‘ଲଭ୍ ଷ୍ଟେସନ’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର

ଭୁବନେଶ୍ୱର: ତରଙ୍ଗ ସିନେ ପ୍ରଡକ୍ସନର ଚଳଚ୍ଚିତ୍ର ‘ଲଭ ଷ୍ଟେସନ’କୁ ମିଳିଛି ଚଳିତ ବର୍ଷର ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର। ଭୁବନେଶ୍ୱର ଉତ୍କଳ ମଣ୍ଡପରେ ଅନୁଷ୍ଠିତ ସପ୍ତମ ଓଡ଼ିଆ ଫିଲ୍ମ ଫେୟାର ଆୱାର୍ଡ ପ୍ରଦାନ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ବାବୁସାନ୍‌ଙ୍କୁ ଚଳିତବର୍ଷର ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କାର ପ୍ରଦାନ କରାଯାଇଛି। ‘ଲଭ୍‌ ପାଇଁ କୁଛ ଭି କରେଗା’ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି ଚଳଚ୍ଚିତ୍ରର ଟାଇଟଲ ସଙ୍ଗ୍‌ ପାଇଁ ସତ୍ୟଜିତ ପ୍ରଧାନଙ୍କୁ […]

nn

nn

Rakesh Mallick
  • Published: Thursday, 30 March 2017
  • Updated: 30 March 2017, 11:16 AM IST

Sports

Latest News

ଭୁବନେଶ୍ୱର: ତରଙ୍ଗ ସିନେ ପ୍ରଡକ୍ସନର ଚଳଚ୍ଚିତ୍ର ‘ଲଭ ଷ୍ଟେସନ’କୁ ମିଳିଛି ଚଳିତ ବର୍ଷର ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର। ଭୁବନେଶ୍ୱର ଉତ୍କଳ ମଣ୍ଡପରେ ଅନୁଷ୍ଠିତ ସପ୍ତମ ଓଡ଼ିଆ ଫିଲ୍ମ ଫେୟାର ଆୱାର୍ଡ ପ୍ରଦାନ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ବାବୁସାନ୍‌ଙ୍କୁ ଚଳିତବର୍ଷର ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କାର ପ୍ରଦାନ କରାଯାଇଛି।

‘ଲଭ୍‌ ପାଇଁ କୁଛ ଭି କରେଗା’ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି ଚଳଚ୍ଚିତ୍ରର ଟାଇଟଲ ସଙ୍ଗ୍‌ ପାଇଁ ସତ୍ୟଜିତ ପ୍ରଧାନଙ୍କୁ ଶ୍ରେଷ୍ଠ କଣ୍ଠଶିଳ୍ପୀ ପୁରସ୍କାର ମିଳିଛି । ଚଳିତବର୍ଷ ମୋଟ ୫ଟି ପୁରସ୍କାର ତରଙ୍ଗ ସିନେ ପ୍ରଡକ୍ସନ ହାତେଇଛି । ଏହାସହ ଜୀବନବ୍ୟାପି ଅବଦାନ ପାଇଁ ବରିଷ୍ଠ ଅଭିନେତା ଚକ୍ରପାଣିଙ୍କୁ ମିଳିଛି ଲାଇଫ୍ ଟାଇମ୍‌ ଆଚିଭମେଣ୍ଟ୍‌ ପୁରସ୍କାର।  ହ୍ୱାଇଟ କାନଭାସ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରେଷ୍ଠ ଚଳଚ୍ଚିତ୍ର, ଶ୍ରେଷ୍ଠ ନିର୍ଦ୍ଦେଶକ ଓ ଶ୍ରେଷ୍ଠ କାହାଣୀ ଭଳି ୩୦ଟି ବିଭାଗରେ ପୁରସ୍କାର ପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ବଲିଉଡ୍‌ର ରଙ୍ଗିଲା ଗାର୍ଲ ଉର୍ମିଳା ମାତୋଣ୍ଡକର। ଏହି ଉତ୍ସବରେ ଯୋଗଦେଇ ସେ ସମସ୍ତଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story