ପୂର୍ବତନ ବିଶ୍ୱ ସୁନ୍ଦରୀ ମାନୁଷୀଙ୍କ ବ୍ରାଇଡ଼ାଲ ଫଟୋଶୁଟ୍‌, ଥରେ ଦେଖିଲେ ଆଖି ହଟିବନି...

ମୁମ୍ୱାଇ: ପୂର୍ବତନ ବିଶ୍ୱ ସୁନ୍ଦରୀ ଭାରତର ମାନୁଷୀ ଛିଲ୍ଲର ବଲିଉଡ଼ରେ ଏଣ୍ଟ୍ରି କରିବେ ବୋଲି ଶୁଣିବାକୁ ମିଳୁଛି। ଏ ଯାଏ କିନ୍ତୁ ସେ କୌଣସି ଫିଲ୍ମ ସାଇନ୍‌ କରିନାହାନ୍ତି। ଇତିମଧ୍ୟରେ ମାନୁଷୀଙ୍କ ଏକ ବ୍ରାଇଡ଼ାଲ ଫଟୋଶୁଟ୍‌ ସୋଶାଲ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଡିଜାଇନର ସବ୍ୟସାଚୀଙ୍କ ଆଉଟ୍‌ଫିଟ୍‌ରେ ମାନୁଷୀ କୌଣସି ପରୀଠୁ କମ୍‌ ଲାଗୁ ନାହାନ୍ତି। ଏଭଳି ଗେଟଅପ୍‌ରେ ତାଙ୍କୁ ଥରେ ଦେଖିଲେ, ଆଖି ହଟୁ ନ ଥିବା ଫ୍ୟାନ୍‌ମାନେ କହିଛନ୍ତି  । ଏହି ୱେଡିଙ୍ଗ […]

manushi3...

manushi3...

Niharika Rout
  • Published: Saturday, 06 April 2019
  • Updated: 06 April 2019, 01:50 PM IST

Sports

Latest News

ମୁମ୍ୱାଇ: ପୂର୍ବତନ ବିଶ୍ୱ ସୁନ୍ଦରୀ ଭାରତର ମାନୁଷୀ ଛିଲ୍ଲର ବଲିଉଡ଼ରେ ଏଣ୍ଟ୍ରି କରିବେ ବୋଲି ଶୁଣିବାକୁ ମିଳୁଛି। ଏ ଯାଏ କିନ୍ତୁ ସେ କୌଣସି ଫିଲ୍ମ ସାଇନ୍‌ କରିନାହାନ୍ତି। ଇତିମଧ୍ୟରେ ମାନୁଷୀଙ୍କ ଏକ ବ୍ରାଇଡ଼ାଲ ଫଟୋଶୁଟ୍‌ ସୋଶାଲ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଡିଜାଇନର ସବ୍ୟସାଚୀଙ୍କ ଆଉଟ୍‌ଫିଟ୍‌ରେ ମାନୁଷୀ କୌଣସି ପରୀଠୁ କମ୍‌ ଲାଗୁ ନାହାନ୍ତି। ଏଭଳି ଗେଟଅପ୍‌ରେ ତାଙ୍କୁ ଥରେ ଦେଖିଲେ, ଆଖି ହଟୁ ନ ଥିବା ଫ୍ୟାନ୍‌ମାନେ କହିଛନ୍ତି  ।

ଏହି ୱେଡିଙ୍ଗ ଫଟୋଶୁଟ୍‌ ହିନ୍ଦ ମହାସାଗର ନିକଟ ସେଶୋଲ୍ସ ସମୁଦ୍ର କୂଳରେ ଶୁଟ୍‌ ହୋଇଛି। ନୀଳ ଜଳରାଶି, ବିସ୍ତୀର୍ଣ୍ଣ ସମୁଦ୍ର କୂଳ ବ୍ୟାକ୍‌ ଗ୍ରାଉଣ୍ଡରେ ହୋଇଥିବା ଏହି ଫଟୋ ଶୁଟ୍‌କୁ ସବ୍ୟସାଚୀଙ୍କ ଦ୍ୱାରା ଡିଜାଇନ ହୋଇଥିବା ଆଉଟଫିଟ୍‌ ବେଶ୍‌ ସୁଟ୍‌ କରୁଛି। ଏଥିରେ ମାନୁଷୀ ସବ୍ୟସାଚୀଙ୍କ ଦ୍ୱାରା ଡିଜାଇନ ହୋଇଥିବା ୩ଟି ବ୍ରାଇଡାଲ ଆଉଟଫିଟ୍‌ ଓ ଜୁଏଲାରୀ ପରିଧାନ କରିଛନ୍ତି। ଅଫ୍‌ ହ୍ୱାଇଟ୍‌,  ସି-ଗ୍ରୀନ୍‌ ଓ ପିଙ୍କ କଲରର ବ୍ରାଇଡ଼ାଲ ଡ୍ରେସ୍‌ ମାନୁଷୀଙ୍କ ଲାଗି ସବ୍ୟସାଚୀ ଡିଜାଇନ୍ କରିଥିଲେ।

ପ୍ରଥମ ଫଟୋଶୁଟ୍‌ରେ ମାନୁଷୀ ବିଚ୍‌ର ଅଫ୍‌ ହ୍ୱାଇଟ୍‌ କଲର୍‌କୁ ଶୁଟ୍‌ କଲା ପରି ଲେହଙ୍ଗା ପରିଧାନ କରିଥିଲେ। ତା’ ସାଙ୍ଗକୁ ଲାଇଟ୍‌ ଗୋଲଡେନ ଜୁଏଲାରୀ ଟିମଅପ୍‌ କରିଥିଲେ।

ଦ୍ୱିତୀୟ ଫଟୋଶୁଟ୍‌ରେ ଏହି ବିଶ୍ୱ ସୁନ୍ଦରୀଜଣକ ସି-ଗ୍ରୀନ କଲରର ଫ୍ଲୋରାଲ ଲେହେଙ୍ଗା ସାଙ୍ଗକୁ ଗୋଲଡେନ ବ୍ଲାଉଜ୍‌ ମ୍ୟାଚ କରିଥିଲେ। ଫୁଲରେ ସଜା ହୋଇଥିବା ସାଇକେଲ ନିକଟରେ ଫଟୋ ପୋଜ ଦେବା ବେଳେ ଅପସରା ଭଳି ଲାଗୁଥିଲେ। ଏହି ଫଟୋରେ ମାନୁଷୀଙ୍କ ଗର୍ଜିଅସ୍‌ ଲୁକ୍‌ ଫ୍ୟାନ୍‌ଙ୍କୁ ଆକର୍ଷୀତ କରିବାକୁ ଯଥେଷ୍ଟ।

ତୃତୀୟ ଫଟୋଶୁଟ୍‌ରେ ମାନୁଷୀ ପିଙ୍କ କଲରର ଫ୍ଲୋରାଲ ଡ୍ରେସ୍‌ରେ ବହୁତ ମଡର୍ଣ୍ଣ ଓ ହଟ୍‌ ଲାଗୁଥିଲେ। ଏଥିରେ ମାନୁଷୀ ପରିଧାନ କରିଥିବା ସବ୍ୟସାଚୀଙ୍କ ଆଉଟଫିଟ୍‌ ବହୁତ କ୍ରିଏଟଭି, ୟୁନିକ୍‌ ଓ ଏକ୍ସଟ୍ରା ଅଡ଼ିନାରୀ ହୋଇଛି। ସବ୍ୟସାଚୀଙ୍କ ହାତର ଯାଦୁ, ତାଙ୍କ କଳାକାରୀ ସବୁ ଆଉଟ୍‌ଫିଟ୍‌ ଉପରେ ଲକ୍ଷ୍ୟ କରାଯାଇପାରୁଛି। ଭାରତୀୟ ବ୍ରାଇଡ଼ାଲ ଗେଟଅପ୍‌ରେ ଜଣେ ନାରୀ ଯେ କେତେ ସୁନ୍ଦର ଲାଗିପାରେ ମାନୁଷୀଙ୍କୁ ଦେଖିଲେ ହିଁ ବୁଝାପଡ଼ିଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story