ଭାବବିହ୍ୱଳ ହୋଇ ମନୋଜ କହିଲେ...

ମୁମ୍ବାଇ: ବଲିଉଡ୍‌ ଅଭିନେତା ମନୋଜ ବାଜପେୟୀ କହିଲେ “ମୁଁ ଏବେ ବହୁତ ଖୁସି”। ହେଲା ହଠାତ୍‌ ଏମିତି କାହିଁକି କହିଲେ ଜାଣିଛନ୍ତି ? ତାଙ୍କ କାମରେ ଏବେ ସରକାରରଙ୍କ ମୋହର ଲାଗିଗଲା ପରା। ଥରେ ଭାବିଲେ ଦେଖି ଆପଣ ଯଦି କୌଣସି କାମ କରୁଥିବେ, ଆଉ ତାକୁ ସମସ୍ତେ ପସନ୍ଦ କରୁଥିବେ ଆଉ ସେଥିପାଇଁ ସରକାର ଆପଣଙ୍କୁ ସମ୍ମାନିତ କରନ୍ତି, ତା ହେଲେ କେମିତି ଲାଗିବ ? ନିଶ୍ଚିତ ଆପଣ ଖୁସି ହୋଇଯିବେ। ବାସ୍‌, ସେମିତି କିଛି […]

manoj

manoj

Jyoshna Pradhan
  • Published: Sunday, 27 January 2019
  • Updated: 27 January 2019, 05:41 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଅଭିନେତା ମନୋଜ ବାଜପେୟୀ କହିଲେ “ମୁଁ ଏବେ ବହୁତ ଖୁସି”। ହେଲା ହଠାତ୍‌ ଏମିତି କାହିଁକି କହିଲେ ଜାଣିଛନ୍ତି ?

ତାଙ୍କ କାମରେ ଏବେ ସରକାରରଙ୍କ ମୋହର ଲାଗିଗଲା ପରା।

ଥରେ ଭାବିଲେ ଦେଖି ଆପଣ ଯଦି କୌଣସି କାମ କରୁଥିବେ, ଆଉ ତାକୁ ସମସ୍ତେ ପସନ୍ଦ କରୁଥିବେ ଆଉ ସେଥିପାଇଁ ସରକାର ଆପଣଙ୍କୁ ସମ୍ମାନିତ କରନ୍ତି, ତା ହେଲେ କେମିତି ଲାଗିବ ?

ନିଶ୍ଚିତ ଆପଣ ଖୁସି ହୋଇଯିବେ।

ବାସ୍‌, ସେମିତି କିଛି ଘଟିଛି ଅଭିନେତା ମନୋଜ ବଜାପେୟୀଙ୍କ କ୍ଷେତ୍ରରେ। ମନୋଜଙ୍କୁ ମିଳିଛି ପଦ୍ମଶ୍ରୀ। ତାଙ୍କୁ ଏହି ସମ୍ମାନ ମିଳିବା ପରେ ସେ ଖୁବ୍‌ ଭାବ ବିହ୍ୱଳ ହୋଇ ପଡ଼ିଛନ୍ତି। ମନୋଜଙ୍କୁ ପଦ୍ମଶ୍ରୀ ପାଇଁ ମନୋନିତ ହେବାର ଗୋଟିଏ ଦିନ ପରେ ଶନିବାର ନିଜର ଅନୁଭୂତି ଶେଆର କରିଛନ୍ତି ବାଜେପୟୀ।

ସେ କହିଛନ୍ତି, ଫିଲ୍ମ କ୍ଷେତ୍ରରେ କାମ କରୁଥିବା ଯେ କୌଣସି ଲୋକଙ୍କ ପାଇଁ ଏହା ଏକ ବଡ଼ ସମ୍ମାନ ବା ଗୌରବର କଥା । କାରଣ ଏହି ସମ୍ମାନ କୌଣସି ଖାସ୍‌ ଫିଲ୍ମ ପ୍ରଦର୍ଶନ ପାଇଁ ନୁହେଁ। ଏହା ମୋର ଏବେ ପର୍ଯ୍ୟନ୍ତର ଫିଲ୍ମ ଯାତ୍ରାକୁ ନେଇ ପରିଶ୍ରମର ଫଳ। ଏହା ଛଡ଼ା ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଏହି ସମ୍ମାନ ଗୋଟିଏ ପକ୍ଷରେ ସିନେମାରେ ଯୋଗଦାନ ଉପରେ ମୋହର ଲାଗିବା ଭଳି। ସେଥିପାଇଁ ମୁଁ ଖୁବ୍‌ ଖୁସି।

ମୋ ପରିବାର, ବନ୍ଧୁ ପରିଜନ, ଓ ପ୍ରଶଂସକ ମୋତେ ଶୁଭେଚ୍ଛା ବାର୍ତ୍ତା ପଠାଉଛନ୍ତି। ମୁଁ ଖୁସି ଯେ, ମୋ କାମକୁ ସରକାରଙ୍କ ମାନ୍ୟତା ମିଳିଛି। ଆଉ ଏହି ପୁରସ୍କାର ସେହି ଲୋକମାନଙ୍କ ପାଇଁ ଯିଏ ମୋ ଦକ୍ଷତା ଉପରେ ଭରସା କରିଛନ୍ତି। ମୁଁ ଆଗକୁ ଆହୁରି ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବି।’’

ମନୋଜ ବାଜପେୟୀ ତାଙ୍କ ଆଗାମୀ ଫିଲ୍ମ ‘ସୋନେ ଚିରିୟାରେ ’ନଜର ଆସିବେ। ଫିଲ୍ମଟି ମାର୍ଚ୍ଚରେ ରିଲିଜ୍‌ ହେବ। ଫିଲ୍ମଟି ୧୯୭୦ରେ ଡକାୟତିଙ୍କ ଦ୍ୱାରା ନିୟନ୍ତ୍ରିତ ଗୋଟିଏ ଛୋଟ ସହର ଉପରେ ଆଧାରିତ। ଫିଲ୍ମରେ ମାନ ସିଂହ ଗ୍ୟାଙ୍ଗ୍‌ର କାହାଣୀ ଦେଖିବାକୁ ମିଳିଛି। ମନୋଜ ବାଜ୍‌ପେୟୀଙ୍କୁ ବି ଏଥିରେ ଜୋର୍‌ଦାର୍‌ ଡାଏଲଗ୍‌ କହୁଥିବା ଦେଖିବାକୁ ମିଳିବ।

ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଅଭିଷେକ ଚୌବେ। ଫିଲ୍ମରେ ଡକାୟତିଗୁଡିକର ଝଲକ ଦେଖିବାକୁ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story