ଜୀବନରେ ସଂପର୍କ ନିଭାଇବା ବହୁତ କଷ୍ଟକର:କାଜୋଲ

ମୁମ୍ବାଇ: ଫିଲ୍ମ ନିର୍ମାତା କୋରଣ ଜୋହର ଓ ବଲିଉଡ୍‌ର ଚୁଲବୁଲି ଅଭିନେତ୍ରୀ କାଜୋଲ ମଧ୍ୟରେ ବର୍ଷ ପୁରୁଣା ସଂପର୍କରେ ଫାଟ ସୃଷ୍ଟି ହୋଇଛି। କରଣ ଜୋହରଙ୍କ ବହି ‘ଏନ୍‌  ଅନସ୍ୱିଟେବୁଲ୍‌ ବୟେ’ରେ ଲେଖିଛନ୍ତି,“ମୁଁ କାଜୋଲଙ୍କ ସ୍ୱାମୀ ଅଜୟ ଦେବଗନଙ୍କ ଫିଲ୍ମକୁ ବଦନାମ କରିବା ପାଇଁ କାହାକୁ ଲାଞ୍ଚ ଦେଇଥିବା ଅଭିଯୋଗ ମୋ ଉପରେ ଲଗାଯାଇଥିଲା। କିନ୍ତୁ ଏହି କଥା ଉପରେ ଦୁଃଖ ନାହିଁ।” କିନ୍ତୁ ପରେ କାଜୋଲଙ୍କ ଟ୍ୱିଟ୍‌ ନେଇ ମୁଁ ବୁଝିପାରିଥିଲି ଆମର ଏହି ବନ୍ଧୁତ୍ୱ […]

karan-kajol-stor

karan-kajol-stor

Rakesh Mallick
  • Published: Sunday, 19 February 2017
  • Updated: 19 February 2017, 02:09 PM IST

Sports

Latest News

ମୁମ୍ବାଇ: ଫିଲ୍ମ ନିର୍ମାତା କୋରଣ ଜୋହର ଓ ବଲିଉଡ୍‌ର ଚୁଲବୁଲି ଅଭିନେତ୍ରୀ କାଜୋଲ ମଧ୍ୟରେ ବର୍ଷ ପୁରୁଣା ସଂପର୍କରେ ଫାଟ ସୃଷ୍ଟି ହୋଇଛି।

କରଣ ଜୋହରଙ୍କ ବହି ‘ଏନ୍‌  ଅନସ୍ୱିଟେବୁଲ୍‌ ବୟେ’ରେ ଲେଖିଛନ୍ତି,“ମୁଁ କାଜୋଲଙ୍କ ସ୍ୱାମୀ ଅଜୟ ଦେବଗନଙ୍କ ଫିଲ୍ମକୁ ବଦନାମ କରିବା ପାଇଁ କାହାକୁ ଲାଞ୍ଚ ଦେଇଥିବା ଅଭିଯୋଗ ମୋ ଉପରେ ଲଗାଯାଇଥିଲା। କିନ୍ତୁ ଏହି କଥା ଉପରେ ଦୁଃଖ ନାହିଁ।” କିନ୍ତୁ ପରେ କାଜୋଲଙ୍କ ଟ୍ୱିଟ୍‌ ନେଇ ମୁଁ ବୁଝିପାରିଥିଲି ଆମର ଏହି ବନ୍ଧୁତ୍ୱ ଆଗକୁ ରହିବ ନାହିଁ।

କରଣଙ୍କୁ ନେଇ କାଜୋଲ ଏକ ଗଣମାଧ୍ୟମକୁ ସାକ୍ଷାତକାରରେ କହିଛନ୍ତି, “ଜୀବନରେ  ସଂପର୍କ ନିଭାଇବା ବହୁତ କଷ୍ଟକର। ଏହା କେବଳ ବଲିଉଡ୍‌ର କଥା ନୁହେଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos