ଚରିତ୍ରରେ ଡୁବି ଅସୁସ୍ଥ ହୋଇପଡ଼ିଥିଲେ ନୱାଜ୍‌ !

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ବଲିଉଡ୍‌ ଫିଲ୍ମ ‘ଠାକ୍‌ରେ’। ଯାହାର ଲିଡ୍‌ ରୋଲ୍‌ରେ ଅଛନ୍ତି ନୱାଜୁଦ୍ଦୀନ୍‌ ସିଦ୍ଧିକି। ଏହି ସମୟରେ ସେ ଫିଲ୍ମର ପ୍ରମୋସନ୍‌ରେ ବ୍ୟସ୍ତ। ନୱାଜ୍‌ ସହ ଅମ୍ରିତା ରାଓ ମଧ୍ୟ ପ୍ରମୋସନ୍‌ ପାଇଁ ନିକଟରେ ପହଞ୍ଚିଥିଲେ କପିଲ୍‌ ଶର୍ମାଙ୍କ ଶୋ’ରେ । ଏହି ଶୋ’ରେ ଫିଲ୍ମ ଓ ତାଙ୍କ କ୍ୟାରିୟର୍‌ ସହିତ ଜଡ଼ିତ ଥିବା ଅନେକ ରୋଚକ କଥା କହିଥିଲେ ନୱାଜ୍‌। ଫିଲ୍ମ ‘ଠାକ୍‌ରେ’ ବାଲା ସାହେବ ଠାକ୍‌ରେଙ୍କ ଜୀବନୀକୁ ନେଇ ଆଧାରିତ।  ନୱାଜ୍‌ କହିଛନ୍ତି, “ଏଥିରେ ଅଭିନୟ […]

nawaj

nawaj

Puspanjali Panda
  • Published: Monday, 21 January 2019
  • Updated: 21 January 2019, 03:51 PM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ବଲିଉଡ୍‌ ଫିଲ୍ମ ‘ଠାକ୍‌ରେ’। ଯାହାର ଲିଡ୍‌ ରୋଲ୍‌ରେ ଅଛନ୍ତି ନୱାଜୁଦ୍ଦୀନ୍‌ ସିଦ୍ଧିକି। ଏହି ସମୟରେ ସେ ଫିଲ୍ମର ପ୍ରମୋସନ୍‌ରେ ବ୍ୟସ୍ତ। ନୱାଜ୍‌ ସହ ଅମ୍ରିତା ରାଓ ମଧ୍ୟ ପ୍ରମୋସନ୍‌ ପାଇଁ ନିକଟରେ ପହଞ୍ଚିଥିଲେ କପିଲ୍‌ ଶର୍ମାଙ୍କ ଶୋ’ରେ ।

ଏହି ଶୋ’ରେ ଫିଲ୍ମ ଓ ତାଙ୍କ କ୍ୟାରିୟର୍‌ ସହିତ ଜଡ଼ିତ ଥିବା ଅନେକ ରୋଚକ କଥା କହିଥିଲେ ନୱାଜ୍‌।

ଫିଲ୍ମ ‘ଠାକ୍‌ରେ’ ବାଲା ସାହେବ ଠାକ୍‌ରେଙ୍କ ଜୀବନୀକୁ ନେଇ ଆଧାରିତ। 

ନୱାଜ୍‌ କହିଛନ୍ତି, “ଏଥିରେ ଅଭିନୟ କରିବା ପାଇଁ ମୁଁ ପୂର୍ବରୁ ପ୍ରସ୍ତୁତ ହୋଇଥିଲି। ହେଲେ ଯେତେବେଳେ ଲିଡ୍‌ ରୋଲ୍‌ରେ ଅଭିନୟ କରିବାକୁ ଅଫର୍‌ ମିଳିଲା, ସେତେବେଳେ ଉତ୍ସାହିତ ହୋଇ ପଡ଼ିଲି। ହେଲା ବାଲା ସାହେବ୍‌ଙ୍କ ଭୂମିକାରେ ଅଭିନୟ କରିବା ମୋ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା।”

View this post on Instagram

A post shared by Nawazuddin Siddiqui (@nawazuddin._siddiqui) on

କୌଣସି ଫିଲ୍ମ କରିବା ସମୟରେ ନୱାଜ୍‌ ଉକ୍ତ ଚରିତ୍ରରେ ସମ୍ପୂର୍ଣ୍ଣ ବୁଡ଼ି ରହିଥାନ୍ତି। ଏଣୁ ଏହା ତାଙ୍କ ବ୍ୟକ୍ତିଗତ ଜୀବନକୁ କିପରି ପ୍ରରଭାବ ପକାଇଥାଏ ବୋଲି ଶୋ’ରେ କପିଲ୍‌ ତାଙ୍କୁ ପ୍ରଶ୍ନ କରିଥିଲେ। ଯାହାର ଉତ୍ତରରେ ନୱାଜ୍‌ “ଫିଲ୍ମ ‘ରମଣ ରାଘବ’ କଥା ମନେପକାଇଥିଲେ। ଏହି ଫିଲ୍ମ କରିବା ସମୟରେ ସେହି ଚରିତ୍ରରେ ଏତେ ଡୁବି ଯାଇଥିଲେ ଯେ, ସେ ଅସୁସ୍ଥ ହୋଇପଡିଥିଲେ। ଏଥିରୁ ମୁକୁଳିବା ପାଇଁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ଫିଲ୍ମ ଠାକ୍‌ରେରେ ନୱାଜ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିବାରୁ ପୂରା ଫିଲ୍ମର ସ୍କ୍ରିପ୍ଟ ମନେ ରଖିଥିବା କଥା ଦୃଢତାର ସହ କୁହନ୍ତି। ଯଦି କେହି ରାତି ୩ଟାରେ ତାଙ୍କ ସହିତ ଫିଲ୍ମ ବିଷୟରେ କଥା ହୋଇଥାନ୍ତେ, ତେବେ ସେ ପୂରା ସ୍କ୍ରିପ୍ଟ ଅଧ ଘଣ୍ଟାରେ ଶୁଣାଇ ଦେଇ ପାରିଥାନ୍ତେ ବୋଲି କହିଛନ୍ତି।“

ନୱାଜ୍‌ଉଦ୍ଦିନ୍‌ ସିଦ୍ଦିକି ଆଶା କରିଛନ୍ତି ଯେ, ଫିଲ୍ମଟି ସମସ୍ତଙ୍କୁ ପସନ୍ଦ ଆସିବ। ଫିଲ୍ମର ଫ୍ଟାଷ୍ଟ୍‌ ଲୁକ୍‌ ଓ ଟିଜର୍‌ ରିଲିଜ୍‌ ହୋଇସାରିଛି। ୨୫ ଜାନୁଆରୀରେ ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମରେ ଅମ୍ରିତା ରାଓଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାର ଦେଖିବାକୁ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story