ଆସିଲା ‘ଚାଲ୍‌ ଟିକେ ଦୁଷ୍ଟ ହେବା’ର ମୋସନ୍‌ ପିକ୍ଚର୍‌, ଚର୍ଚ୍ଚାରେ ମିହିର୍‌ ଦାସଙ୍କ ଲୁକ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତାପସ ସରଘରିଆ ନିର୍ଦ୍ଦେଶିତ ତରଙ୍ଗ ସିନେ ପ୍ରଡକ୍ସନ୍‌ସର ନୂଆ ଓଡ଼ିଆ ଫିଲ୍ମ୍‌ ‘ଚାଲ୍‌ ଟିକେ ଦୁଷ୍ଟ ହେବା’ର ମୋସନ୍‌ ପିକ୍ଚର୍‌ ରିଲିଜ୍‌ ହୋଇଛି। ଏଥିରେ ଭର୍ସାଟାଇଲ୍‌ ଆକ୍ଟର୍‌ ମିହିର ଦାସଙ୍କୁ ଏକ ନିଆରା ଲୁକ୍‌ରେ ଦେଖିବାକୁ ମିଳିଛି। ମିହିର୍‌ଙ୍କ ୟଙ୍ଗ୍‌ ଓ ବିନ୍‌ଦାସ୍‌ ଲୁକ୍‌ ଦେଖି ଲାଗୁଛି ଫିଲ୍ମ୍‌ରେ ତାଙ୍କର ଚରିତ୍ର କିଛିଟା ଭିନ୍ନ ହୋଇଥିବ। ‘ଚାଲ୍‌ ଟିକେ ଦୁଷ୍ଟ ହେବା’ ତରଙ୍ଗ ସିନେ ପ୍ରଡକ୍ସନ୍‌ସର ୧୮ତମ ଫିଲ୍ମ୍‌। ସବୁ ସିଜନ୍‌ ଭଳି ନୂଆ […]

Untitled

Untitled

Biswobandita Swain
  • Published: Sunday, 23 December 2018
  • Updated: 23 December 2018, 04:42 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତାପସ ସରଘରିଆ ନିର୍ଦ୍ଦେଶିତ ତରଙ୍ଗ ସିନେ ପ୍ରଡକ୍ସନ୍‌ସର ନୂଆ ଓଡ଼ିଆ ଫିଲ୍ମ୍‌ 'ଚାଲ୍‌ ଟିକେ ଦୁଷ୍ଟ ହେବା'ର ମୋସନ୍‌ ପିକ୍ଚର୍‌ ରିଲିଜ୍‌ ହୋଇଛି। ଏଥିରେ ଭର୍ସାଟାଇଲ୍‌ ଆକ୍ଟର୍‌ ମିହିର ଦାସଙ୍କୁ ଏକ ନିଆରା ଲୁକ୍‌ରେ ଦେଖିବାକୁ ମିଳିଛି। ମିହିର୍‌ଙ୍କ ୟଙ୍ଗ୍‌ ଓ ବିନ୍‌ଦାସ୍‌ ଲୁକ୍‌ ଦେଖି ଲାଗୁଛି ଫିଲ୍ମ୍‌ରେ ତାଙ୍କର ଚରିତ୍ର କିଛିଟା ଭିନ୍ନ ହୋଇଥିବ।

'ଚାଲ୍‌ ଟିକେ ଦୁଷ୍ଟ ହେବା' ତରଙ୍ଗ ସିନେ ପ୍ରଡକ୍ସନ୍‌ସର ୧୮ତମ ଫିଲ୍ମ୍‌। ସବୁ ସିଜନ୍‌ ଭଳି ନୂଆ ବର୍ଷର ସେଲିବ୍ରେସନ୍‌ ଟାଇମ୍‌ରେ ଦର୍ଶକଙ୍କ ଖାସ୍ ମନୋରଞ୍ଜନ ପାଇଁ ଫିଲ୍ମ୍‌ରେ ଖାସ୍ ଧ୍ୟାନ ଦିଆଯାଇଛି।

ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଅଭିନେତା ଇଶାନ୍‌ଙ୍କ ସହ ଦୁଇ ନାୟିକା ଶାୟଲ୍‌ ଏବଂ ମହିମା ଏହା ଜରିଆରେ ଓଲିଉଡ୍‌ ଡେବ୍ୟୁ କରିବେ।

ଏମାନଙ୍କ ସହ ପ୍ରଦ୍ୟୁମ୍ନ ଲେଙ୍କା ଏବଂ ପ୍ରିୟଙ୍କା ପଟ୍ଟନାୟକଙ୍କୁ ଫିଲ୍ମ୍‌ରେ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ।

https://www.youtube.com/watch?v=c_8d01ZAYW8

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos