କମ୍‌ବ୍ୟାକ୍‌ କରୁଛନ୍ତି ମଲ୍ଲିକା

ମୁମ୍ୱାଇ: ଡ୍ୟାନ୍ସର ମଲ୍ଲିକା, ମଲ୍ଲିକା ସେରାୱତ୍‌ ଅନେକ ସମୟ ହେବ ଫିଲ୍ମ ଦୁନିଆରୁ ଦୂରେଇ ରହିଥିଲେ। ମର୍ଡର ଫିଲ୍ମରେ ଆଡଲ୍ଟ ସିନ୍‌ ଦେଇ ରାତାରାତି ଚର୍ଚ୍ଚିତ ହୋଇଥିଲେ ଏହି ଅଭିନେତ୍ରୀ। ଫିଲ୍ମ ‘ହିସ୍‌’ରେ ନ୍ୟୁଡ୍‌ ସିନ୍‌ ମଧ୍ୟ ଦେଇଥିଲେ। ବୋଲ୍ଡ ସିନ୍‌ ଦେବା ସତ୍ତ୍ୱେ ବଲିଉଡ୍‌ରେ କିଛି ଖାସ୍‌ କମାଲ୍‌ ଦେଖାଇ ପାରିନଥିଲେ। ଦୀର୍ଘଦିନ ପରଦାରୁ ଦୂରେଇ ରହିବା ପରେ ଏବେ ସେ କମ୍‌ବ୍ୟାକ୍‌ କରୁଥିବା ଚର୍ଚ୍ଚା ହେଉଛି। ନିଜର ବୋଲ୍ଡ ସିନ୍‌ କାରଣରୁ ବଲିଡଉରେ ଆଡଲଟ […]

malika

malika

Rakesh Mallick
  • Published: Monday, 05 March 2018
  • Updated: 05 March 2018, 11:36 AM IST

Sports

Latest News

ମୁମ୍ୱାଇ: ଡ୍ୟାନ୍ସର ମଲ୍ଲିକା, ମଲ୍ଲିକା ସେରାୱତ୍‌ ଅନେକ ସମୟ ହେବ ଫିଲ୍ମ ଦୁନିଆରୁ ଦୂରେଇ ରହିଥିଲେ। ମର୍ଡର ଫିଲ୍ମରେ ଆଡଲ୍ଟ ସିନ୍‌ ଦେଇ ରାତାରାତି ଚର୍ଚ୍ଚିତ ହୋଇଥିଲେ ଏହି ଅଭିନେତ୍ରୀ। ଫିଲ୍ମ ‘ହିସ୍‌’ରେ ନ୍ୟୁଡ୍‌ ସିନ୍‌ ମଧ୍ୟ ଦେଇଥିଲେ। ବୋଲ୍ଡ ସିନ୍‌ ଦେବା ସତ୍ତ୍ୱେ ବଲିଉଡ୍‌ରେ କିଛି ଖାସ୍‌ କମାଲ୍‌ ଦେଖାଇ ପାରିନଥିଲେ। ଦୀର୍ଘଦିନ ପରଦାରୁ ଦୂରେଇ ରହିବା ପରେ ଏବେ ସେ କମ୍‌ବ୍ୟାକ୍‌ କରୁଥିବା ଚର୍ଚ୍ଚା ହେଉଛି।

ନିଜର ବୋଲ୍ଡ ସିନ୍‌ କାରଣରୁ ବଲିଡଉରେ ଆଡଲଟ ଅଭିନେତ୍ରୀ ଭାବେ ଚର୍ଚ୍ଚିତ ଥିବା ମଲ୍ଲିକା  କେତୋଟି ହିନ୍ଦୀ ଫିଲ୍ମ କରି ବଲିଉଡ୍‌ରୁ ଦୂରେଇ ଯାଇଥିଲେ। ଇତିମଧ୍ୟରେ ପାଖାପାଖି ୩ ବର୍ଷ ବିତିଗଲାଣି। ମଲ୍ଲିକାଙ୍କ ଫ୍ୟାନଙ୍କ ପାଇଁ ଖୁସି ଖବର। ଭୋଜପୁରୀ ଫିଲ୍ମରେ ହଟ୍‌ନେସ୍‌ ତଡକା ଲଗେଇବାର ନଜର ଆସିବେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଭୋଜପୁରୀ ସିନେମାର ଏକ ଗୀତରେ ଆଇଟମ୍‌ ଗର୍ଲ ଭାବେ ଠୁମ୍‌କା ଲଗାଇବାର ନଜର ଆସିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story