ବାପା ହେଲେ କରଣ

ମୁମ୍ବାଇ: ୪୪ ବର୍ଷୀୟ କରଣ ଜୋହର ବାପା ହୋଇଛନ୍ତି। ଆପଣମାନ ଭାବୁଥିବେ ସେ କେବେ ବାହା ହେଲେ ? ନାଁ ସେ ବାହା ହୋଇ ନାହାନ୍ତି। ସେ ବନିଛନ୍ତି ସିଙ୍ଗିଲ୍‌ ଫାଦର। ପୁଣି ଗୋଟିଏ ନୁହେଁ, ଦୁଇଟି ସନ୍ତାନର। ଗୋଟିଏ ପୁଅ ଗୋଟିଏ ଝିଅ। ନିଜେ କରଣ ଏ କଥାକୁ ସ୍ପଷ୍ଟ କରି ସାରିଛନ୍ତି। ସରୋଗେସି ମାଧ୍ୟମରେ ସେ ଏହି ଦୁଇଟି ସନ୍ତାନର ପିତା ହୋଇଛନ୍ତି। ଏମାନଙ୍କ ଜନ୍ମ ଗତ ଫେବ୍ରୁଆରୀ ମାସରେ ହୋଇଛି। ଶୁକ୍ରବାର ସେମାନଙ୍କ […]

karan

karan

Rakesh Mallick
  • Published: Sunday, 05 March 2017
  • Updated: 05 March 2017, 12:29 PM IST

Sports

Latest News

ମୁମ୍ବାଇ: ୪୪ ବର୍ଷୀୟ କରଣ ଜୋହର ବାପା ହୋଇଛନ୍ତି। ଆପଣମାନ ଭାବୁଥିବେ ସେ କେବେ ବାହା ହେଲେ ? ନାଁ ସେ ବାହା ହୋଇ ନାହାନ୍ତି। ସେ ବନିଛନ୍ତି ସିଙ୍ଗିଲ୍‌ ଫାଦର। ପୁଣି ଗୋଟିଏ ନୁହେଁ, ଦୁଇଟି ସନ୍ତାନର। ଗୋଟିଏ ପୁଅ ଗୋଟିଏ ଝିଅ। ନିଜେ କରଣ ଏ କଥାକୁ ସ୍ପଷ୍ଟ କରି ସାରିଛନ୍ତି। ସରୋଗେସି ମାଧ୍ୟମରେ ସେ ଏହି ଦୁଇଟି ସନ୍ତାନର ପିତା ହୋଇଛନ୍ତି। ଏମାନଙ୍କ ଜନ୍ମ ଗତ ଫେବ୍ରୁଆରୀ ମାସରେ ହୋଇଛି। ଶୁକ୍ରବାର ସେମାନଙ୍କ ପଞ୍ଜୀକରଣ ବେଳେ ବାପାଙ୍କ ନାଁ ସ୍ଥାନରେ କରଣ ଜୋହରଙ୍କ ନାଁ ଲେଖାଯାଇଥିଲା। ବାପା ହେବା ପାଇଁ କରଣ ତାଙ୍କ ଆଗ୍ରହକୁ ସେ ନିଜ ଆତ୍ମଜୀବନୀ ’ଅନ୍‌ସୁଇଟେବଲ୍‌ ବୟ’ର ଲଞ୍ଚ୍‌ ଅବସରରେ ପ୍ରକାଶ କରିଥିଲେ। ଏଥିପାଇଁ ସେ ପୋଷ୍ୟ ସନ୍ତାନ ଗ୍ରହଣ କରିବେ ନ ହେଲେ ସରୋଗେସି ମାଧ୍ୟମରେ ବାପା ହେବେ ବୋଲି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story