ଲିଜା ସେୟାର କଲେ ତାଙ୍କ ଗାଧୁଆ ଫଟୋ, ଦେଖାଇଲେ ବେବି ବମ୍ପ

ମୁମ୍ବାଇ:  କରିନା କପୁର ଖାନଙ୍କ ପରେ ଏବେ ଅଭିନେତ୍ରୀ ଲିଜା ହେଡନଙ୍କ ପ୍ରେଗ୍ନେସୀ ଷ୍ଟାଇଲକୁ ବେଶୀ ପସନ୍ଦ କରୁଛନ୍ତି। ଲିଜା ସୋସିଆଲ ମିଡିଆରେ  ବେବି ପମ୍ପର ଫଟୋ ପୋଷ୍ଟ କରିଛନ୍ତି। ଶୁକ୍ରବାର ଲିଜା ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି।  ଫଟୋରେ ଲିଜା ବାଥଟେବ୍‌ରେ ଶୋଇଛନ୍ତି ଓ  ବେବି ପମ୍ପ ଦେଖାଉଛନ୍ତି। ଲିଜାଙ୍କ ହାତରେ ଗୋଟିଏ ମାଗାଜିନ ରହିଛି। ସେ ରିଲାକ୍ସ ମୁଡରେ ଅଛନ୍ତି। ଗତ ମାସ ଲିଜା ସ୍ୱାମୀ ଡିନୋ ଲାଲାବାନୀଙ୍କ […]

lisa-lisa-lisa_

lisa-lisa-lisa_

Rakesh Mallick
  • Published: Sunday, 16 April 2017
  • Updated: 16 April 2017, 10:51 AM IST

Sports

Latest News

ମୁମ୍ବାଇ:  କରିନା କପୁର ଖାନଙ୍କ ପରେ ଏବେ ଅଭିନେତ୍ରୀ ଲିଜା ହେଡନଙ୍କ ପ୍ରେଗ୍ନେସୀ ଷ୍ଟାଇଲକୁ ବେଶୀ ପସନ୍ଦ କରୁଛନ୍ତି। ଲିଜା ସୋସିଆଲ ମିଡିଆରେ  ବେବି ପମ୍ପର ଫଟୋ ପୋଷ୍ଟ କରିଛନ୍ତି।

ଶୁକ୍ରବାର ଲିଜା ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି।  ଫଟୋରେ ଲିଜା ବାଥଟେବ୍‌ରେ ଶୋଇଛନ୍ତି ଓ  ବେବି ପମ୍ପ ଦେଖାଉଛନ୍ତି। ଲିଜାଙ୍କ ହାତରେ ଗୋଟିଏ ମାଗାଜିନ ରହିଛି। ସେ ରିଲାକ୍ସ ମୁଡରେ ଅଛନ୍ତି।

ଗତ ମାସ ଲିଜା ସ୍ୱାମୀ ଡିନୋ ଲାଲାବାନୀଙ୍କ ସହ ହଲାଣ୍ଡୋ ଯାଇଥିଲେ। ଲିଜା ଏହି ଫଟୋ ସେଠାରେ ଉଠାଇଥିବା ଜଣାପଡୁଛି। କିନ୍ତୁ ଲିଜାଙ୍କର ଏହି ଫଟୋ କୌଣସି ଫିଲ୍ମର ହଟ୍ ସିନ୍‌ ଠାରୁ କମ୍‌ ଲାଗୁନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story