ପରଦାରେ ମା’ର ସଂଘର୍ଷର କାହାଣୀ

ମା’।  ପ୍ରତ୍ୟେକ ବ୍ୟକ୍ତି ଜୀବନରେ ମା’ର ଭୂମିକା ସ୍ୱତନ୍ତ୍ର। ମା’ ସ୍ଥାନ କେହି ନେଇପାରିବେ ନାହିଁ। ଏହି ନାଁଟି ଆସିଲେ ଆପେ ଆପେ ମୁଣ୍ଡ ନଇଁଯାଏ। ଏଥିରୁ ବାଦ ପଡ଼ିନି ବଲିଉଡ୍‌। ଏଠିବି ମା’ଙ୍କୁ ନେଇ ଅନେକ ଫିଲ୍ମ ତିଆରି ହୋଇଛି। ଯେଉଁଥିରେ ରହିଛି ମା’ର ଦୁଃଖ ଯନ୍ତ୍ରଣାର କାହାଣୀ।  ମଦର୍ସ ଡେରେ ଆସନ୍ତୁ ଏମିତି କିଛି ଫିଲ୍ମ ଉପରେ ନଜର ପକାଇବା। ଶକ୍ତି: ଏହି ଫିଲ୍ମରେ କରିସ୍ମା କପୁର ଜଣେ ମା’ ଭୂମିକାରେ ଅଭିନୟ କରିଛନ୍ତି। […]

mother

mother

Rakesh Mallick
  • Published: Sunday, 13 May 2018
  • Updated: 13 May 2018, 01:23 PM IST

Sports

Latest News

ମା’।  ପ୍ରତ୍ୟେକ ବ୍ୟକ୍ତି ଜୀବନରେ ମା’ର ଭୂମିକା ସ୍ୱତନ୍ତ୍ର। ମା’ ସ୍ଥାନ କେହି ନେଇପାରିବେ ନାହିଁ। ଏହି ନାଁଟି ଆସିଲେ ଆପେ ଆପେ ମୁଣ୍ଡ ନଇଁଯାଏ। ଏଥିରୁ ବାଦ ପଡ଼ିନି ବଲିଉଡ୍‌। ଏଠିବି ମା’ଙ୍କୁ ନେଇ ଅନେକ ଫିଲ୍ମ ତିଆରି ହୋଇଛି। ଯେଉଁଥିରେ ରହିଛି ମା’ର ଦୁଃଖ ଯନ୍ତ୍ରଣାର କାହାଣୀ।  ମଦର୍ସ ଡେରେ ଆସନ୍ତୁ ଏମିତି କିଛି ଫିଲ୍ମ ଉପରେ ନଜର ପକାଇବା।

ଶକ୍ତି: ଏହି ଫିଲ୍ମରେ କରିସ୍ମା କପୁର ଜଣେ ମା’ ଭୂମିକାରେ ଅଭିନୟ କରିଛନ୍ତି। ଏଥିରେ ଜଣେ ମାଆଠାରୁ ତା’ ଛୁଆକୁ ଶ୍ୱଶୁର ଘର ଲୋକ ନେଇଯାଉଛନ୍ତି। ନିଜ ଛୁଆକୁ ପାଇବା ପାଇଁ କେମିତି ଆକୁଳ ନିବେଦନ କରୁଛି ଜଣେ ମା’। ପ୍ରତି ସିନ୍‌ରେ ରହିଛି ମାଆର ଅନ୍ତରର ଭାବାବେଗ। ଥରେ ଯିଏ ଏହି ଫିଲ୍ମ ଦେଖିଛି ବାରମ୍ୱାର ଦେଖିବାକୁ ମନ କରିବ। ଏଥିରେ ନାନା ପାଟେକର ଓ ଶାହାରୁ ଖାନ୍‌ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।

ମଦର ଇଣ୍ଡିଆ: ଏହି ଫିଲ୍ମରେ ଜଣେ ସଂଘର୍ଷମୟ ମା’ର କାହାଣୀ ରହିଛି। ଯେଉଁ ମା’ର ସ୍ୱାମୀ ମରିଯାଇଛନ୍ତି। ନିଜ ପିଲାମାନଙ୍କୁ ବଞ୍ଚାଇବା ପାଇଁ ମାଆ କେମିତି ଜୀବନ ସହିତ ସଂଘର୍ଷ କରୁଛନ୍ତି ତାହା କାହାଣୀରେ ଦର୍ଶାଯାଇଛି । ଏହି ଫିଲ୍ମ ସେହି ସମୟରେ ସୁପରହିଟ୍‌ ହୋଇଥିଲା। ଏଥିରେ ମା’ ଭୂମିକାରେ ନରଗିଶ ଦତ୍ତ ଅଭିନୟ କରିଛନ୍ତି।

ବି ଆର୍‌ ଏ ଫେମିଲି: କାଜୋଲଙ୍କ ଅଭିନିତ ଫିଲ୍ମ ‘ବି ଆର୍‌ ଏ ଫେମିଲି’ରେ ମା’ର ଭାବାବେଗ ରହିଛି। ଏଥିରେ ଦୁଇ ଜଣ ମା’ଙ୍କ କାହାଣୀ ରହିଛି। କ୍ୟାନସରରେ ପୀଡିତ କାଜୋଲ ନିଜ ପିଲାଙ୍କ ଲାଳନ ପାଳନ ପାଇଁ ଦାୟିତ୍ୱ କରିନା କପୁରଙ୍କୁ ଅର୍ପଣ କରନ୍ତି। ଆଉ ପରେ କରିନା ସେହି କାର୍ଯ୍ୟକୁ ଅତି ଦାୟିତ୍ୱର ସହ  ନିଭାଇ ଥାଆନ୍ତି।

କରନ ଅର୍ଜୁନ: “ୟେ ବନ୍ଧନ ହୈ ପ୍ୟାର୍‌ କି ବନ୍ଧନ, ଜନ୍ମୋ କା ସଙ୍ଗମ...” ଗୀତ ଆପଣ ଶୁଣିଥିବେ। ‘କରନ ଅର୍ଜୁନ’ ଫିଲ୍ମର ଏହି ଗୀତଟି ଏବେବି ଲୋକଙ୍କ ମନରେ ରହିଛି। ଏଥିରେ ମଧ୍ୟ ଜଣେ ଯନ୍ତ୍ରଣାରେ ଛଟପଟ ହେଉଥିବା ମାଆକୁ ଦେଖିବାକୁ ମିଳିଛି। ସମ୍ପତ୍ତି ଲୋଭରେ କରଣ ଓ ଅର୍ଜୁନଙ୍କୁ ହତ୍ୟା କରାଯାଉଛି। ପୁନର୍ଜନ୍ମ ନିଅନ୍ତି କରଣ ଓ ଅର୍ଜୁନ। ଶେଷରେ ପ୍ରତିଶୋଧ ନିଅନ୍ତି। ଏଥିରେ ମା’ ଭୂମିକାରେ ରାକ୍ଷୀ ଓ ଦୁଇ ପୁଅ ଶାହାରୁଖ ଖାଁ ଏବଂ ସଲମାନ ଖାଁ ଅଭିନୟ କରିଛନ୍ତି।

କ୍ୟା କେହେନା: ଏହି ଫିଲ୍ମରେ ପ୍ରିତି ଜିଣ୍ଟା ଜଣେ କଲେଜ୍‌ ଗାର୍ଲ ଭୂମିକାରେ ଅଭିନୟ କରିଛନ୍ତି। ପାଠ ପଢ଼ିବା ସମୟରେ ବୟଫ୍ରେଣ୍ଡଙ୍କୁ ଭଲ ପାଆନ୍ତି ଓ ଗର୍ଭବତୀ ହୋଇଯାଆନ୍ତି। ପରେ ବୟଫ୍ରେଣ୍ଡ ଓ ତାଙ୍କ ପରିବାର ଲୋକେ ତାଙ୍କୁ ଗ୍ରହଣ କରନ୍ତି ନାହିଁ। ଏହା ପରେ ମଧ୍ୟ ନିଜ ଗର୍ଭସ୍ଥ ପିଲାକୁ ଜନ୍ମ ଦେବା ପାଇଁ ଜୀବନ ସହିତ ସଂଘର୍ଷ କରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story