ରାଜୀବ-ଚାରୁଙ୍କୁ ରିଲ୍‌ ଲାଇଫ ଯୋଡ଼ି କରିବାକୁ ପ୍ରତିଯୋଗିତା

ବମ୍ବେ:  ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ୍‌ଙ୍କ ଭାଇ ରାଜୀବ ସେନ୍‌ ଜୁନ୍‌ ୧୬ ତାରିଖରେ ଗୋଆରେ ଟିଭି ଅଭିନେତ୍ରୀ ଚାରୁ ଅସୋପାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏବେ ଏହି ନବ ବିବାହିତ ଦମ୍ପତି କ୍ୱାଲିଟି ଟାଇମ୍‌ ବିତାଉଛନ୍ତି। ରାଜୀବ-ଚାରୁଙ୍କ ବିବାହ ଫଟୋ, ଭିଡିଓ ସୋଶାଲ ମିଡିଆରେ ଖୁବ୍‌ ଶେଆର ହେଉଛି। ଦର୍ଶକ ବି ଉଭୟଙ୍କ ଯୋଡ଼ିକୁ ପସନ୍ଦ କରୁଛନ୍ତି। ଆଉ ଉଭୟଙ୍କ କେମେଷ୍ଟ୍ରିକୁ ଦେଖି ବହୁ ପ୍ରଡକ୍ସନ୍‌ ହାଉସ୍‌  ମଧ୍ୟରେ ସେମାନଙ୍କୁ ନେବାକୁ ଆରମ୍ଭ […]

rajib-3..

rajib-3..

Niharika Rout
  • Published: Tuesday, 16 July 2019
  • Updated: 16 July 2019, 12:35 PM IST

ବମ୍ବେ:  ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ୍‌ଙ୍କ ଭାଇ ରାଜୀବ ସେନ୍‌ ଜୁନ୍‌ ୧୬ ତାରିଖରେ ଗୋଆରେ ଟିଭି ଅଭିନେତ୍ରୀ ଚାରୁ ଅସୋପାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏବେ ଏହି ନବ ବିବାହିତ ଦମ୍ପତି କ୍ୱାଲିଟି ଟାଇମ୍‌ ବିତାଉଛନ୍ତି। ରାଜୀବ-ଚାରୁଙ୍କ ବିବାହ ଫଟୋ, ଭିଡିଓ ସୋଶାଲ ମିଡିଆରେ ଖୁବ୍‌ ଶେଆର ହେଉଛି। ଦର୍ଶକ ବି ଉଭୟଙ୍କ ଯୋଡ଼ିକୁ ପସନ୍ଦ କରୁଛନ୍ତି। ଆଉ ଉଭୟଙ୍କ କେମେଷ୍ଟ୍ରିକୁ ଦେଖି ବହୁ ପ୍ରଡକ୍ସନ୍‌ ହାଉସ୍‌  ମଧ୍ୟରେ ସେମାନଙ୍କୁ ନେବାକୁ ଆରମ୍ଭ ହୋଇଗଲାଣି ପ୍ରତିଯୋଗିତା। ଫ୍ୟାନ୍ସ ଏହି ଯୋଡ଼ିଙ୍କୁ ଖୁବ୍ ଶୀଘ୍ର ୱେବ ସିରିଜରେ ଦେଖି ପାରନ୍ତି।

ରିପୋର୍ଟ ମୁତାବକ, ବିବାହ ପରେ ଚାରୁ ନିଜ ଅପ୍‌ କମିଙ୍ଗ ପ୍ରୋଜେକ୍ଟରେ ସ୍ୱାମୀ ରାଜୀବଙ୍କ ସହ ନଜର ଆସି ପାରନ୍ତି। ଏହାକୁ ନେଇ ଏବେ କଥାବାର୍ତ୍ତା ଚାଲିଛି। Ullu ଆପ୍‌ ପକ୍ଷରୁ ଏହି କପଲ୍‌ଙ୍କୁ ଅପ୍‌ କମିଙ୍ଗ ୱେବ ସିରିଜ ଲାଗି ଆପ୍ରୋଚ କରାଯାଇଛି। ଉଭୟ ଏଥିଲାଗି ରାଜି ହୋଇଗଲେ ଏହା ସେମାନଙ୍କର ଡିଜିଟାଲ ଡେବ୍ୟୁ ହେବ। ମେକର୍ସ ବିବାହ ପୂର୍ବରୁ ଉଭୟଙ୍କୁ ସାକ୍ଷାତ କରି ସାରିଛନ୍ତି।

ନିକଟରେ ଏକ ସାକ୍ଷାତକାରରେ ଚାରୁ ଏ ସମ୍ପର୍କରେ ନିଜ ମନ କଥା କହିଛନ୍ତି । ଉଭୟଙ୍କୁ ୱେବ ସିରିଜ ଲାଗି ଅଫର୍‌ ହୋଇଥିବା ବେଳେ କିଛି ଫାଇନାଲ୍‌ ହୋଇ ନଥିବା ସେ  ଜଣାଇଛନ୍ତି। ରାଜୀବ ଏଥିଲାଗି ଆଗ୍ରହୀ ଥିବା ବେଳେ ମୁଁ କିଛି ନିଷ୍ପତ୍ତି ନେଇ ନାହିଁ ବୋଲି ସେ କହିଛନ୍ତି।

ଚାରୁ ଛୋଟ ପରଦାରେ ବହୁ ସିରିଏଲରେ ପ୍ରମୁଖ ଭୂମିକାରେ ନଜର ଆସି ସାରିଥିବା ବେଳେ ରାଜୀବ ହେଉଛନ୍ତି ଜଣେ ମଡେଲ। ୱେବ ସିରିଜିରେ କାମ କଲେ ଏହା ରାଜୀବଙ୍କ ଆକ୍ଟିଂ ଡେବ୍ୟୁ ହେବ। ଫ୍ୟାନ୍ସ ମଧ୍ୟ ଏହି ରିୟଲ ଯୋଡ଼ିକୁ ପରଦାରେ ଦେଖିବାକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story