କରୀନାଙ୍କ ହ୍ଵାଟ୍‌ସଆପ୍‌ ଗ୍ରୁପ୍‌ ନାଁ କ’ଣ ଜାଣନ୍ତି?

ମୁମ୍ବାଇ: ବଲିଉଡ୍‌ ବେବୋ କରୀନା କପୁର। ସବୁବେଳେ କିଛି ନା କିଛି ଭିନ୍ନ କରି ଚର୍ଚ୍ଚାରେ ରହି ଆସିଛନ୍ତି। ନିକଟରେ କରିନା ଏକ ରେଡିଓ ଶୋ’ ଆରମ୍ଭ କରିଛନ୍ତି। ଯାହାର ନାଁ ରହିଛି ‘ହ୍ଵାଟ୍‌ ଉମେନ୍‌ ଓ୍ଵାଣ୍ଟ’। ଏହି ଶୋ’ରେ କରିନା ମହିଳାମାନଙ୍କ ଇଚ୍ଛାକୁ ପ୍ରଧାନ୍ୟ ଦେବା ସହ ନିଜର ବ୍ୟକ୍ତିଗତ ଜୀବନ ବିଷୟରେ ମଧ୍ୟ ଅନେକ ଖୁଲାସା କରିଛନ୍ତି। ନିଜର ଆଗାମୀ ଅଧ୍ୟାୟରେ ସେ ନିଜ ହ୍ଵାଟ୍‌ସଆପ୍‌ ଗ୍ରୁପ୍‌ ବିଷୟରେ ଜଣାଇଛନ୍ତି। ଯେମିତି ସାଧାରଣ ଝିଅମାନେ […]

Kareena-Kapor-khna-2

Kareena-Kapor-khna-2

Biswobandita Swain
  • Published: Monday, 14 January 2019
  • Updated: 14 January 2019, 07:09 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ବେବୋ କରୀନା କପୁର। ସବୁବେଳେ କିଛି ନା କିଛି ଭିନ୍ନ କରି ଚର୍ଚ୍ଚାରେ ରହି ଆସିଛନ୍ତି। ନିକଟରେ କରିନା ଏକ ରେଡିଓ ଶୋ’ ଆରମ୍ଭ କରିଛନ୍ତି। ଯାହାର ନାଁ ରହିଛି ‘ହ୍ଵାଟ୍‌ ଉମେନ୍‌ ଓ୍ଵାଣ୍ଟ’। ଏହି ଶୋ’ରେ କରିନା ମହିଳାମାନଙ୍କ ଇଚ୍ଛାକୁ ପ୍ରଧାନ୍ୟ ଦେବା ସହ ନିଜର ବ୍ୟକ୍ତିଗତ ଜୀବନ ବିଷୟରେ ମଧ୍ୟ ଅନେକ ଖୁଲାସା କରିଛନ୍ତି। ନିଜର ଆଗାମୀ ଅଧ୍ୟାୟରେ ସେ ନିଜ ହ୍ଵାଟ୍‌ସଆପ୍‌ ଗ୍ରୁପ୍‌ ବିଷୟରେ ଜଣାଇଛନ୍ତି।

ଯେମିତି ସାଧାରଣ ଝିଅମାନେ ନିଜ ଝିଅ ସାଥିଙ୍କୁ ନେଇ ଗ୍ରୁପ୍‌ କରନ୍ତି ଏବଂ ସେଠି ସବୁ ଛୋଟ ବଡ଼ କଥା ସେୟାର କରନ୍ତି କରୀନା ମଧ୍ୟ ସେମିତି କିଛି କରନ୍ତି।

ତାଙ୍କ କହିବା ଅନୁଯାୟୀ, “ମୁଁ ଏବଂ ମୋର ଯେତେ ବି ଭଲ ବନ୍ଧୁ ଅଛନ୍ତି ସମସ୍ତେ ମିଶି ଏକ ହ୍ଵାଟ୍‌ସଆପ୍‌ ଗ୍ରୁପ୍‌ କରିଛୁ । ଯାହାର ନାଁ ରହିଛି ଗଟ୍‌ସ(ସାହାସ) । ଏହି ଗ୍ରୁପ୍‌ରେ ଆମେମାନେ ଅନ୍ୟମାନଙ୍କ ପୋଷାକ ଉପରେ ଚର୍ଚ୍ଚା କରିଥାଉ । ଏହାକୁ ହିଁ ବନ୍ଧୁତା କୁହାଯାଏ । ଯେଉଁଠି କିଛି କହିବା ପୂର୍ବରୁ ଭାବିବାକୁ ପଡ଼େ ନାହିଁ  ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story