ଭାଇରାଲ୍‌ ହେଉଛି ମଲାଇକାଙ୍କ ଜୋତା, ଜାଣନ୍ତୁ ଦାମ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରା ସବୁବେଳେ ନିଜ ଫ୍ୟାଶନ୍‌ ସେନ୍‌ସ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ବିଶେଷ କରି ତାଙ୍କ ‘ଜିମ୍‌ ଲୁକ୍‌’ ସୋଶାଲ୍‌ ମିଡିଆରେ ସବୁବେଳେ ଭାଇରାଲ୍‌ ହୁଏ। ନିକଟରେ ତାଙ୍କୁ ପୁଣିଥରେ ଜିମ୍‌ ଯାଉଥିବା ସମୟରେ ଦେଖିବାକୁ ମିଳିଛି। ତାଙ୍କର ଏହି ‘ଜିମ୍‌ ଲୁକ୍‌’ ପୁଣି ସୋଶାଲ୍‌ ମିଡିଆରେ ହଇଚଇ ସୃଷ୍ଟି କରିଛି। ଏଥିରେ ମଲାଇକାଙ୍କୁ ଏକ ହ୍ୱାଇଟ୍‌ କଲର୍‌ ଟି-ସାର୍ଟ ସହ ବ୍ଲାକ୍‌ କଲର୍‌ ପ୍ୟାଣ୍ଟ ଟିପ୍‌ ଅପ୍‌ କରିଥିବାକୁ ଦେଖିବାକୁ ମିଳିଛି। […]

malika

malika

Chinmayee Roy
  • Published: Saturday, 19 January 2019
  • Updated: 19 January 2019, 08:04 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରା ସବୁବେଳେ ନିଜ ଫ୍ୟାଶନ୍‌ ସେନ୍‌ସ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ବିଶେଷ କରି ତାଙ୍କ 'ଜିମ୍‌ ଲୁକ୍‌' ସୋଶାଲ୍‌ ମିଡିଆରେ ସବୁବେଳେ ଭାଇରାଲ୍‌ ହୁଏ। ନିକଟରେ ତାଙ୍କୁ ପୁଣିଥରେ ଜିମ୍‌ ଯାଉଥିବା ସମୟରେ ଦେଖିବାକୁ ମିଳିଛି। ତାଙ୍କର ଏହି 'ଜିମ୍‌ ଲୁକ୍‌' ପୁଣି ସୋଶାଲ୍‌ ମିଡିଆରେ ହଇଚଇ ସୃଷ୍ଟି କରିଛି।

ଏଥିରେ ମଲାଇକାଙ୍କୁ ଏକ ହ୍ୱାଇଟ୍‌ କଲର୍‌ ଟି-ସାର୍ଟ ସହ ବ୍ଲାକ୍‌ କଲର୍‌ ପ୍ୟାଣ୍ଟ ଟିପ୍‌ ଅପ୍‌ କରିଥିବାକୁ ଦେଖିବାକୁ ମିଳିଛି। ଏହି ଲୁକ୍‌ରେ ସେ ଖୁବ୍‌ ଷ୍ଟାଇଲିଶ୍‌ ଦେଖାଯାଉଛନ୍ତି। ନିଜ ଲୁକ୍‌କୁ କମ୍ପ୍ଲିଟ୍‌ କରିବା ଲାଗି ମଲାଇକା ନ୍ୟୁଡ୍‌ ସେଡ୍‌ ଲିପ୍‌ଷ୍ଟିକ୍‌ ଲଗାଇଥିବାବେଳେ ଚୁଟି ଖୋଲା କରିଥିଲେ। ତେବେ ସୋଶାଲ୍‌ ମିଡିଆରେ ଚହଳ ପକାଇଛି ମଲାଇକା ଏହି ଫଟୋରେ ପିନ୍ଧିଥିବା ଜୋତା। ଆପଣ ଜାଣନ୍ତି କି, ଏହି ଜୋତାର ମୂଲ୍ୟ କେତେ ? ସୂଚନା ଅନୁଯାୟୀ, ମଲାଇକାଙ୍କର ଏହି ଟ୍ରେଣ୍ଡି ଜୋତାର ମୂଲ୍ୟ ୧ ଲକ୍ଷ ଟଙ୍କା। ମଲାଇକାଙ୍କର ଏହି ଜୋତା ଓ ଲୁକ୍‌ ତାଙ୍କ ଫ୍ୟାନ୍ସଙ୍କୁ ବେଶ୍ ପସନ୍ଦ ଆସୁଛି।

ଉଲ୍ଲେଖଯୋଗ୍ୟ, ଆଜିକାଲି ମଲାଇକା ଅର୍ଜୁନ୍ କପୁରଙ୍କ ସହ ତାଙ୍କ ରିଲେଶନ୍‌ଶିପ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଦୁହିଁଙ୍କୁ ଅନେକଥର ଏକାଠି ସ୍ପଟ୍‌ କରାଯାଇଛି। ଏପରିକି ଦୁହିଁଙ୍କର ବାହାଘର ଖୁବ୍‌ଶୀଘ୍ର ହେବ ବୋଲି ବି ଚର୍ଚ୍ଚା ହେଉଛି। ଦୁହେଁ ଏକାଠି ନିଜ ପାଇଁ ଏକ ଘର କିଣି ସାରିଲେଣି। ନିକଟରେ କରନ୍‌ ଜୋହର୍‌ ମଧ୍ୟ ଉଭୟଙ୍କ ରିଲେଶନ୍‌ସିପ୍‌କୁ ନିଜର ଏକ ପ୍ରୋଗ୍ରାମ୍‌ରେ କନ୍‌ଫର୍ମ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story