲା ଡ୍ରିଙ୍କ୍ କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଥିବେ। କିନ୍ତୁ ଏ କାଠ କୋଇଲା ଭାଟିରେ ନିଆଁ ଲଗାଇବା ପାଇଁ ବ୍ୟବହୃତ ହେଉଥିବା କୋଇଲା ନୁହେଁ। ଏହା ହେଉଛି ଆକ୍ଟିଭେଟେଡ୍ କୋଇଲା। ଏହାକୁ ବିଶେଷ ପ୍ରକ୍ରିୟାକରଣ ଦ୍ୱାରା ପ୍ରସ୍ତୁତ କରାଯାଇଥାଏ।

ପଶ୍ଚିମ ରାଷ୍ଟ୍ରଗୁଡ଼ିକରେ ଏବେ କାଠ କୋଇଲା ଲେମନ୍ ଡ୍ରିଙ୍କ୍‌ ଟ୍ରେଣ୍ଡ୍ ଧରିଲାଣି। ଆଉ ଏହାର ଶ୍ରେୟ କିମ୍ କରଦସିୟନଙ୍କୁ ଯାଉଛି।

ପୁରୁଣା ଯୁଗରେ ଆକ୍ଟିଭେଟେଡ୍ କୋଇଲାରୁ ଔଷଧ ପ୍ରସ୍ତୁତି ମଧ୍ୟ କରାଯାଉଥିଲା। ଯଦି ଶରୀରରେ ବିଷ ସଞ୍ଚରି ଯାଉଥିଲା ତା’ହେଲେ ଏହି ଆକ୍ଟିଭେଟେଡ୍ କାଠ କୋଇଲାରୁ ପ୍ରସ୍ତୁତ ଔଷଧ ପିଆଇ ଦିଆଯାଉଥିଲା ବିଷର ପ୍ରଭାବକୁ ଦୂର କରିବାକୁ। ଆଜିକାଲି ଏହାକୁ ଶରୀର ଟକ୍ସିନ୍ସ ଦୂର କରିବା ପାଇଁ ବ୍ୟବହାର କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story