ପ୍ରେମିକାକୁ ଅପେକ୍ଷା କରି ଘଣ୍ଟା ଘଣ୍ଟା ଧରି ମଦ ପିଇ ବାଥ୍‌ଟବ୍‌ରେ କାନ୍ଦୁଥିଲେ ଏହି ଅଭିନେତା

ମୁମ୍ବାଇ: ପ୍ରେମ କରି ଅନେକଙ୍କ ଜୀବନ ସୁଧୁରି ଯାଇଛି ତ ଅନେକଙ୍କ ଜୀବନ ଉଜୁଡ଼ି ଯାଇଛି। ଏଥିରୁ ବଲିଉଡ୍‌ କଳାକାରମାନେ ବି ବାଦ୍‌ ପଡ଼ି ନାହାନ୍ତି। ସେମିତି କିଛି କଳାକାରମାନଙ୍କ ମଧ୍ୟରୁ ଆମେ ଆଜି ଜଣେ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ କି ପ୍ରେମରେ ବିଫଳ ହେବା ପରେ ବାଥ୍‌ଟବ୍‌ରେ ଘଣ୍ଟା ଘଣ୍ଟା ଧରି ମଦ ପିଇ ଖୁବ୍‌ କାନ୍ଦୁଥିଲେ। ସେ ଅଭିନେତା ଜଣକ ହେଉଛନ୍ତି ରାଜ୍‌ କପୁର। ସେ ବିବାହିତ ହୋଇ ବି ଅଭିନେତ୍ରୀ […]

raj

raj

Rakesh Mallick
  • Published: Saturday, 02 June 2018
  • Updated: 02 June 2018, 10:55 AM IST

Sports

Latest News

ମୁମ୍ବାଇ: ପ୍ରେମ କରି ଅନେକଙ୍କ ଜୀବନ ସୁଧୁରି ଯାଇଛି ତ ଅନେକଙ୍କ ଜୀବନ ଉଜୁଡ଼ି ଯାଇଛି। ଏଥିରୁ ବଲିଉଡ୍‌ କଳାକାରମାନେ ବି ବାଦ୍‌ ପଡ଼ି ନାହାନ୍ତି। ସେମିତି କିଛି କଳାକାରମାନଙ୍କ ମଧ୍ୟରୁ ଆମେ ଆଜି ଜଣେ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ କି ପ୍ରେମରେ ବିଫଳ ହେବା ପରେ ବାଥ୍‌ଟବ୍‌ରେ ଘଣ୍ଟା ଘଣ୍ଟା ଧରି ମଦ ପିଇ ଖୁବ୍‌ କାନ୍ଦୁଥିଲେ।

ସେ ଅଭିନେତା ଜଣକ ହେଉଛନ୍ତି ରାଜ୍‌ କପୁର। ସେ ବିବାହିତ ହୋଇ ବି ଅଭିନେତ୍ରୀ ନର୍ଗିସ୍‌ଙ୍କୁ ପାଗଳ ପରି ଭଲ ପାଉଥିଲେ। ଆଉ ଏହି କଥା ପୂରା ବଲିଉଡ୍‌ ଜାଣିଥିଲା।

- ଦୁହିଁଙ୍କ ସାକ୍ଷତ ୧୯୪୬ରେ ହୋଇଥିଲା। ପ୍ରଥମ ଦେଖାରେ ହିଁ ରାଜ୍‌ କପୁର ନର୍ଗିସ୍‌ଙ୍କ ଦିୱାନା ହୋଇଯାଇଥିଲେ।

- ନର୍ଗିସ୍‌ଙ୍କ ସହ ସାକ୍ଷତ ପରେ ରାଜ୍‌ ସିଧା ଇନ୍ଦର ରାଜା ଆନନ୍ଦଙ୍କ ଘରକୁ ଯାଇଥିଲେ। ଏବଂ ତାଙ୍କୁ କହିଥିଲେ, ଯେମିତି ବି ହେଲେ ଫିଲ୍ମ ‘ଆଗ୍‌’ରେ ନର୍ଗିସ୍‌ଙ୍କୁ ନେବାକୁ। କାହିଁକି ନା ସେ ତାଙ୍କ ସହ କାମ କରିବାକୁ ଚାହୁଁଥିଲେ। ଆଉ ସେମିତି ହିଁ ହୋଇଥିଲା।

-୧୯୪୮ରେ ଆସିଥିବା ଫିଲ୍ମ ‘ଆଗ୍‌’ରେ ନର୍ଗିସ୍‌ ଓ ରାଜ୍‌ କପୁର ସ୍କ୍ରିନ୍‌ ସେୟାର କରିଥିଲେ। ଏହି ଫିଲ୍ମ ପରେ ଦୁହେଁ ନିକଟତର ହୋଇଯାଇଥିଲେ।  ଦୁହେଁ ଏକାଠି ‘ବରସାତ’, ‘ଅନ୍ଦାଜ’, ‘ଆୱାରା’, ‘ବେୱଫା’, ‘ଅନ୍‌ହୋନି’,‘ଆହ୍’, ‘ଶ୍ରୀ 420’ ଓ ‘ଚୋରି ଚୋରି’ ଭଳି ଫିଲ୍ମରେ କାମ କରିଥିଲେ।

- ‘ବରସାତ୍‌’ ଓ ‘ଆୱରା’ ଭଳି ଫିଲ୍ମକୁ ଅନ୍ତର୍ଜାତୀୟ ସ୍ତରରେ  ଖୁବ୍‌ ପ୍ରଶଂସା ମିଳିଥିଲା।  ତା’ପରେ ରାଜ୍‌ ନିଷ୍ପତ୍ତି ନେଇଥିଲେ ନର୍ଗିସ୍‌ ଆଉ ଅନ୍ୟ କୌଣସି ପ୍ରଯୋଜକଙ୍କ ସହ କାମ କରିବେ ନାହିଁ।

- ରାଜ କପୁରଙ୍କ କଥା ମାନି ନର୍ଗିସ୍‌ ବି କୌଣସି ବଡ଼ ପ୍ରଯୋଜକଙ୍କ ସହ କାମ କରି ନଥିଲେ। ତେବେ ଏକ ରିପୋର୍ଟ ମୁତାବକ ଥରେ ନର୍ଗିସ୍‌ ରାଜ୍‌ କପୁରଙ୍କ ସହ ବାହାରକୁ ବୁଲିବାକୁ ଯିବାକୁ ଯୋଜନା କରିଥିଲେ। ସେ ନିଜ ଘରେ ରାଜ୍‌ଙ୍କୁ ଅପେକ୍ଷା କରିଥିଲେ।  ଅନେକ ସମୟ ଅପେକ୍ଷା କରିବା ପରେ ସେ ନ ଆସିବାରୁ ନର୍ଗିସ୍‌ ରାଜ୍‌ଙ୍କ ଘରେ ପହଞ୍ଚିଯାଇଥିଲେ। ସେଠାରେ ସେତେବେଳେ ପାର୍ଟି ଚାଲିଥିଲା। କିନ୍ତୁ ରାଜ୍‌ ସେଠାରେ ନଥିଲେ।  ଜଣାପଡ଼ିଲା ରାଜ୍‌ ତାଙ୍କ ରୁମ୍‌ରେ ଅଛନ୍ତି।  ନର୍ଗିସ୍‌ ତାଙ୍କ ରୁମ୍‌କୁ ଯାଇଥିଲେ। ରୁମ୍‌ର ଦ୍ୱାର ପାଖରେ ପହଞ୍ଚି ଦେଖିଲେ ରାଜ୍‌ ତାଙ୍କ ସ୍ତ୍ରୀଙ୍କୁ ହାର ପିନ୍ଧାଉଥିଲେ।  ସେ ଜାଣିବାକୁ ପାଇଲେ ଯେ ସେହିଦିନ ରାଜ୍‌ଙ୍କ ସ୍ତ୍ରୀ କ୍ରିଷ୍ଣାଙ୍କ ଜନ୍ମଦିନ ଥିଲା।  ସେହି ମୁହୂର୍ତ୍ତରେ ନର୍ଗିସ୍‌ ନିଷ୍ପତ୍ତି ନେଇଥିଲେ ଯେ ଯଦି ରାଜ୍‌ ତାଙ୍କୁ ବିବାହ ନ କରିବେ, ତା’ହେଲେ ସେ  ତାଙ୍କ ସହ ସବୁ ସଂପର୍କ ଭାଙ୍ଗିଦେବେ। ଧୀରେ ଧୀରେ ନର୍ଗିସ୍‌ ଜାଣିପାରିଲେ ଯେ ରାଜ୍‌ କପୁର ନିଜ ପତ୍ନୀ କ୍ରିଷ୍ଣାଙ୍କୁ କେବେ ଛାଡ଼ିବେନି।

- ଏହା ପରେ ନର୍ଗିସ୍‌ ଅନ୍ୟ ପ୍ରଯୋଜକଙ୍କ ସହ କାମ କରିବା ଆରମ୍ଭ କରି ଦେଲେ। ତାଙ୍କୁ ‘ମଦର ଇଣ୍ଡିଆ’ରେ କାମ ମିଳିଲା। ସେ ସେଥିରେ ସୁନୀଲ ଦତ୍ତଙ୍କ ସହ ଅଭିନୟ କରିଥିଲେ।  ଏହି ଫିଲ୍ମର ଗୋଟିଏ ସିନ୍‌ରେ ସୁନୀଲ ନିଜ ଜୀବନକୁ ବାଜି ଲଗେଇ ନର୍ଗିସ୍‌ଙ୍କୁ ରକ୍ଷା କରୁ କରୁ ଆଘାତ ପାଇଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଦେଖା କରିବାକୁ ନର୍ଗିସ ସବୁଦିନେ ହସ୍ପିଟାଲ୍‌ ଯାଉଥିଲେ।  ତା’ପରେ ଦୁହିଁଙ୍କ ଭିତରେ ନିବିଡ଼ତା ବଢ଼ିଲା।  ସୁନୀଲ ନର୍ଗିସ୍‌ଙ୍କୁ ପ୍ରପୋଜ୍‌ କରିଥିଲେ। ନର୍ଗିସ୍‌ ବି ମାନି ଯାଇଥିଲେ। ଦୁହେଁ ୧୯୫୮ରେ ବିବାହ କରିଥିଲେ।

- ନର୍ଗିସ୍‌ ଓ ସୁନୀଲଙ୍କ ବିବାହ ଖବର ଶୁଣିବା ପରେ ରାଜ କପୁର ପୂରା ଭାଙ୍ଗି ପଡ଼ିଥିଲେ। ସେ ଖୁବ୍‌ ମଦ ପିଉଥିଲେ। ମଦ ପିଇ ଘଣ୍ଟା ଘଣ୍ଟା ଧରି ବାଥ୍‌ଟବ୍‌ରେ କାନ୍ଦୁଥିଲେ। କିନ୍ତୁ ନର୍ଗିସ୍‌ ତାଙ୍କ ପାଖକୁ ଫେରି ନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story