ଅଭିନେତ୍ରୀ ହେବା ଏତେ ସହଜ ନୁହେଁ: କେତେ ତଳକୁ ଖସି ଯାଇଥିଲେ ଏମାନେ ଜାଣିବାକୁ କ୍ଲିକ କରନ୍ତୁ

ଅଭିନେତ୍ରୀ ହେବା ଏତେ ସହଜ ନୁହେଁ। ଯଦି ବି କେହି ଅଭିନୟ କରିବାକୁ ସୁଯୋଗ ପାଏ ତେବେ ତିଷ୍ଠି ରହିବାକୁ ବହୁ ଷ୍ଟ୍ରଗଲ କରିବାକୁ ପଡିଥାଏ। ଗୋଟେ ଭଲ ବ୍ରେକ୍‌ ପାଇଁ ସେମାନଙ୍କୁ ବହୁତ କିଛି କଥାରେ ସାଲିସ୍‌ କରିବାକୁ ପଡିଥାଏ। ଏପରିକି ବହୁ ଅଭିନେତ୍ରୀ ବଡ଼ ପରଦାକୁ ଆସିବାକୁ ବେଶ୍ୟାବୃତ୍ତିକୁ ମଧ୍ୟ ଆପଣେଇ ନେଇଛନ୍ତି। ଆସନ୍ତୁ ଜାଣିବା ଏମିତି କିଛି ଅଭିନେତ୍ରୀଙ୍କ ସମ୍ପର୍କରେ ଯେଉଁମାନେ ଏହି ଅନ୍ଧଗଳିକୁ ଆପଣେଇ ନେଇଥିଲେ। ସ୍ୱେତା ପ୍ରସାଦ ବାସୁ: ବଲିଡଡ଼ରେ […]

sex

sex

Rakesh Mallick
  • Published: Friday, 09 June 2017
  • Updated: 09 June 2017, 11:00 PM IST

Sports

Latest News

ଅଭିନେତ୍ରୀ ହେବା ଏତେ ସହଜ ନୁହେଁ। ଯଦି ବି କେହି ଅଭିନୟ କରିବାକୁ ସୁଯୋଗ ପାଏ ତେବେ ତିଷ୍ଠି ରହିବାକୁ ବହୁ ଷ୍ଟ୍ରଗଲ କରିବାକୁ ପଡିଥାଏ। ଗୋଟେ ଭଲ ବ୍ରେକ୍‌ ପାଇଁ ସେମାନଙ୍କୁ ବହୁତ କିଛି କଥାରେ ସାଲିସ୍‌ କରିବାକୁ ପଡିଥାଏ। ଏପରିକି ବହୁ ଅଭିନେତ୍ରୀ ବଡ଼ ପରଦାକୁ ଆସିବାକୁ ବେଶ୍ୟାବୃତ୍ତିକୁ ମଧ୍ୟ ଆପଣେଇ ନେଇଛନ୍ତି। ଆସନ୍ତୁ ଜାଣିବା ଏମିତି କିଛି ଅଭିନେତ୍ରୀଙ୍କ ସମ୍ପର୍କରେ ଯେଉଁମାନେ ଏହି ଅନ୍ଧଗଳିକୁ ଆପଣେଇ ନେଇଥିଲେ।

sexସ୍ୱେତା ପ୍ରସାଦ ବାସୁ: ବଲିଡଡ଼ରେ ଶିଶୁ କଳାକାର ଭାବେ ବହୁ ନାମ କମାଇଥିବା ଏହି ଅଭିନେତ୍ରୀ ଜଣଙ୍କ ବଞ୍ଚିବା ପାଇଁ ବେଶ୍ୟାବୃତ୍ତିକୁ ଆଦରି ନେଇଥିଲେ। ହାଇଦ୍ରାବଦରୁ ପୋଲିସ୍‌ ତାଙ୍କୁ ସେକ୍ସ ରେକେଟ୍‌ରେ ସମ୍ପୃକ୍ତି ଅଭିଯୋଗରେ ଗିରଫ କରିଥିଲା। ହେଲେ ସେ ଏପରି ଅଭିଯୋଗକୁ ଖଣ୍ଡନ କରିଥିଲେ। ପରେ କୋର୍ଟ ତାଙ୍କ ଉପରେ ଲଗାଯାଇଥଇବା ସମସ୍ତ ଅଭିଯୋଗକୁ ଉଠାଇ ଦେଇଥିଲେ।

ସରଲିନ ଚୋପ୍ରା: ‘କାମସୂତ୍ର’ର ଏହି ହଟ ନାୟିକା ପଇସା ପାଇଁ ବେଶ୍ୟାବୃତ୍ତିକୁ ଆପଣେଇ ନେଇଥିଲେ। ସେ ନିଜେ ଏହା ସ୍ୱୀକର କରିଥିଲେ। ଏକ ସାକ୍ଷାତକାରେ ସେ ଏହା ପ୍ରକାଶ କରିବା ସହ କିଛି ମଜବୁରୀ ପାଇଁ ଏହି ଅନ୍ଧଗଳିକୁ ଆସିଥିବା କହିଥିଲେ।

ମିଷ୍ଠି ମୁଖାର୍ଜୀ: ‘ଲାଇଫ କି ତୋ ଲଗ୍‌ ଗୟୀ’ର ଏହି ଅଭିନେତ୍ରୀ ସେକ୍ସ ରାକେଟ ଚଳାଇବା ଅଭିଯୋଗରେ ଗିରଫ ହୋଇଥିଲେ। ଲୋଖଣ୍ଡୱାଲାରେ ଥିବା ତାଙ୍କ ଆପାର୍ଟମେଣ୍ଟରେ ପୋଲିସ ଚଢାଉ କରିବା ବେଳେ ତାଙ୍କ ବାପା ଓ ଭାଇଙ୍କୁ ପର୍ଣ୍ଣୋଗ୍ରାଫଇକ୍‌ ମେଟେରିଆଲ ବିକ୍ରି ଅଭିଯୋଗରେ ଗିରଫ କରିଥିଲା। ତାଙ୍କ ଫ୍ଲାଟ୍‌ରୁ ପୋଲିସ ୨୫,୦୦୦ ପର୍ଣ୍ଣ ସିଡି ଓ ୨ ଲକ୍ଷ ଟଙ୍କା ଜବତ କରିଥିଲା। ହେଲେ ଏପରି ଅଭିଯୋଗକୁ ମିଷ୍ଠି ଖଣ୍ଡନ କରିବା ସହ ସେ ନିର୍ଦ୍ଦୋସ ବୋଲି ଦାବି କରିଥିଲେ।

sexଯମୁନା: କାନ୍ନାଡା ଫିଲ୍ମ ଇଣ୍ଡଷ୍ଟ୍ରୀରେ ଯମୁନା ଜଣେ ଜଣାଶୁଣା ଅଭିନେତ୍ରୀ।୨୦୧୧ରେ ବେଙ୍ଗାଲୁରୁରେ ଥିବା ଆଇଟିସି ରୟାଲ ଗାର୍ଡେନିଆ ହୋଟେଲରୁ ବେଶ୍ୟାବୃତ୍ତି ଅଭିଯୋଗରେ ଗିରଫ କରିଥିଲା।

ଭୁବନେଶ୍ୱରୀ: ସାଉଥ ସିନେମାରେ ଭୁବନେଶ୍ୱାର ଜଣେ ଜଣାଶୁଣା ନାଁ। ଏହି ପ୍ରସିଦ୍ଧ ଟଲିଉଡ ଅଭିନେତ୍ରୀ ଜଣଙ୍କୁ ସେକ୍ସ ରାକେଟ୍‌ରେ ସମ୍ପୃକ୍ତି ଅଭିଯୋଗରେ ଚେନ୍ନାଇରୁ ପୋଲିସ ଗିରଫ କରିଥିଲା। ପରେ ତାଙ୍କୁ ଏହି ଅଭିଯୋଗରୁ ଜେଲରୁ ମୁକ୍ତି ମିଳିଥିଲା।

ସାଇରା ବନୁ: ଏହି ତେଲଗୁ ଅଭିନେତ୍ରୀଙ୍କୁ ୨୦୧୦ରେ ପୋଲିସ ରେଡହ୍ୟାଣ୍ଡରେ ଧରିଥିଲା। ୭ ଜଣ ମହିଳାଙ୍କ ସହ ତାଙ୍କୁ ପୋଲିସ ତାଙ୍କୁ ସ୍ପ୍ରିଙ୍ଗ ହେବନ ଆପାର୍ଟମେଣ୍ଟରେ ଚଢାଉ କରି ଧରିଥିଲା।

ଐସ ଅନସାରୀ: ସେକ୍ସ ରାକେଟରେ ସମ୍ପୃକ୍ତି ଅଭିଯୋଗରେ ଏହି ତାମିଲ ଅଭିନେତ୍ରୀଙ୍କୁ ପୋଲିସ ୨୦୧୧ରେ ଗିରଫ କରିଥିଲା। ଦେଶର ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଏହି ଅଭିନେତ୍ରୀ ଜଣଙ୍କ ସେକ୍ସ ପାଇଁ ଅଫଣ କରୁଥିଲେ।

sexନିତୁ ଅଗ୍ରୱାଲ: ଏହି ତେଲଗୁ ଅଭିନେତ୍ରୀଙ୍କୁ ସେକ୍ସ ରାକେଟ ଓ ଚୋରା କାରବାର ଅଭିଯୋଗରେ ଆନ୍ଧ୍ର ପ୍ରଦେଶ ପୋଲିସ ଗିରଫ କରିଥିଲା।

ଦିବ୍ୟାଶ୍ରୀ: ଏହି ତେଲଗୁ ଅଭିନେତ୍ରୀଙ୍କୁ ରେଡଡ୍ରାଣ୍ଡ ଧରିଥିଲା ପୋଲିସ୍‌। ତାଙ୍କ ସହ ଅନ୍ୟ କିଛି ମହିଳାଙ୍କୁ ମଧ୍ୟ ଧରିଥିଲା ପୋଲିସ। ଏହି ରେକେଟ୍‌ରେ କିଛି ବଡ଼ ବଡ଼ ବ୍ୟବସାୟୀ ଓ ଖେଳାଳୀ ସାମିଲ ଥିଲେ।

କାରୋଲିନ ମାରିଆ ଆସନ: ବେଶ୍ୟାବୃତ୍ତିରେ ସାମିଲ ଅଭିଯୋଗରେ ୨୦୧୨ରେ ପୋଲିସ ଏହି ଅଭିନେତ୍ରୀଙ୍କୁ ଗିରଫ କରିଥିଲା ପୋଲିସ ଏକ ପଞ୍ଚ ତାରକା ହୋଟଲରେ ଚଢାଉ କରି ଆପତ୍ତିଜନକ ଅବସ୍ଥାରେ ତାଙ୍କୁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story