‘ମମ୍‌’ର ଫାଷ୍ଟ ଲୁକ୍‌ ରିଲିଜ୍

ମୁମ୍ବାଇ: ଫିଲ୍ମ ‘ଇଙ୍ଗିଲିଶ୍‌-ଫିଙ୍ଗଲିସି’ରେ ଏକ ଦମଦାର ଭୂମିକାରେ ଅଭିନୟ କରିଥିବା ବଲିଉଡ୍‌ର ଚୁଲବୁଲ ଅଭିନେତ୍ରୀ ଶ୍ରୀଦେବୀଙ୍କର ଆଗାମୀ ଫିଲ୍ମ ‘ମମ୍‌’ର ଫାଷ୍ଟ ଲୁକ୍‌ ଆଜି ରିଲିଜ୍‌ ହୋଇଛି। ଶ୍ରୀଦେବୀ ଟ୍ୱିଟରରେ ଫିଲ୍ମର ଫାଷ୍ଟ ଲୁକ୍‌ ସେୟାର କରିଛନ୍ତି। ଏଥିରେ ଶ୍ରୀଦେବୀଙ୍କୁ  ଭିନ୍ନ ଲୁକ୍‌ରେ ଦେଖିବାକୁ ମିଳିଛି। ପୋଷ୍ଟରରେ ମାଆର ଶବ୍ଦ ବିଭିନ୍ନ ଭାଷାରେ ଲେଖାଯାଇଛି। ଏହି ଫିଲ୍ମରେ ଶ୍ରୀଦେବୀଙ୍କ ସହ ନବାଜୁଦ୍ଦିନ୍‌ ସିଦ୍ଦିକୀ ସହ ଅକ୍ଷୟ ଖାନାଙ୍କୁ ଦେଖିବାକୁ ମିଳିବ। ଦିଲ୍ଲୀ ଓ ଜର୍ଜିଆ ଫିଲ୍ମର ସୁଟିଂ […]

SriDevi's-MOM-Movi

SriDevi's-MOM-Movi

Rakesh Mallick
  • Published: Tuesday, 14 March 2017
  • Updated: 14 March 2017, 01:44 PM IST

Sports

Latest News

ମୁମ୍ବାଇ: ଫିଲ୍ମ ‘ଇଙ୍ଗିଲିଶ୍‌-ଫିଙ୍ଗଲିସି’ରେ ଏକ ଦମଦାର ଭୂମିକାରେ ଅଭିନୟ କରିଥିବା ବଲିଉଡ୍‌ର ଚୁଲବୁଲ ଅଭିନେତ୍ରୀ ଶ୍ରୀଦେବୀଙ୍କର ଆଗାମୀ ଫିଲ୍ମ ‘ମମ୍‌’ର ଫାଷ୍ଟ ଲୁକ୍‌ ଆଜି ରିଲିଜ୍‌ ହୋଇଛି। ଶ୍ରୀଦେବୀ ଟ୍ୱିଟରରେ ଫିଲ୍ମର ଫାଷ୍ଟ ଲୁକ୍‌ ସେୟାର କରିଛନ୍ତି। ଏଥିରେ ଶ୍ରୀଦେବୀଙ୍କୁ  ଭିନ୍ନ ଲୁକ୍‌ରେ ଦେଖିବାକୁ ମିଳିଛି। ପୋଷ୍ଟରରେ ମାଆର ଶବ୍ଦ ବିଭିନ୍ନ ଭାଷାରେ ଲେଖାଯାଇଛି।

ଏହି ଫିଲ୍ମରେ ଶ୍ରୀଦେବୀଙ୍କ ସହ ନବାଜୁଦ୍ଦିନ୍‌ ସିଦ୍ଦିକୀ ସହ ଅକ୍ଷୟ ଖାନାଙ୍କୁ ଦେଖିବାକୁ ମିଳିବ। ଦିଲ୍ଲୀ ଓ ଜର୍ଜିଆ ଫିଲ୍ମର ସୁଟିଂ ଚାଲିଛି।

ଜୁଲାଇ ୧୪ରେ ଏହି ଫିଲ୍ମ ରିଲିଜ୍‌ ହେବ। ରବି ଉଦୟୱାରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ମମ୍‌’ ହିନ୍ଦୀ ଓ ତାମିଲ ଭାଷାରେ ରିଲିଜ୍ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story