ସଲମାନ୍‌ଙ୍କ ଉପରେ ବିଶ୍ୱ ହିନ୍ଦୁ ପରିଷଦ ଖପ୍ପା, ଫିଲ୍ମରେ କ’ଣ ରହିଛି ହିନ୍ଦୁ ବିରୋଧୀ

ମୁମ୍ବାଇ: ‘ପଦ୍ମାବତ’ ପରେ ଏବେ ବିବାଦରେ ‘ଲଭ୍‌ରାତ୍ରୀ’। ଗତକାଲି ବିଶ୍ୱ ହିନ୍ଦୁ ପରିଷଦ ସଲମାନ୍ ଖାନ୍‌ ବ୍ୟାନରରେ ନିର୍ମିତ ଫିଲ୍ମ ‘ଲଭରାତ୍ରୀ’କୁ ରିଲିଜ୍ କରାଇଦେବ ନାହିଁ ବୋଲି କହିଛନ୍ତି। କାରଣ ଫିଲ୍ମର ନାଁ ହିନ୍ଦୁ ଧର୍ମର ଏକ ବଡ଼ ପର୍ବର ନାମକୁ ବିକୃତ କରୁଛି। ଏହା ହିନ୍ଦୁ ଧର୍ମୀୟ ଭାବନାକୁ କୁଠାରଘାତ କରୁଛି। ଭିଏଚ୍‌ପି ଅଧ୍ୟକ୍ଷ ଆଲୋକ କୁମାର କହିଛନ୍ତି,‘ଆମେ ଏହି ଫିଲ୍ମକୁ ଦେଶର କୌଣସି ସିନେମା ହଲରେ  ରିଲିଜ୍ କରାଇ ଦେବୁନାହିଁ। କାରଣ ଆମେ ହିନ୍ଦୁମାନଙ୍କର […]

loveratri

loveratri

Rakesh Mallick
  • Published: Wednesday, 23 May 2018
  • Updated: 23 May 2018, 10:08 AM IST

Sports

Latest News

ମୁମ୍ବାଇ: ‘ପଦ୍ମାବତ’ ପରେ ଏବେ ବିବାଦରେ ‘ଲଭ୍‌ରାତ୍ରୀ’। ଗତକାଲି ବିଶ୍ୱ ହିନ୍ଦୁ ପରିଷଦ ସଲମାନ୍ ଖାନ୍‌ ବ୍ୟାନରରେ ନିର୍ମିତ ଫିଲ୍ମ ‘ଲଭରାତ୍ରୀ’କୁ ରିଲିଜ୍ କରାଇଦେବ ନାହିଁ ବୋଲି କହିଛନ୍ତି। କାରଣ ଫିଲ୍ମର ନାଁ ହିନ୍ଦୁ ଧର୍ମର ଏକ ବଡ଼ ପର୍ବର ନାମକୁ ବିକୃତ କରୁଛି। ଏହା ହିନ୍ଦୁ ଧର୍ମୀୟ ଭାବନାକୁ କୁଠାରଘାତ କରୁଛି।

ଭିଏଚ୍‌ପି ଅଧ୍ୟକ୍ଷ ଆଲୋକ କୁମାର କହିଛନ୍ତି,‘ଆମେ ଏହି ଫିଲ୍ମକୁ ଦେଶର କୌଣସି ସିନେମା ହଲରେ  ରିଲିଜ୍ କରାଇ ଦେବୁନାହିଁ। କାରଣ ଆମେ ହିନ୍ଦୁମାନଙ୍କର ମନୋଭାବକୁ ଆଘାତ କରିବାକୁ ଚାହୁଁନୁ।’

ଆଲୋକ କୁମାର କହିଛନ୍ତି ଯେ, ଏହି ଫିଲ୍ମଟି ହିନ୍ଦୁ ପର୍ବ ନବରାତ୍ରୀର ରଙ୍ଗମଞ୍ଚର ପଚ୍ଛଦପଟ  ସିନ୍‌ ଉପରେ ତିଆରି ହୋଇଛି। ଆଉ ଏହାର ନାଁ ନବରାତ୍ରୀ ପର୍ବର ଅର୍ଥକୁ ବିକୃତ କରୁଛି।

ନବରାତ୍ରୀ ହେଉଛି ନରାତିର ପର୍ବ। ଏଥିରେ ଦେବୀମାଆ ଦୂର୍ଗାଙ୍କର ନଅ’ଟି ଅବତାରର ପୂଜା କରାଯାଏ। ଏହି ପର୍ବର ମାନ୍ୟତା ସମଗ୍ର ଦେଶରେ ରହିଛି। ବିଶେଷ କରି ଏହା ଗୁଜରାଟରେ ପ୍ରସିଦ୍ଧ। ‘ଲଭରାତ୍ରୀ’ ଫିଲ୍ମଟିକୁ ଗୁଜରାଟର ରଙ୍ଗମଞ୍ଚର ପଚ୍ଛଦପଟର ଦୃଶ୍ୟ ବୋଲି କୁହାଯାଉଛି। ଏହି ଫିଲ୍ମଟିର ରିଲିଜ ମଧ୍ୟ ନବରାତ୍ରୀ ସମୟରେ ଅକ୍ଟୋବର ୫ରେ ଧାର୍ଯ୍ୟ କରାଯାଇଛି। ପୂର୍ବରୁ ଅନେକ ଫିଲ୍ମ ବିବାଦ ଘେରକୁ ଆସିଛି। ଦୀପିକା ପାଦୁକୋନଙ୍କ ଅଭିନିତ ଫିଲ୍ମ ‘ପଦ୍ମାବତ’ ମଧ୍ୟ ବିବାଦକୁ ଆସିଥିଲା। ଫଳରେ ଫିଲ୍ମ ନିର୍ମାତାଙ୍କୁ ଫିଲ୍ମର ନାଁ ବଦଳାଇବାକୁ ପଡ଼ିଥିଲା।

ଫିଲ୍ମ ‘ଲଭ୍‌ରାତ୍ରୀ’ ଜରିଆରେ ସଲମାନ୍ ତାଙ୍କ ଭିଣେଇ ଆୟୁଷ ଶର୍ମାଙ୍କୁ ଲଞ୍ଚ୍ କରୁଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଜରିଆରେ ଅଭିରାଜ ମିନାୱାଲା ମଧ୍ୟ ନିର୍ଦ୍ଦେଶନାରେ ଡେବ୍ୟୁ କରୁଛନ୍ତି।  ପୂର୍ବରୁ ସେ ସଲମାନଙ୍କ ଫିଲ୍ମ ‘ସୁଲତାନ୍’ ଓ ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ଫ୍ୟାନ୍‌’ରେ ସହ ନିର୍ଦ୍ଦେଶକ ଭାବେ କାମ କରିଥିଲେ। ‘ଲଭ୍‌ରାତ୍ରୀ’ ହେଉଛି ସଲମାନଙ୍କ ହୋମ ପ୍ରଡକ୍ସନ ବ୍ୟାନର ‘ସଲମାନ୍‌ ଖାନ୍‌ ଫିଲ୍ମସ୍’ର ପଞ୍ଚମ ଫିଲ୍ମ। ଏହି ବ୍ୟାନରରେ ନିର୍ମିତ ଅନ୍ୟ ଫିଲ୍ମଗୁଡ଼ିକ ହେଲା ବଜରଙ୍ଗୀ ଭାଇଜାନ୍‌, ହିରୋ, ଟ୍ୟୁବଲାଇଟ୍ ଓ ରେସ୍‌-3।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story