ନୀତୁଙ୍କ ହାତରେ ଟିକେଟ ଟୁ ହଲିଉଡ

ମୁମ୍ବାଇ: ବଲିଉଡ ପରେ ଏବେ ହଲିଉଡ ମୁହାଁ ଅଭିନେତ୍ରୀ ନୀତୁ ଚନ୍ଦ୍ରା। ତାଙ୍କ ହାତରେ ହଲିଉଡର ଏକ ବଡ ପ୍ରୋଜେକ୍ଟ ଲାଗିଛି।  ବଲିଉଡରେ ନିଜ କଠିନ ପରିଶ୍ରମ ବଳରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନୀତୁ ଚନ୍ଦ୍ରାଙ୍କୁ ହଲିଉଡ ଫିଲ୍ମ ‘ନେଭେର ବେକ୍‌ ଡାଉନ’ରେ କାମ କରିବାକୁ ମଉକା ମିଳିଛି। ଏହି ହଲିଉଡ ଫିଳ୍ମରେ ନୀତୁଙ୍କୁ ଲିଡ୍‌ ରୋଲରେ ଦେଖିବାକୁ ମିଳିବ।  ଏହି ଫିଲ୍ମ ଜରିଆରେ ସେ ହଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ହଲିଉଡ ଫିଲ୍ମକୁ ନେଇ […]

Nitu chandra

Nitu chandra

Madhupriya Mistry
  • Published: Tuesday, 22 December 2020
  • Updated: 22 December 2020, 02:11 PM IST

Sports

Latest News

ମୁମ୍ବାଇ: ବଲିଉଡ ପରେ ଏବେ ହଲିଉଡ ମୁହାଁ ଅଭିନେତ୍ରୀ ନୀତୁ ଚନ୍ଦ୍ରା। ତାଙ୍କ ହାତରେ ହଲିଉଡର ଏକ ବଡ ପ୍ରୋଜେକ୍ଟ ଲାଗିଛି।  ବଲିଉଡରେ ନିଜ କଠିନ ପରିଶ୍ରମ ବଳରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନୀତୁ ଚନ୍ଦ୍ରାଙ୍କୁ ହଲିଉଡ ଫିଲ୍ମ 'ନେଭେର ବେକ୍‌ ଡାଉନ'ରେ କାମ କରିବାକୁ ମଉକା ମିଳିଛି। ଏହି ହଲିଉଡ ଫିଳ୍ମରେ ନୀତୁଙ୍କୁ ଲିଡ୍‌ ରୋଲରେ ଦେଖିବାକୁ ମିଳିବ।  ଏହି ଫିଲ୍ମ ଜରିଆରେ ସେ ହଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି।

ହଲିଉଡ ଫିଲ୍ମକୁ ନେଇ ନୀତୁ ବେଶ ଉତ୍ସାହିତ ଅଛନ୍ତି। ସେ କହିଛନ୍ତି, ଏହି ଫିଲ୍ମ ମୋ ଜୀବନରେ ଖୁସି ଆଣି ଦେଇଛି। ଗତବର୍ଷ ଫିଲ୍ମ ନିର୍ମାତା ଡେଭିଡ ଜିଲୋନ ମୋତେ ଏହି ଫିଲ୍ମ ଅଫର କରିଥିଲେ। ଗତବର୍ଷ ହିଁ ମୁଁ ତାଇକଣ୍ଡୋରେ ବ୍ଲାକବେଲ୍ଟ-୪ ହାସଲ କରିଛି ଏବଂ ଭାରତ ପାଇଁ ୩ଥର ପ୍ରତିନିଧିତ୍ବ କରିଛି। ନିର୍ଦ୍ଦେଶକ କେଲି ମ୍ୟାଡିସନଙ୍କୁ ମୁଁ ଧନ୍ୟବାଦ ଦେଉଛି, କାରଣ ସେ ମୋ ଉପରେ ବିଶ୍ବାସ ରଖି ମୋତେ ଏହି ହଲିଉହ ଫିଲ୍ମ ଅଫର କରିଛନ୍ତି ବୋଲି ନୀତୁ କହିଛନ୍ତି।

ସେ ଆହୁରି କହିଛନ୍ତି, ଦର୍ଶକମାନେ ବଡ ପରଦାରେ ମୋର ଏହି ନୂଆ ଅବତାରକୁ ଦେଖି ନିଶ୍ଚିତ ଆଶ୍ଚର୍ଯ୍ୟଚକିତ ହୋଇଯିବେ । ବିଶ୍ବସ୍ତରରେ ଦର୍ଶକ ମୋର ଭୂମିକା ଏବଂ ମୋର ଅଭିନୟ ପାଇଁ କରିଥିବା କଠିନ ପରିଶ୍ରମ ଦେଖିପାରିବେ।

ସୂଚନାଯୋଗ୍ୟ ଯେ, କେଲି ମେଡିସନ ଦ୍ବାରା ନିର୍ଦ୍ଦେଶିତ ଏବଂ ସୋନି ମୋଶନ ପିକଚର୍ସ ୱଲ୍ଡୱାଇଡ ଦ୍ବାରା ନିର୍ମିତ 'ନେଭର ବେକ୍‌ ଡାଉନ:ରିଭୋଲ୍ଟ' ଏକ ମହିଳା କୈନ୍ଦ୍ରିକ ଫିଲ୍ମ। ଏଥିରେ ବିଭିନ୍ନ ହଲିଉଡ ଷ୍ଟାରଙ୍କ ସହ ବଲିଉଡ ଅଭିନେତ୍ରୀ ନୀତୁ ଚନ୍ଦ୍ରା ମଧ୍ୟ ଲିଡ ରୋଲରେ ନଜର ଆସିବେ। ପୂର୍ବରୁ ନୀତୁ 'ଗରମ ମସାଲା' 'ଓଏ ଲକି ଲକି ଓଏ', 'ରନ', '୧୩-ବି', `ଟ୍ରାଫିକ ସିଗ୍ନାଲ ଭଳି ବଲିଉଡ ଫିଲ୍ମରେ କାମ କରିସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story