'ଦବଙ୍ଗ-୩'ରେ ଆଇଟମ୍‌ ନମ୍ବର କରିବେ ମୌନି ରୟ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାନ୍‌ ନିଜ ଫିଲ୍ମ ‘ଭାରତ୍’ର ସୁଟିଂ ପୂରା କରିସାରିଛନ୍ତି ଆଉ ଏବେ ସେ ‘ଦବଙ୍ଗ୍-୩’ର ସୁଟିଂ କରୁଛନ୍ତି। ଚଳିତ ବର୍ଷ, ୨୦୧୦ରେ ରିଲିଜ୍‌ ହୋଇଥିବା ସଲମାନ୍‌ଙ୍କ ଫିଲ୍ମ ଦବଙ୍ଗର ତୃତୀୟ ସଂସ୍କରଣ ପରଦାକୁ ଆସିବ। ‘ଦବଙ୍ଗ୍-୩’ର ନିର୍ଦ୍ଦେଶନା ଡ୍ୟାନ୍ସ ଆଇକନ୍‌ ପ୍ରଭୁଦେବା ଦେଇଥିବାବେଳେ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ସଲମାନ୍‌ଙ୍କ ଭାଇ ଅରବାଜ୍‌ ଖାନ୍। ସବୁଥର ପରି ଏଥର ମଧ୍ୟ ଫିଲ୍ମରେ ସଲମାନଙ୍କୁ ପୁଲିସ ଅଫିସର ଚୁଲ୍‌ବୁଲ୍‌ ପାଣ୍ଡେଙ୍କ ଭୂମିକାରେ ଦେଖିବାକୁ ମିଳିବ। […]

salman

salman

Chinmayee Roy
  • Published: Saturday, 06 April 2019
  • Updated: 06 April 2019, 03:52 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାନ୍‌ ନିଜ ଫିଲ୍ମ ‘ଭାରତ୍’ର ସୁଟିଂ ପୂରା କରିସାରିଛନ୍ତି ଆଉ ଏବେ ସେ ‘ଦବଙ୍ଗ୍-୩’ର ସୁଟିଂ କରୁଛନ୍ତି। ଚଳିତ ବର୍ଷ, ୨୦୧୦ରେ ରିଲିଜ୍‌ ହୋଇଥିବା ସଲମାନ୍‌ଙ୍କ ଫିଲ୍ମ ଦବଙ୍ଗର ତୃତୀୟ ସଂସ୍କରଣ ପରଦାକୁ ଆସିବ। ‘ଦବଙ୍ଗ୍-୩’ର ନିର୍ଦ୍ଦେଶନା ଡ୍ୟାନ୍ସ ଆଇକନ୍‌ ପ୍ରଭୁଦେବା ଦେଇଥିବାବେଳେ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ସଲମାନ୍‌ଙ୍କ ଭାଇ ଅରବାଜ୍‌ ଖାନ୍। ସବୁଥର ପରି ଏଥର ମଧ୍ୟ ଫିଲ୍ମରେ ସଲମାନଙ୍କୁ ପୁଲିସ ଅଫିସର ଚୁଲ୍‌ବୁଲ୍‌ ପାଣ୍ଡେଙ୍କ ଭୂମିକାରେ ଦେଖିବାକୁ ମିଳିବ। ଫିଲ୍ମର ପୂର୍ବ ୨ଟି ଯାକ ସଂସ୍କରଣରେ ଗୋଟିଏ ଲେଖାଏଁ ଆଇଟମ୍‌ ନମ୍ବର ରହିଥିଲା।

https://www.instagram.com/p/BOJhRZuhO-8/?utm_source=ig_web_copy_link

‘ଦବଙ୍ଗ୍’ରେ ମଲାଇକା ଅରୋରା କରିଥିବା ଆଇଟମ୍‌ ନମ୍ବର’ ମୁନ୍ନି ବଦନାମ୍‌ ହୁଇ’ ଅନେକ ଲୋକପ୍ରିୟ ହୋଇଥିଲା। ଏହାପରେ ‘ଦବଙ୍ଗ୍-୨’ରେ ଆଇଟମ୍‌ ନମ୍ବର ‘ଫେବିକଲ୍‌’ରେ କରିନା କପୁର୍‌ ଖାନ୍‌ଙ୍କ ଜଲୱା ଦେଖିବାକୁ ମିଳିଥିଲା। ଏହି ଗୀତଟିକୁ ମଧ୍ୟ ଦର୍ଶକ ବେଶ୍ ପସନ୍ଦ କରିଥିଲେ। ଏବେ ସୂଚନା ମିଳୁଛି ଯେ ‘ଦବଙ୍ଗ୍-୩’ରେ ମଧ୍ୟ ଏହିଭଳି ଏକ ଆଇଟମ୍‌ ନମ୍ବର ରହିବ।  ତେବେ ଏହି ଆଇଟମ୍‌ ନମ୍ବର୍‌ରେ କେଉଁ ଅଭିନେତ୍ରି ଡ୍ୟାନ୍ସ କରିବେ ତାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ସୂଚନା ଅନୁଯାୟୀ ଏଥିପାଇଁ ସନି ଲିଓନ୍ ଓ ମୌନି ରୟଙ୍କ ନାଁ ଉପରେ ବିଚାର କରାଯାଉଛି।

ଖବର ମୁତାବକ ଫିଲ୍ମର ନିର୍ଦ୍ଦେଶକ ପ୍ରଭୁଦେବା ଓ ପ୍ରୟୋଜକ ଅରବାଜ୍‌ ଖାନ୍‌ ଆଇଟମ୍‌ ନମ୍ବର୍‌ରେ ସନି ଲିଓନଙ୍କୁ କାଷ୍ଟ କରିବାକୁ ଚାହୁଁଥିବାବେଳେ, ସଲମାନ୍‌ଙ୍କ ମତ ଯେ ଏଥିପାଇଁ ମୌନି ରୟ ହିଁ ଠିକ୍‌ ରହିବେ। ସଲମାନ୍‌ ଓ ମୌନିଙ୍କ ମଧ୍ୟରେ ସମ୍ପର୍କ ବେଶ୍ ଭଲ ରହିଛି। ସଲମାନ୍‌ ହୋଷ୍ଟ କରୁଥିବା ରିୟାଲିଟି ଟିଭି ଶୋ’ ‘ବିଗ୍‌ବସ୍‌’ରେ ଅନେକ ଥର ମୌନିଙ୍କୁ ଦେଖିବାକୁ ମିଳିଛି।

‘ଦବଙ୍ଗ-୩’ ଫିଲ୍ମ ଜରିଆରେ ପ୍ରାୟ ୧୦ ବର୍ଷ ପରେ ପ୍ରଭୁଦେବା ଓ ସଲମାନ୍‌ ଏକାଠି ହୋଇଛନ୍ତି। ଫିଲ୍ମଟି ୩୧ ଡିସେମ୍ବର୍‌ରେ ରିଲିଜ୍‌ ହେବ ବୋଲି ଶୁଣିବାକୁ ମିଳୁଛି। ତେବେ ‘ଦବଙ୍ଗ’ ଓ ‘ଦବଙ୍ଗ-୨’ ପରି ‘ଦବଙ୍ଗ-୩’ ମଧ୍ୟ ଦର୍ଶକଙ୍କ ମନ ଜିତିବ ଓ ବକ୍ସ ଅଫିସ୍‌ରେ ରେକର୍ଡ଼ କରିବ ବୋଲି ସଲମାନ୍‌ ଓ ଫିଲ୍ମର ପୂରା ଟିମ୍‌ ଆଶା ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story