ଖୋଲିବ ପର୍ଣ୍ଣ ୟୁନିଭରସିଟି: ପଢନ୍ତୁ ନାଁ ଲେଖାଇବାକୁ କ’ଣ ଦରକାର ଯୋଗ୍ୟତା

ସାରା ଦୁନିଆରେ ରହିଛି ଲକ୍ଷ ଲକ୍ଷ ବିଶ୍ୱବିଦ୍ୟାଳୟ । ନାମ ଲେଖାପାଇଁ ଆବେଦନ ହେଉଛି । ପିଲାମାନେ ଜ୍ଞାନ ଆହରଣ କରୁଛନ୍ତି। ଆଉ କ୍ୟାରିୟର ବି ତିଆରି ହେଉଛି। ହେଲେ ଏବେ ଯେଉଁ  ନୂଆ ବିଶ୍ୱବିଦ୍ୟାଳୟ ଖୋଲିବାକୁ ଯାଉଛି, ଜାଣିଲେ ଆପଣ ଚକିତ ହୋଇଯିବେ। ଅନ୍ୟ କୌଣସି ବିଷୟ ନୁହେଁ ପର୍ଣ୍ଣ ସିନେମାରେ କ୍ୟାରିୟର ଲାଗି ଏହି ବିଶ୍ୱବିଦ୍ୟାଳୟ ଖୋଲିବ। ମୋଟାମୋଟି କହିବାକୁ ଗଲେ ପର୍ଣ୍ଣ ୟୁନିଭରସିଟି। ଇଟାଲିରେ ଖୋଲିବ ଏହି ଶିକ୍ଷାନୁଷ୍ଠାନ।  ଏହାର ପ୍ରତିଷ୍ଠାତା ହେବେ […]

porn-5

porn-5

Rakesh Mallick
  • Published: Monday, 22 May 2017
  • Updated: 22 May 2017, 08:28 PM IST

ସାରା ଦୁନିଆରେ ରହିଛି ଲକ୍ଷ ଲକ୍ଷ ବିଶ୍ୱବିଦ୍ୟାଳୟ । ନାମ ଲେଖାପାଇଁ ଆବେଦନ ହେଉଛି । ପିଲାମାନେ ଜ୍ଞାନ ଆହରଣ କରୁଛନ୍ତି। ଆଉ କ୍ୟାରିୟର ବି ତିଆରି ହେଉଛି। ହେଲେ ଏବେ ଯେଉଁ  ନୂଆ ବିଶ୍ୱବିଦ୍ୟାଳୟ ଖୋଲିବାକୁ ଯାଉଛି, ଜାଣିଲେ ଆପଣ ଚକିତ ହୋଇଯିବେ। ଅନ୍ୟ କୌଣସି ବିଷୟ ନୁହେଁ ପର୍ଣ୍ଣ ସିନେମାରେ କ୍ୟାରିୟର ଲାଗି ଏହି ବିଶ୍ୱବିଦ୍ୟାଳୟ ଖୋଲିବ। ମୋଟାମୋଟି କହିବାକୁ ଗଲେ ପର୍ଣ୍ଣ ୟୁନିଭରସିଟି। ଇଟାଲିରେ ଖୋଲିବ ଏହି ଶିକ୍ଷାନୁଷ୍ଠାନ।  ଏହାର ପ୍ରତିଷ୍ଠାତା ହେବେ ରୋକାଉ ସିଫ୍ରେଦି।

ରୋକାଉ ସିଫ୍ରେଦି ହେଉଛନ୍ତି ଇଟାଲିର ଜଣେ ଚର୍ଚ୍ଚିତ ପର୍ଣ୍ଣ ଷ୍ଟାର। ଅବଶ୍ୟ ଏହା କିଛି ଆଶ୍ଚର୍ଯ୍ୟଜନକ ବିଷୟ ନୁହେଁ। କାରଣ  ଇଟାଲୀରେ ପର୍ଣ୍ଣ ସିନେମା କିଛି ନୂଆ କଥା ନୁହଁ। ଆଡଲ୍ଟ ଫିଲ୍ମରେ ରୁଚି  ରଖୁଥିବା ଆଶାୟୀମାନେ ଏହି ବିଶ୍ୱବିଦ୍ୟାଳୟରେ ନାମ ଲେଖାଇପାରିବେ।  ହେଲେ ଏଥିପାଇଁ ବି ବି ଯୋଗ୍ୟତା ଆବଶ୍ୟକ। କାରଣ ବିଶ୍ୱବିଦ୍ୟାଳୟରେ ସ୍ୱଳ୍ପ ସଂଖ୍ୟକ  ସିଟ୍‌ ରହିବ। ଏଠାରେ  ଅଭିଜ୍ଞ ପର୍ଣ୍ଣ ଷ୍ଟାରଙ୍କୁ ନିଯୁକ୍ତି ମିଳିବ। ଆଉ ପର୍ଣ୍ଣ ଜଗତର ସବୁପ୍ରକାର କଳାକୌଶଳ ବିଷୟରେ ଶିକ୍ଷା ଦିଆଯିବ। ସେହିପରି ପର୍ଣ୍ଣକୁ ନେଇ ସେ ଏକ ରିଆଲିଟି ଶୋ’ କରିବାକୁ ଯାଉଛନ୍ତି। ଯାହା କେବଳ ଇଟାଲୀରେ  ପ୍ରସାରଣ ହେବ। ପର୍ଣ୍ଣଷ୍ଟାର ରୋକାଉ ସିଫ୍ରେଦି  ୧୩୦୦ ଆଡଲ୍ଟ ମୋଭିରେ ଅଭିନୟ କରିଛନ୍ତି।  ସେ ନିଜେ ମଧ୍ୟ କ୍ଲାସ ନେବେ। ବିଶ୍ୱବିଦ୍ୟାଳରେ ୨୧ଟି ସିଟ୍ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story