କୁନାଲଙ୍କ ମାଲାୟଲମ ଫିଲ୍ମ ଟ୍ରେଲର ରିଲିଜ କଲେ ହ୍ରିତିକ୍‌

ମୁମ୍ବାଇ: କୁନାଲ କାପୁରଙ୍କ ଅପ୍‌କମିଂ ମାଲାୟଲମ ଫିଲ୍ମ ‘ବିରାମ’ର ଟ୍ରେଲର ଆଜି ରିଲିଜ ହୋଇଛି। କ୍ରିସ୍‌ ଷ୍ଟାରର ହ୍ରିତିକ୍‌ ରୋଶନ ଏହାକୁ ରିଲିଜ କରିଛନ୍ତି। ଏହାସହ କୁନାଲ ନିଜ ଟ୍ୱିଟ୍‌ର ପେଜରେ ଏହାକୁ ସେୟାର କରିଛନ୍ତି। ବାହୁବଲୀର ସଫଳତା ପରେ ଯୋଦ୍ଧାଙ୍କ କାହାଣୀକୁ ନେଇ ଗୋଟିଏ ପରେ ଗୋଟିଏ ଫିଲ୍ମ ପରଦାକୁ ଆସୁଛି। ‘ବିରାମ’ରେ କୁନାଲ ଜଣେ ଯୋଦ୍ଧା ଭୂମିକାରେ ଆସୁଛନ୍ତି। ଫିଲ୍ମରେ କୁନାଲଙ୍କୁ ତାଙ୍କ ଗେଟ୍‌ଅପ୍‌ ପାଇଁ ସହଜରେ ଚିହ୍ନି ହେଉନାହିଁ। କୁନାଲ ହେଉଛନ୍ତି ବିଗ […]

kunal

kunal

Rakesh Mallick
  • Published: Tuesday, 14 February 2017
  • Updated: 14 February 2017, 09:49 PM IST

ମୁମ୍ବାଇ: କୁନାଲ କାପୁରଙ୍କ ଅପ୍‌କମିଂ ମାଲାୟଲମ ଫିଲ୍ମ ‘ବିରାମ’ର ଟ୍ରେଲର ଆଜି ରିଲିଜ ହୋଇଛି। କ୍ରିସ୍‌ ଷ୍ଟାରର ହ୍ରିତିକ୍‌ ରୋଶନ ଏହାକୁ ରିଲିଜ କରିଛନ୍ତି। ଏହାସହ କୁନାଲ ନିଜ ଟ୍ୱିଟ୍‌ର ପେଜରେ ଏହାକୁ ସେୟାର କରିଛନ୍ତି।

ବାହୁବଲୀର ସଫଳତା ପରେ ଯୋଦ୍ଧାଙ୍କ କାହାଣୀକୁ ନେଇ ଗୋଟିଏ ପରେ ଗୋଟିଏ ଫିଲ୍ମ ପରଦାକୁ ଆସୁଛି। ‘ବିରାମ’ରେ କୁନାଲ ଜଣେ ଯୋଦ୍ଧା ଭୂମିକାରେ ଆସୁଛନ୍ତି। ଫିଲ୍ମରେ କୁନାଲଙ୍କୁ ତାଙ୍କ ଗେଟ୍‌ଅପ୍‌ ପାଇଁ ସହଜରେ ଚିହ୍ନି ହେଉନାହିଁ।

କୁନାଲ ହେଉଛନ୍ତି ବିଗ ବି ଅମିତାଭ ବଚ୍ଚନଙ୍କ ଜ୍ୱାଇଁ। ଅମିତାଭଙ୍କ ଝିଆରୀ ନଅନାଙ୍କୁ କୁନାଲ ବିବାହ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story