ବୁର୍ଖାରୁ ଓଢ଼ଣୀ!

କୁହାଯାଏ ପ୍ରେମ ଜାତି, ଧର୍ମ କିଛି ମାନେନି। ଏହି କଥାଟି ସାଧାରଣ ଲୋକଙ୍କ ଠୁ ଆରମ୍ଭ କରି ସେଲିବ୍ରେଟି ପର୍ଯ୍ୟନ୍ତ ସମସ୍ତଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ। ବି ଟାଉନ୍‌ରେ ଇଣ୍ଟରକାଷ୍ଟ ବିବାହ କିଛି ବଡ କଥା ନୁହେଁ। ହିନ୍ଦୁ କଳାକାରମାନେ ମୁସଲିମ୍‌ଙ୍କୁ ବିବାହ କରୁଛନ୍ତି। ମୁସଲିମ୍ କଳାକାରମାନେ ମଧ୍ୟ ହିନ୍ଦୁଙ୍କୁ ବିବାହ କରୁଛନ୍ତି। ସେମାନେ ଜାତି ଧର୍ମଠାରୁ ଅଧିକ ଗୁରୁତ୍ୱ ନିଜ ପ୍ରେମକୁ ଦେଇଥାନ୍ତି। ତେବେ ଚାଲନ୍ତୁ ଜାଣିବା ସେମିତି କିଛି ଅଭିନେତ୍ରୀଙ୍କୁ ଯେଉଁମାନେ ମୁସ୍‌ଲିମ୍‌ ହୋଇ ହିନ୍ଦୁ […]

sanjaya dutt

sanjaya dutt

Rakesh Mallick
  • Published: Sunday, 24 December 2017
  • Updated: 24 December 2017, 04:03 PM IST

Sports

Latest News

କୁହାଯାଏ ପ୍ରେମ ଜାତି, ଧର୍ମ କିଛି ମାନେନି। ଏହି କଥାଟି ସାଧାରଣ ଲୋକଙ୍କ ଠୁ ଆରମ୍ଭ କରି ସେଲିବ୍ରେଟି ପର୍ଯ୍ୟନ୍ତ ସମସ୍ତଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ। ବି ଟାଉନ୍‌ରେ ଇଣ୍ଟରକାଷ୍ଟ ବିବାହ କିଛି ବଡ କଥା ନୁହେଁ। ହିନ୍ଦୁ କଳାକାରମାନେ ମୁସଲିମ୍‌ଙ୍କୁ ବିବାହ କରୁଛନ୍ତି। ମୁସଲିମ୍ କଳାକାରମାନେ ମଧ୍ୟ ହିନ୍ଦୁଙ୍କୁ ବିବାହ କରୁଛନ୍ତି। ସେମାନେ ଜାତି ଧର୍ମଠାରୁ ଅଧିକ ଗୁରୁତ୍ୱ ନିଜ ପ୍ରେମକୁ ଦେଇଥାନ୍ତି। ତେବେ ଚାଲନ୍ତୁ ଜାଣିବା ସେମିତି କିଛି ଅଭିନେତ୍ରୀଙ୍କୁ ଯେଉଁମାନେ ମୁସ୍‌ଲିମ୍‌ ହୋଇ ହିନ୍ଦୁ ପୁଅକୁ ବିବାହ କରିଛନ୍ତି।

ନେହା- ବଲିଉଡ୍‌ ଅଭିନେତ୍ରୀ ନେହାଙ୍କ ପ୍ରକୃତ ନା ଶବାନା ରାଜ। ସେ ଅଭିନେତା ମନୋଜ ବାଜପେୟୀଙ୍କୁ ବିବାହ କରିଛନ୍ତି। ଦୁହେଁ ଭିନ୍ନ ସଂପ୍ରଦାୟର ହୋଇଥିଲେ ବି ସେ ସବୁକୁ ପଛରେ ପକାଇ ସେମାନେ ବିବାହ କରିଥିଲେ।

sanjuମାନ୍ୟତା ଦତ୍ତ-  ଅଭିନେତ୍ରୀ ମାନ୍ୟତା ଦତ୍ତଙ୍କ ଜନ୍ମ ମୁସଲିମ୍‌ ପରିବାରରେ ହୋଇଛି। ତାଙ୍କର ପ୍ରକୃତ ନାଁ ଦିଲନ୍‌ବାଜ ଶେଖ୍। ସେ ସଞ୍ଜୟ ଦତ୍ତଙ୍କ ତୃତୀୟ ପତ୍ନୀ। ସଞ୍ଜୟଙ୍କ ପ୍ରଥମ ପତ୍ନୀ ରିଚା ଶର୍ମା ଥିଲେ ତାଙ୍କର ମୃତ୍ୟୁ ପରେ ସଞ୍ଜୟ ରିୟା ପଲ୍ଲାଇଙ୍କୁ ଦ୍ୱିତୀୟ ବିବାହ  କରିଥିଲେ। ରିୟାଙ୍କ ପରେ ତାଙ୍କ ଜୀବନରେ ମାନ୍ୟତା ଆସିଥିଲେ। ସଞ୍ଜୟଙ୍କ ମା’ ବି ମୁସଲିମ୍‌ ଥିବାରୁ କୌଣସି ଆପତ୍ତି ନକରି ସେ ମାନ୍ୟତାଙ୍କୁ ବିବାହ କରିଥିଲେ।

ମୁମ୍‌ତାଜ୍‌ ଜହାଁ- ମୁମତାଜ୍‌ ତାଙ୍କ ସମୟର ଜବରଦସ୍ତ ଅଭିନେତ୍ରୀ ଥିଲେ। ତାଙ୍କର ପୂରା ନାଁ ମୁମ୍‌ତାଜ ଜହାଁ ଦେହଲବୀ । ତାଙ୍କ ସୌନ୍ଦର୍ଯ୍ୟରେ କୋଟି କୋଟି ଦିୱାନା ଥିଲେ। ହେଲେ ସେ ଗାୟକ କିଶୋର କୁମାରଙ୍କୁ ନିଜ ହୃଦୟ ଦେଇ ବସିଥିଲେ। କିଶୋର ସେ ସମୟର ଜଣେ ପ୍ରସିଦ୍ଧ ସିଙ୍ଗର ଥିଲେ। କିଶୋର କୁମାର ହିନ୍ଦୁ ପରିବାରର ଥିଲେ।

ନରଗିସ୍‌- ନରଗିସ୍‌ ପ୍ରସିଦ୍ଧ ଅଭିନେତା ସୁନୀଲ ଦତ୍ତଙ୍କ ପତ୍ନୀ। ନରଗିସ୍‌ଙ୍କ ପ୍ରକୃତ ନାଁ ଫାତିମା ରସିଦ୍‌। ତାଙ୍କ ଜନ୍ମ କଲିକତାର ଏକ ମୁସ୍‌ଲିମ୍‌ ପରିବାରରେ ହୋଇଥିଲା।  ପ୍ରକୃତରେ ସେ ହିନ୍ଦୁ ପଞ୍ଜାବୀ ପରିବାରର ଥିଲେ ତାଙ୍କ ପରିବାର ଲୋକ ନିଜ ଧର୍ମ ବଦଳାଇ ମୁସଲିମ୍‌ ଧର୍ମ ଗ୍ରହଣ କରିଥିଲେ।

sohaସୋହା ଅଲ୍ଲୀ ଖାନ୍- ସୋହା ପଟୌଦୀ ନବାବ ମଂସୁର ଅଲ୍ଲୀ ଖାନ୍‌ ଓ ଅଭିନେତ୍ରୀ ଶର୍ମିଲା ଟାଗୋରଙ୍କ ଝିଅ। ନିଜ ଭାଇ ସୈଫ୍‌ଙ୍କ ଭଳି ସେ ହିନ୍ଦୁ ଧର୍ମର ପୁଅ କୁନାଲ ଖେମୁଙ୍କୁ ବିବାହ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story