‘ଟାଇଗର ଜିନ୍ଦା ହୈ’ରେ ମୋଦି କନେକ୍‌ସନ୍‌

ନୂଆଦିଲ୍ଲୀ: ନିକଟରେ ରିଲିଜ୍ ହୋଇଛି ସଲମାନ ଖାନ୍ ଓ କ୍ୟାଟ୍ରିନା କୈଫ୍‌ଙ୍କ ଅଭିନୀତ ଫିଲ୍ମ ‘ଟାଇଗର ଜିନ୍ଦା ହେ’। ଏହି ଫିଲ୍ମ ସଂପର୍କରେ ଏବେ ଏକ କଥା ଜଣାପଡ଼ିଛି। ଏ ଫିଲ୍ମ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ରହିଛି କନେକ୍‌ସନ୍‌। ଏବେ ଏ ବିଷୟରେ ସୂଚନା ଦେଇଛନ୍ତି ଫିଲ୍ମର ନିର୍ଦ୍ଦେଶକ ଅଲ୍ଲୀ ଅବ୍ବାସ ଜାଫର। ସେ କହିଛନ୍ତି,“ଫିଲ୍ମରେ ଗୋଟିଏ ସିନ୍‌ରେ ଆପଣମାନେ ଦେଖିଥିବେ ପରେଶ ରାୱଲ ଟାଇଗର (ସଲମାନ ଖାନ)ଙ୍କୁ ପଚାରୁଛନ୍ତି ‘ପିଏମ୍‌ ସାହେବ’ ଏହି ମିଶନ […]

salmanmodi

salmanmodi

Rakesh Mallick
  • Published: Saturday, 30 December 2017
  • Updated: 30 December 2017, 09:23 AM IST

Sports

Latest News

ନୂଆଦିଲ୍ଲୀ: ନିକଟରେ ରିଲିଜ୍ ହୋଇଛି ସଲମାନ ଖାନ୍ ଓ କ୍ୟାଟ୍ରିନା କୈଫ୍‌ଙ୍କ ଅଭିନୀତ ଫିଲ୍ମ ‘ଟାଇଗର ଜିନ୍ଦା ହେ’। ଏହି ଫିଲ୍ମ ସଂପର୍କରେ ଏବେ ଏକ କଥା ଜଣାପଡ଼ିଛି। ଏ ଫିଲ୍ମ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ରହିଛି କନେକ୍‌ସନ୍‌।

ଏବେ ଏ ବିଷୟରେ ସୂଚନା ଦେଇଛନ୍ତି ଫିଲ୍ମର ନିର୍ଦ୍ଦେଶକ ଅଲ୍ଲୀ ଅବ୍ବାସ ଜାଫର। ସେ କହିଛନ୍ତି,“ଫିଲ୍ମରେ ଗୋଟିଏ ସିନ୍‌ରେ ଆପଣମାନେ ଦେଖିଥିବେ ପରେଶ ରାୱଲ ଟାଇଗର (ସଲମାନ ଖାନ)ଙ୍କୁ ପଚାରୁଛନ୍ତି ‘ପିଏମ୍‌ ସାହେବ’ ଏହି ମିଶନ ସଂପର୍କରେ ଜାଣିଛନ୍ତି ନା ନାହିଁ? ପ୍ରକୃତ ଡାଏଲଗଟି ଥିଲା ‘ମୋଦିଜୀଙ୍କୁ ଏ ବିଷୟରେ ଜଣା ଅଛି କି?’ ତେବେ ସେନ୍‌ସର ବୋର୍ଡଙ୍କ ପରାମର୍ଶ ଅନୁଯାୟୀ ମୋଦିଙ୍କ ନାଁକୁ ଉକ୍ତ ଡାଏଲଗରୁ ବାଦ୍ ଦେବାକୁ ପଡ଼ିଲା। ସେହି ସ୍ଥାନରେ କେବଳ ‘ପିଏମ୍‌ ସାହେବ’ ବୋଲି ରଖାଗଲା।”

ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ ଅବ୍ବାସ ତାଙ୍କ ନାଁକୁ ଉକ୍ତ ଡାଏଲଗରେ ରଖିଥିଲେ। ଇରାକରେ ବନ୍ଦୀ ଥିବା ଭାରତୀୟ ନର୍ସଙ୍କୁ ସୁରକ୍ଷିତ ଭାବେ ଦେଶକୁ ଫେରାଇ ଆଣିବାରେ ସରକାର ସଫଳ ହୋଇଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଏହି ଡାଏଲଗ ମାଧ୍ୟମରେ କୃତଜ୍ଞତା ଜଣାଇବାକୁ ଚାହିଁଥିଲେ ବୋଲି ଅବ୍ବାସ କହିଛନ୍ତି।

‘ଟାଇଗର ଜିନ୍ଦା ହୈ’ ୭ ଦିନରେ ଭାରତରେ ୨୦୬ କୋଟି ଟଙ୍କା ଆୟ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story