ମଲ୍‌ ଭିତରେ 'ଯୌନ ନିର୍ଯାତନା'ର ଶିକାର ହେଲେ ଅଭିନେତ୍ରୀ

ଥିରୁବନନ୍ତପୁରମ: ଫିଲ୍ମ ପ୍ରମୋସନ୍‌ କରିବାକୁ ଯାଇ ହଟହଟା ହେଲେ ଅଭିନେତ୍ରୀ। ପ୍ରବଳ ଭିଡ ଭିତରେ ହେଲେ ଯୌନ ନିର୍ଯାତନାର ଶିକାର। ଏଭଳି କିଛି ଅଭିଯୋଗ ଆଣିଛନ୍ତି ମଲୟାଲମ୍‌ର ଜଣେ ଜଣାଶୁଣା ଅଭିନେତ୍ରୀ। ସେ ନିଜ ଇନ୍‌ଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ନିଜ ଯନ୍ତ୍ରଣା ବଖାଣିଛନ୍ତି। ମଙ୍ଗଳବାର ରାତିରେ କେରଳର ଏକ ମଲ୍‌କୁ ସେ ତାଙ୍କ ଅପ୍‌କମିଂ ଫିଲ୍ମର ପ୍ରମୋସନ୍‌ କରିବା ପାଇଁ ଯାଇଥିଲେ। ତାଙ୍କ ସହ ଆଉ ଜଣେ ଅଭିନେତ୍ରୀ ମଧ୍ୟ ଥିଲେ। ଏହି ସମୟରେ ପ୍ରବଳ ଭିଡ […]

Kerala Actress Sexually Abused

Kerala Actress Sexually Abused

Madhupriya Mistry
  • Published: Wednesday, 28 September 2022
  • Updated: 28 September 2022, 05:29 PM IST

Sports

Latest News

ଥିରୁବନନ୍ତପୁରମ: ଫିଲ୍ମ ପ୍ରମୋସନ୍‌ କରିବାକୁ ଯାଇ ହଟହଟା ହେଲେ ଅଭିନେତ୍ରୀ। ପ୍ରବଳ ଭିଡ ଭିତରେ ହେଲେ ଯୌନ ନିର୍ଯାତନାର ଶିକାର। ଏଭଳି କିଛି ଅଭିଯୋଗ ଆଣିଛନ୍ତି ମଲୟାଲମ୍‌ର ଜଣେ ଜଣାଶୁଣା ଅଭିନେତ୍ରୀ।

ସେ ନିଜ ଇନ୍‌ଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ନିଜ ଯନ୍ତ୍ରଣା ବଖାଣିଛନ୍ତି। ମଙ୍ଗଳବାର ରାତିରେ କେରଳର ଏକ ମଲ୍‌କୁ ସେ ତାଙ୍କ ଅପ୍‌କମିଂ ଫିଲ୍ମର ପ୍ରମୋସନ୍‌ କରିବା ପାଇଁ ଯାଇଥିଲେ। ତାଙ୍କ ସହ ଆଉ ଜଣେ ଅଭିନେତ୍ରୀ ମଧ୍ୟ ଥିଲେ। ଏହି ସମୟରେ ପ୍ରବଳ ଭିଡ ଜମିଥିଲା। ଆଉ ଭିଡ ଭିତରେ ତାଙ୍କୁ ଜଣେ ବ୍ୟକ୍ତି ଯୌନ ନିର୍ଯାତନା ଦେଇଥିଲେ। ତାଙ୍କ ସହ ଥିବା ଆଉ ଜଣେ ଅଭିନେତ୍ରୀଙ୍କ ସହ ମଧ୍ୟ ସମାନ ଘଟଣା ଘଟିଥିବା ନେଇ ସେ ଅଭିଯୋଗ ଆଣିଛନ୍ତି।

'ଫିଲ୍ମର ପ୍ରମୋସନ ସଂପର୍କରେ ଆମେ ଅନେକ ସ୍ଥାନକୁ ଯାଇଛୁ, କିନ୍ତୁ ମୋର ଅନ୍ୟ କୌଣସି ସ୍ଥାନରେ ଏପରି ଖରାପ ଅନୁଭୂତି ନାହିଁ। ମୋର ସହକର୍ମୀଙ୍କର ମଧ୍ୟ ସମାନ ଅନୁଭୂତି ଥିଲା ବୋଲି ସେ କହିଛନ୍ତି।'

ଅନ୍ୟ ଜଣେ ଅଭିନେତ୍ରୀଙ୍କ କହିବା ମୁତାବକ, ମଲ୍‌ ଭିତରେ ପ୍ରବଳ ଭିଡ ଥିଲା। ଏହି ସମୟରେ ସୁରକ୍ଷା କର୍ମୀମାନେ ଭିଡକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିଲେ। ଏତିକି ବେଳେ ଭିଡ ଭିତରେ ଜଣେ ବ୍ୟକ୍ତି ତାଙ୍କ ସହ ଓ ତାଙ୍କ ସହକର୍ମୀଙ୍କ ସହ ଅସଦାଚରଣ କରିଥିଲେ। ଦୋଷୀକୁ କଡା ଦଣ୍ଡ ମିଳିବା ଉଚିତ ବୋଲି ଅଭିନେତ୍ରୀ ନିଜ ଇନ୍‌ଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ କହିଛନ୍ତି।

ସେପଟେ ମଲ୍‌ର ଭିଡ ଭିତରେ ଅଭିନେତ୍ରୀଙ୍କ ସହ ହୋଇଥିବା ଠେଲାପେଲା ଓ ଅସଦାଚରଣର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଛି। ଦୋଷୀଙ୍କୁ ଚିହ୍ନଟ କରାବା ଏବଂ ସେମାନଙ୍କ ଠିକଣା ଖୋଜି ବାହାର କରିବା ପାଇଁ ଚେଷ୍ଟା ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story