ଏହି ଫିଲ୍ମ ଯାହା ସେଟ୍‌ରେ ନୁହେଁ ସୁପରଷ୍ଟାରଙ୍କ ଘରେ ହୋଇଥିଲା ସୁଟିଂ

ବଲିଉଡ୍‌ ଷ୍ଟାରମାନେ ସବୁବେଳେ ନିଜ ପ୍ରଫେସନାଲ ଲାଇଫ୍‌ ସହ ନିଜ ପର୍ସନାଲ ଲାଇଫ୍‌କୁ ଅଲଗା ରଖିବା ପାଇଁ ଚେଷ୍ଟା କରନ୍ତି। କେହି ସେମାନଙ୍କ ପର୍ସନାଲ ଲାଇଫରେ ମୁଣ୍ଡ ଖେଳେଇଲେ ତାଙ୍କୁ ଭଲ ଲାଗିନଥାଏ। କିନ୍ତୁ ବେଳେ ବେଳେ ଏମିତି ହୋଇଥାଏ ଫିଲ୍ମକୁ ବାସ୍ତବତାର ରଙ୍ଗ ଦେବା ପାଇଁ ଫିଲ୍ମ ଗୁଡିକର ସୁଟିଂ ସେଟ୍‌ରେ ନହୋଇ ସେଲିବ୍ରେଟିଙ୍କ ଘରେ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା କେଉଁ ଫିଲ୍ମ ଗୁଡ଼ିକରେ ସୁଟିଂ ସେଲିବ୍ରେଟିଙ୍କ ଘରେ ହୋଇଥିଲା। ଫ୍ୟାନ୍‌- ଶାହାରୁଖ୍‌ଙ୍କ ଫିଲ୍ମ […]

house...

house...

Rakesh Mallick
  • Published: Tuesday, 26 December 2017
  • Updated: 26 December 2017, 12:07 PM IST

Sports

Latest News

ବଲିଉଡ୍‌ ଷ୍ଟାରମାନେ ସବୁବେଳେ ନିଜ ପ୍ରଫେସନାଲ ଲାଇଫ୍‌ ସହ ନିଜ ପର୍ସନାଲ ଲାଇଫ୍‌କୁ ଅଲଗା ରଖିବା ପାଇଁ ଚେଷ୍ଟା କରନ୍ତି। କେହି ସେମାନଙ୍କ ପର୍ସନାଲ ଲାଇଫରେ ମୁଣ୍ଡ ଖେଳେଇଲେ ତାଙ୍କୁ ଭଲ ଲାଗିନଥାଏ। କିନ୍ତୁ ବେଳେ ବେଳେ ଏମିତି ହୋଇଥାଏ ଫିଲ୍ମକୁ ବାସ୍ତବତାର ରଙ୍ଗ ଦେବା ପାଇଁ ଫିଲ୍ମ ଗୁଡିକର ସୁଟିଂ ସେଟ୍‌ରେ ନହୋଇ ସେଲିବ୍ରେଟିଙ୍କ ଘରେ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା କେଉଁ ଫିଲ୍ମ ଗୁଡ଼ିକରେ ସୁଟିଂ ସେଲିବ୍ରେଟିଙ୍କ ଘରେ ହୋଇଥିଲା।

ଫ୍ୟାନ୍‌- ଶାହାରୁଖ୍‌ଙ୍କ ଫିଲ୍ମ ‘ଫ୍ୟାନ୍‌’ରେ ଶାହାରୁଖ୍‌ଙ୍କ ଡବଲ୍‌ ରୋଲ ଦେଖିବାକୁ ମିଳିଥିଲା। ପୂରା ଫିଲ୍ମଟି ଶାହାରୁଖଙ୍କ ଜଣେ ଫ୍ୟାନ୍‌ ଉପରେ ଆଧାରିତ ଥିଲା। ଯିଏ ତାଙ୍କ ପାଇଁ ପାଗଳ ଥିଲା। ସେହି ଫିଲ୍ମର ଅନେକ ଦୃଶ୍ୟ ଶାହାରୁଖ୍‌ଙ୍କ ଘର ‘ମନ୍ନତ’ସାମ୍ନାରେ ସୁଟିଂ ହୋଇଥିଲା।

bombayବମ୍ବେ ଟକିଜ୍‌- ଅନୁରାଗ କଶ୍ୟପ, କରଣ ଜୋହର, ଦିବାକର ବାନାର୍ଜି ଓ ଜୋୟା ଅଖ୍‌ତରଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିଲା ‘ବମ୍ବେ ଟକିଜ୍’। ସେ ଫିଲ୍ମର ଗୋଟିଏ ସିନ୍‌ ଅମିତାଭଙ୍କ ଜୁହୁ ସ୍ଥିତ ବଙ୍ଗଳାରେ ସୁଟ୍‌ ହୋଇଥିଲା।

bajrangiବଜରଙ୍ଗି ଭାଇଜାନ୍‌- କବିର ଖାନ୍‌ଙ୍କ ଜାତୀୟ ପୁରଷ୍କାର ବିଜେତା ଫିଲ୍ମ ‘ବଜରଙ୍ଗୀ ଭାଇଜାନ୍‌’ର କିଛି ସିନ୍‌ ପୂରା ଶେଷ ମୁହୂର୍ତ୍ତରେ ସୁଟିଂ ହୋଇଥିଲା। ଏହି ସିନ୍‌ ସଲମାନ୍‌ଙ୍କ ପନୱେଲ ଫାର୍ମ ହାଉସରେ ସୁଟିଂ ହୋଇଥିଲା।

sanjuସଞ୍ଜୁ (ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌)- ସଞ୍ଜୟ ଦତ୍ତଙ୍କ ଜୀବନ ଉପରେ ଆଧାରିତ ହୋଇଥିବା ଫିଲ୍ମ  ‘ସଞ୍ଜୁ’ର ସୁଟିଂ ଚାଲିଛି। ଏଥିରେ ରଣବୀର କପୁର ସଞ୍ଜୟଙ୍କ ଚରିତ୍ରରେ ନଜର ଆସୁଛନ୍ତି। ଏହି ଫିଲ୍ମର କିଛି ଦୃଶ୍ୟ ସଞ୍ଜୟ ଦତ୍ତଙ୍କ ଇମ୍ପେରିଅଲ ଆପାର୍ଟମେଣ୍ଟରେ ସୁଟିଂ ହୋଇଥିଲା। କିନ୍ତୁ ଆଖପାଖ ଲୋକ ଆପତ୍ତି କରିବାରୁ ଆଉ ସୁଟ୍‌ କରାଯାଇନଥିଲା। ଫିଲ୍ମରେ ଖାଲି ତାଙ୍କ ଘରର ଝଲକ୍‌ ଦେଖାଯାଇଛି।

ବିର୍‌ ଜରା- ୟଶ୍‌ ଚୋପ୍ରାଙ୍କ ରୋମାଟିଙ୍ଗ ଫିଲ୍ମ ‘ବିର ଜରା’ ଲିଡ୍‌ ରୋଲରେ ଥିଲେ ଶାହାରୁଖ୍‌ ଓ ପ୍ରିତୀ ଜିଣ୍ଟା। ଏହି ଲଭ ଷ୍ଟୋରିର କିଛି ସିନ୍‌ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ହରିୟାନା ସ୍ଥିତ ପଟୌଦୀ ପାଲେସ୍‌ରେ ସୁଟ୍‌ ହୋଇଥିଲା।

କି କା- ଅର୍ଜୁନ୍‌ କପୁର ଓ କରିନା କପୁରଙ୍କ ଫିଲ୍ମ ‘କି କା’ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ସେହି ଫିଲ୍ମର ଗୋଟିଏ ସିନ୍‌ ଯେବେ ଅର୍ଜୁନ୍‌ କପୁର ଅମିତାଭଙ୍କ ଘରକୁ ଯାଇଥିଲେ। ସେହି ଘରଟି କୌଣସି ଫିଲ୍ମ ସେଟ୍‌ ନଥିଲା ପ୍ରକୃତରେ ତାହା ଅମିତାଭଙ୍କ ନିଜ ଘର ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story