‘ମାଚୋ’ଲୁକ୍‌ ହରାଇ ଦୁଃଖୀ ଅଛନ୍ତି ଶାହରୁଖ

ମୁମ୍ବାଇ: ସଦ୍ୟ ନିଶ,ଦଢ଼ି କାଟି ଥିବା ବଲିଉଡ୍‌ ବାଦଶାହ ଶାହାରୁଖ ଖାନ୍‌ ନିଜର ‘ମାଚୋ’ ଲୁକ୍‌ ହରାଇ ଦୁଃଖୀ ହେଲା ପରି ମନେ ହେଉଛି। ତାଙ୍କ ଟ୍ୱିଟ୍ଟର ପେଜ୍‌ରେ ଆଜି ନିଜର କ୍ନିନ୍‌ ସେଭ୍‌ ଫଟୋ ପୋଷ୍ଟ କରିବା ସହ ଶାହରୁଖ ଲେଖିଛନ୍ତି,“ମାଇଁ ମେନ୍‌ ଇଜ୍‌ ଗନ୍‌!!! ଫିଲିଂ ଚିକ୍‌ନା ଚିକ୍‌ନା…..ସାରା ମାଚୋ ଖରାପ୍ ହୋ ଗାୟା” ଏହି ନୂଆ ଲୁକ୍‌ ତାଙ୍କ ଫ୍ୟାନ୍‌ଙ୍କୁ ମନେ ପକେଇ ଦେଉଛି ସେହି ପ୍ରସିଦ୍ଧ ଅନ୍‌-ସ୍କ୍ରିନ୍‌ ଚରିତ୍ର ରାହୁଲଙ୍କୁ। ଏହି […]

srk

srk

Rakesh Mallick
  • Published: Thursday, 19 May 2016
  • Updated: 19 May 2016, 04:47 PM IST

Sports

Latest News

ମୁମ୍ବାଇ: ସଦ୍ୟ ନିଶ,ଦଢ଼ି କାଟି ଥିବା ବଲିଉଡ୍‌ ବାଦଶାହ ଶାହାରୁଖ ଖାନ୍‌ ନିଜର ‘ମାଚୋ’ ଲୁକ୍‌ ହରାଇ ଦୁଃଖୀ ହେଲା ପରି ମନେ ହେଉଛି।

ତାଙ୍କ ଟ୍ୱିଟ୍ଟର ପେଜ୍‌ରେ ଆଜି ନିଜର କ୍ନିନ୍‌ ସେଭ୍‌ ଫଟୋ ପୋଷ୍ଟ କରିବା ସହ ଶାହରୁଖ ଲେଖିଛନ୍ତି,“ମାଇଁ ମେନ୍‌ ଇଜ୍‌ ଗନ୍‌!!! ଫିଲିଂ ଚିକ୍‌ନା ଚିକ୍‌ନା.....ସାରା ମାଚୋ ଖରାପ୍ ହୋ ଗାୟା”

ଏହି ନୂଆ ଲୁକ୍‌ ତାଙ୍କ ଫ୍ୟାନ୍‌ଙ୍କୁ ମନେ ପକେଇ ଦେଉଛି ସେହି ପ୍ରସିଦ୍ଧ ଅନ୍‌-ସ୍କ୍ରିନ୍‌ ଚରିତ୍ର ରାହୁଲଙ୍କୁ। ଏହି ଚିରିତ୍ରରେ ସେ ଆସିଥିଲେ ‘ଦିଲ୍‌ ତୋ ପାଗଲ ହୈ’, ‘କଭି ଖୁସି କଭି ଗମ୍‌’, ‘କୁଛ୍‌ କୁଛ୍‌ ହୋତା ହେ’, ‘ଦିଲ୍‌ୱାଲେ ଦୁଲ ହନିଆ ଲେ ଜାଏଙ୍ଗେ’ ଓ ‘ଚେନ୍ନାଇ ଏକ୍ସପ୍ରେସ’ପରି ଅନେକ ଫିଲ୍ମରେ। ଶାହରୁଖ ଏବେ ନିଜର ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଇସ୍‌’ର ରିଲିଜ୍‌ ପାଇଁ ଅପେକ୍ଷା କରିଛନ୍ତି। ଏଥିରେ ତାଙ୍କ ସହ ଅଭିନୟ କରିଛନ୍ତି ନୱାଜୁଦ୍ଦିନ ସିଦ୍ଦିକି ଓ ପାକିସ୍ତାନୀ ଅଭିନେତ୍ରୀ ମହିରା ଖାନ୍‌ଙ୍କୁ ଦେଖିବାକୁ ମିଳିବ। ଏହି ଫିଲ୍ମ ଆସନ୍ତା ବର୍ଷ ଜାନୁୟାରୀ ୨୬ରେ ମୁକ୍ତିଲାଭ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story