ପ୍ରଥମଥର ସାହିଦ୍‌ଙ୍କ ସହ ନଜର ଆସିବେ ଏହି ବିଶ୍ୱସୁନ୍ଦରୀ

ମୁମ୍ବାଇ: ବଲିଉଡ୍‌ ଚକଲେଟ୍‌ ବୟ ସାହିଦ୍‌ କପୁରଙ୍କୁ ଜଣେ ଦକ୍ଷ ଅଭିନେତା କହିଲେ ଅତ୍ୟୁକ୍ତି ହେବନାହିଁ।  ନିଜ ଜବରଦସ୍ତ ଅଭିନୟ ପାଇଁ ତାଙ୍କ ପାଖରେ ଅନେକ ଫିଲ୍ମର ଅଫର ହିଁ ଅଫର। ଫିଲ୍ମ ‘ପଦ୍ମାବତ୍‌’ର ସଫଳତା ପରେ ସାହିଦ୍‌ ଆଜିକାଲି ନିଜ ଫିଲ୍ମ ‘ବତୀ ଗୁଲ ମିଟର ଚାଲୁ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଫିଲ୍ମର ସୁଟିଂ ଏବେ ଜାରି ରହିଛି। ଅନ୍ୟପଟେ ଖବର ଆସୁଛି ଯେ ମନୋଜ କୁମାରଙ୍କ ଫିଲ୍ମର ରିମେକ୍‌ରେ ସେ ଆଗକୁ କାମ କରିପାରନ୍ତି। […]

shahid

shahid

Rakesh Mallick
  • Published: Tuesday, 20 March 2018
  • Updated: 20 March 2018, 09:58 AM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଚକଲେଟ୍‌ ବୟ ସାହିଦ୍‌ କପୁରଙ୍କୁ ଜଣେ ଦକ୍ଷ ଅଭିନେତା କହିଲେ ଅତ୍ୟୁକ୍ତି ହେବନାହିଁ।  ନିଜ ଜବରଦସ୍ତ ଅଭିନୟ ପାଇଁ ତାଙ୍କ ପାଖରେ ଅନେକ ଫିଲ୍ମର ଅଫର ହିଁ ଅଫର। ଫିଲ୍ମ ‘ପଦ୍ମାବତ୍‌’ର ସଫଳତା ପରେ ସାହିଦ୍‌ ଆଜିକାଲି ନିଜ ଫିଲ୍ମ ‘ବତୀ ଗୁଲ ମିଟର ଚାଲୁ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଫିଲ୍ମର ସୁଟିଂ ଏବେ ଜାରି ରହିଛି। ଅନ୍ୟପଟେ ଖବର ଆସୁଛି ଯେ ମନୋଜ କୁମାରଙ୍କ ଫିଲ୍ମର ରିମେକ୍‌ରେ ସେ ଆଗକୁ କାମ କରିପାରନ୍ତି। ଏହା ଛଡ଼ା ଏହି ଫିଲ୍ମରେ ଏମିତି ଜଣେ ଅଭିନେତ୍ରୀଙ୍କୁ ନେବାକୁ ଯୋଜନା କରାଯାଉଛି  ଯାହା ସହିତ ସାହିଦ୍‌ କେବେ ସ୍କ୍ରିନ୍ ସେୟାର କରି ନାହାଁନ୍ତି।

ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ। ୧୯୬୪ରେ ରିଲିଜ୍‌ ହୋଇଥିବା ମନୋଜ କୁମାରଙ୍କ ଫିଲ୍ମ ‘ୱ କୋନ୍‌ ଥୀ’କୁ କିଏ ବା ନ ଜାଣିଛି।  ଏହା ଏକ ସାଇକୋଲୋଜି ମିଷ୍ଟ୍ରୀ ଫିଲ୍ମ ଅଟେ। ଫିଲ୍ମର କାହାଣୀକୁ ନେଇ ଗୀତ ପର୍ଯ୍ୟନ୍ତ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ଫିଲ୍ମର ଗୀତ ‘ଲଗ୍‌ଜା ଗଲେ’ ଆଜିବି ସମସ୍ତଙ୍କ ମୁହଁରେ। ଏହି ଗୀତଟିକୁ ଗାଇଥିଲେ ଲତା ମଙ୍ଗେସକର।  ଖବର ମୁତାବକ୍‌ ଏହି ଫିଲ୍ମର ରିମିକ୍‌ ହେବାକୁ ଯାଉଛି। ଏଥିରେ ମନୋଜ କୁମାରଙ୍କ ଯାଗାରେ ସାହିଦ୍‌ କପୁର ଓ ସାଧନାଙ୍କ ଜାଗାରେ ଐଶ୍ୱର୍ଯ୍ୟାଙ୍କୁ କାଷ୍ଟ କରାଯିବାର ଯୋଜନା ଚାଲିଛି।

ଯଦି ଐଶ୍‌ ଏଥିରେ ଅଭିନୟ କରିବାକୁ ରାଜି ହୋଇଯାଆନ୍ତି ତେବେ ଦୁହେଁ ଏକାଠି ଅଭିନୟ କରିବାର ଏହା ପ୍ରଥମ ଫିଲ୍ମ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story