ମଲ୍ଲିକାଙ୍କ ପେଟରେ ଅଣ୍ଡା ଫ୍ରାଏ କରିବାକୁ ଚାହୁଁଥିଲେ ପ୍ରଡ୍ୟୁସର

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ମଲ୍ଲିକା ଶେରାୱତ ଦୀର୍ଘ ଦିନରୁ ବଡ଼ ପରଦାରୁ ଦୂରେଇ ରହିଛନ୍ତି। ତେବେ ଏକତା କପୁରଙ୍କ ୱେବ୍ ସିରିଜ୍ ‘ବୁ ସବ୍‌କୀ ଫଟେଗୀ’ ଜରିଆରେ ସେ ପୁଣି ଅଭିନୟ ଦୁନିଆରେ ପାଦ ଥାପିଛନ୍ତି। ଏହି ୱେବ୍ ସିରିଜ୍‌ର ପ୍ରମୋସନ୍ ପାଇଁ ସେ କପିଲ୍ ଶର୍ମାଙ୍କ ଶୋ’କୁ ଆସିଥିଲେ। ଶୋ’କୁ ତାଙ୍କ ସହିତ କୋ-ଷ୍ଟାର ତୁଷାର କପୁର ଓ ପ୍ରଡ୍ୟୁସର ଏକତା କପୁର ମଧ୍ୟ ଆସିଥିଲେ। ତିନିହେଁ ଶୋ’ରେ ଖୁବ୍ ମସ୍ତି କରିଥିଲେ ଓ ନିଜ […]

mallika

mallika

Jitendra Garnayak
  • Published: Monday, 01 July 2019
  • Updated: 01 July 2019, 01:07 PM IST

Sports

Latest News

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ମଲ୍ଲିକା ଶେରାୱତ ଦୀର୍ଘ ଦିନରୁ ବଡ଼ ପରଦାରୁ ଦୂରେଇ ରହିଛନ୍ତି। ତେବେ ଏକତା କପୁରଙ୍କ ୱେବ୍ ସିରିଜ୍ ‘ବୁ ସବ୍‌କୀ ଫଟେଗୀ’ ଜରିଆରେ ସେ ପୁଣି ଅଭିନୟ ଦୁନିଆରେ ପାଦ ଥାପିଛନ୍ତି। ଏହି ୱେବ୍ ସିରିଜ୍‌ର ପ୍ରମୋସନ୍ ପାଇଁ ସେ କପିଲ୍ ଶର୍ମାଙ୍କ ଶୋ’କୁ ଆସିଥିଲେ। ଶୋ’କୁ ତାଙ୍କ ସହିତ କୋ-ଷ୍ଟାର ତୁଷାର କପୁର ଓ ପ୍ରଡ୍ୟୁସର ଏକତା କପୁର ମଧ୍ୟ ଆସିଥିଲେ। ତିନିହେଁ ଶୋ’ରେ ଖୁବ୍ ମସ୍ତି କରିଥିଲେ ଓ ନିଜ ନିଜର ସଂଘର୍ଷପୂର୍ଣ୍ଣ ଦିନଗୁଡ଼ିକୁ ମନେ ପକାଇ ମଜା ମଜା କଥା କହିଥିଲେ।

ଏହି ଅବସରରେ ମଲ୍ଲିକା କହିଥିଲେ, ଏକ ଫିଲ୍ମର ଏକ ସିନ୍‌ରେ ପ୍ରଡ୍ୟୁସର ମୋ ପେଟ ଉପରେ ଅଣ୍ଡା ଫ୍ରାଏ କରିବାକୁ ଚାହୁଁଥିଲେ। ମୁଁ କେତେ ହଟ୍, ତାହା ଜାଣିବା ପାଇଁ ସେ ଏଭଳି ଏକ ସିନ୍ ଶୁଟ୍ କରିବାକୁ ଚାହୁଁଥିଲେ। ତେବେ ମୁଁ ଏଭଳି ସିନ୍ ଶୁଟ୍ କରିବାକୁ ମନା କରି ଦେଇଥିଲି।
boooଶୋ’ରେ ଆଲୋଚନା ବେଳେ ମଲ୍ଲିକାଙ୍କୁ ଏକ ପ୍ରଶ୍ନ ପଚାରିଥିଲେ କପିଲ୍ ଶର୍ମା। ସେ ପଚାରିଥିଲେ, ଏମିତି ବି ଶୁଣିବାକୁ ମିଳିଥିଲା ଯେ, ରୁଟିକୁ ଗରମ ରଖିବା ପାଇଁ ଲୋକେ ଆପଣଙ୍କ ଫଟୋ ଥିବା ଖବର କାଗଜ ବା ଆପଣଙ୍କ ଚିତ୍ର ଥିବା ପୋଷ୍ଟର ବ୍ୟବହାର କରିଥିଲେ। ଏହାର ଜବାବରେ ମଲ୍ଲିକା ‘ହଁ’ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story