‘ପଦ୍ମାବତ୍‌’ ପରେ ଏବେ ଏହି ଫିଲ୍ମ ବିବାଦ ଘେରରେ

ମୁମ୍ବାଇ: ସଞ୍ଜୟଲୀଲା ଭଂଶାଲୀଙ୍କ ଫିଲ୍ମ ‘ପଦ୍ମାବତ୍‌’କୁ ରାଜପୁତ ସମାଜ କଡ଼ା ବିରୋଧ କରିଥିଲେ। ଅନେକ ବାଦ ବିବାଦ ପରେ ଫିଲ୍ମଟି ରିଲିଜ୍‌ ହୋଇଛି। ଏବେ ପୁଣି ପାଳି ପଡ଼ିଛି କଙ୍ଗନା ରଣାୱତଙ୍କ ଅଭିନୀତ ମଣିକର୍ଣ୍ଣିକା – ଦ କୁଇନ୍‌ ଅପ୍‌ ଝାନ୍ସୀ’ର। ଫିଲ୍ମଟି ରାଣୀ ଲକ୍ଷ୍ମୀବାଈଙ୍କୁ ନେଇ ଚିତ୍ରିତ ହୋଇଛି। ଯାହାକୁ ନେଇ ଏବେ ବିବାଦ ଦେଖା ଦେଇଛି। ଫିଲ୍ମରେ ଲକ୍ଷ୍ମୀବାଈଙ୍କ ଚରିତ୍ରକୁ ବିକୃତ କରାଯାଇଥିବା ଅଭିଯୋଗ ହୋଇଛି। ଜୟପୁରରେ ପ୍ରେସ୍‌ କନ୍‌ଫ୍ରେନ୍ପ ସମୟରେ ବ୍ରାହ୍ମଣ ମହାସଭାର […]

kangna12

kangna12

Rakesh Mallick
  • Published: Tuesday, 06 February 2018
  • Updated: 06 February 2018, 01:43 PM IST

Sports

Latest News

ମୁମ୍ବାଇ: ସଞ୍ଜୟଲୀଲା ଭଂଶାଲୀଙ୍କ ଫିଲ୍ମ ‘ପଦ୍ମାବତ୍‌’କୁ ରାଜପୁତ ସମାଜ କଡ଼ା ବିରୋଧ କରିଥିଲେ। ଅନେକ ବାଦ ବିବାଦ ପରେ ଫିଲ୍ମଟି ରିଲିଜ୍‌ ହୋଇଛି। ଏବେ ପୁଣି ପାଳି ପଡ଼ିଛି କଙ୍ଗନା ରଣାୱତଙ୍କ ଅଭିନୀତ ମଣିକର୍ଣ୍ଣିକା - ଦ କୁଇନ୍‌ ଅପ୍‌ ଝାନ୍ସୀ’ର। ଫିଲ୍ମଟି ରାଣୀ ଲକ୍ଷ୍ମୀବାଈଙ୍କୁ ନେଇ ଚିତ୍ରିତ ହୋଇଛି। ଯାହାକୁ ନେଇ ଏବେ ବିବାଦ ଦେଖା ଦେଇଛି। ଫିଲ୍ମରେ ଲକ୍ଷ୍ମୀବାଈଙ୍କ ଚରିତ୍ରକୁ ବିକୃତ କରାଯାଇଥିବା ଅଭିଯୋଗ ହୋଇଛି।
ଜୟପୁରରେ ପ୍ରେସ୍‌ କନ୍‌ଫ୍ରେନ୍ପ ସମୟରେ ବ୍ରାହ୍ମଣ ମହାସଭାର ଅଧ୍ୟକ୍ଷ ସୁରେଶ୍‌ ମିଶ୍ରା ଆରୋପ ଲଗାଇ କହିଛନ୍ତି, ଫିଲ୍ମରେ ରାଣୀ ଲକ୍ଷ୍ମୀବାଈଙ୍କ ଇତିହାସକୁ ବିକୃତ କରାଯାଉଛି। ଏଥିରେ ରାଣୀଙ୍କର ଏକ ବ୍ରିଟିସରଙ୍କ ସହ ସଂପର୍କ ଥିବା ଦେଖାଯାଉଛି।
ଏହା ସହ ମହାସଭା ରାଜସ୍ଥାନ ସରକାରଙ୍କୁ ଫିଲ୍ମର ସୁଟିଂ ବନ୍ଦ କରିବା ପାଇଁ ତିନିଦିନ ସମୟ ଦେଇଛନ୍ତି।
ମିଶ୍ରାଙ୍କ କହିବା ଅନୁସାରେ ତାଙ୍କୁ ଖବର ମିଳିଛି, ଏହି ଫିଲ୍ମରେ ରାଣୀଙ୍କ ଇତିହାସର ଅସ୍ତିତ୍ୱକୁ ନଷ୍ଟ କରାଯାଉଛି। ରାଣୀଙ୍କ ପ୍ରତିଷ୍ଠାକୁ ମଧ୍ୟ କ୍ଷତି ପହଁଚା ଯାଉଛି। ଲୋକ ଭାବି ବି ପାରିବେନି ରାଣୀଙ୍କର କେଉଁ ବ୍ରିଟିସ୍‌ ସହ ସଂପର୍କ ଥିବା କଥା। କାରଣ ସେ ଯୁବାବସ୍ତାରେ ବ୍ରିଟିସଙ୍କ ସହ ଲଢି ସହୀଦ ହୋଇ ଯାଇଥିଲେ। ଯଦି ତାଙ୍କ ଉପରେ କୌଣସି ଫିଲ୍ମ ବନା ଯାଉଛି ,ତେବେ ତାହା ତାଙ୍କ ଜୀବନୀ ତଥା ତାଙ୍କ ସାହାସିକତା ଉପରେ ଆଧାରିତ ହେବା କଥା, ନା କି ତାକୁ ନେଇ ନୂଆ କାହାଣୀ ସୃଷ୍ଟି କରି ରାଣୀଙ୍କୁ ଅସମ୍ମାନ କରାଯିବା ଉଚିତ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story