‘ବାହୁବଲୀ ୨’ର ଆଉ ଏକ ରାଜ୍‌ ଖୋଲିଲା; ଟ୍ରିପଲ୍ ରୋଲ୍‌ରେ ଆସିବେ ପ୍ରଭାସ

ନୂଆଦିଲ୍ଲୀ: ‘ବାହୁବଲୀ ୨’ର ରିଲିଜ୍ ଡେଟ୍ ଯେତିକି ପାଖେଇ ଆସୁଛି ଏହାକୁ ନେଇ ସେତିକି ନୂଆ ନୂଆ ତଥ୍ୟ ପଦାକୁ ଆସୁଛି। ଏହି ଫିଲ୍ମକୁ ନେଇ ଏବେ ଆଉ ଏକ ନୂଆ ଖବର ଶୁଣିବାକୁ ମିଳୁଛି। ଏଥିରେ ପ୍ରଭାସ ଗୋଟିଏ, ଦୁଇଟି ନୁହେଁ ଟ୍ରିପଲ୍ ରୋଲ୍‌ରେ ନଜର ଆସିବେ। ପ୍ରଭାସଙ୍କ ଦୁଇଟି ଭୂମିକା ବିଷୟରେ ତ ଆମେ ଜାଣିଛେ। ଗୋଟିଏ ଅମରେନ୍ଦ୍ର ବାହୁବଲୀ ଓ ଆଉ ଗୋଟେ ତାଙ୍କ ପୁଅ ମହେନ୍ଦ୍ର ବାହୁବଲୀ ଓରଫ ଶିବୁଡୁ। ସଦ୍ୟ […]

bahubali

bahubali

Rakesh Mallick
  • Published: Monday, 10 April 2017
  • Updated: 10 April 2017, 10:03 AM IST

ନୂଆଦିଲ୍ଲୀ: ‘ବାହୁବଲୀ ୨’ର ରିଲିଜ୍ ଡେଟ୍ ଯେତିକି ପାଖେଇ ଆସୁଛି ଏହାକୁ ନେଇ ସେତିକି ନୂଆ ନୂଆ ତଥ୍ୟ ପଦାକୁ ଆସୁଛି। ଏହି ଫିଲ୍ମକୁ ନେଇ ଏବେ ଆଉ ଏକ ନୂଆ ଖବର ଶୁଣିବାକୁ ମିଳୁଛି। ଏଥିରେ ପ୍ରଭାସ ଗୋଟିଏ, ଦୁଇଟି ନୁହେଁ ଟ୍ରିପଲ୍ ରୋଲ୍‌ରେ ନଜର ଆସିବେ।

ପ୍ରଭାସଙ୍କ ଦୁଇଟି ଭୂମିକା ବିଷୟରେ ତ ଆମେ ଜାଣିଛେ। ଗୋଟିଏ ଅମରେନ୍ଦ୍ର ବାହୁବଲୀ ଓ ଆଉ ଗୋଟେ ତାଙ୍କ ପୁଅ ମହେନ୍ଦ୍ର ବାହୁବଲୀ ଓରଫ ଶିବୁଡୁ। ସଦ୍ୟ ଖବରରୁ ଜଣାପଡ଼ିଛି ପ୍ରଭାସ ଏହା ବାଦ୍ ଆଉ ଏକ ରୋଲ୍‌ରେ ନଜର ଆସିବେ। ସେ ମହେନ୍ଦ୍ର ବାହୁବଲୀଙ୍କ ଜେଜେ ଭୂମିକାରେ ଆସିବେ। ଏହି ଚରିତ୍ରର ନାମ ରଖାଯାଇଛି ଧର୍ମେନ୍ଦ୍ର ବାହୁବଲୀ।

ପ୍ରଭାସଙ୍କ ଏହି ଟ୍ରିପଲ୍ ରୋଲ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଯାଇଛି। ଫିଲ୍ମ ରିଲିଜ୍ ହେଲା ପରେ ଜଣାପଡ଼ିବ ଏଥିରେ କେତେ ସତ୍ୟତା ଅଛି।

ଏପ୍ରିଲ ୨୭ ତାରିଖରେ ଏହି ଫିଲ୍ମ ପରଦାକୁ ଆସିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story