ନ୍ୟୁଜିଲାଣ୍ଡରେ ଭୂକମ୍ପ: ବଲିଉଡ କଳାକାର ସିଦ୍ଧାର୍ଥ ସୁରକ୍ଷିତ

ମୁମ୍ବାଇ: ବର୍ତ୍ତମାନ ନ୍ୟୁଜିଲାଣ୍ଡରେ ଥିବା ବଲିଉଡ କଳାକାର ସିଦ୍ଧାର୍ଥ ମଲହୋତ୍ରା ସୁରକ୍ଷିତ ଥିବା ଟ୍ୱିଟ୍‌ କରି କହିଛନ୍ତି। ଗତକାଲି ନ୍ୟୁଜିଲାଣ୍ଡରେ ଭୂମିକମ୍ପ ସହ ସୁନାମି ଆସିଥିଲା। ସେ ଟ୍ୱିଟ୍‌ କରି କହିଛନ୍ତି,“ମୋର କୌଣସି କ୍ଷତି ହୋଇନାହିଁ, ମୁଁ ସୁରକ୍ଷିତ ଅଛି।” ଅନ୍ୟ ଏକ ଟ୍ୱିଟ୍‌ରେ ସେ କହିଛନ୍ତି,“ନ୍ୟୁଜିଲାଣ୍ଡବାସୀଙ୍କ ସହ ମୋର ପ୍ରାର୍ଥନା ରହିଛି।” ସୂଚନାଯୋଗ୍ୟ ସିଦ୍ଧାର୍ଥ ହେଉଛନ୍ତି ନ୍ୟୁଜିଲାଣ୍ଡ ଟ୍ୟୁରିଜିମର ବ୍ରାଣ୍ଡ ଆମ୍ବାସାଡ଼ାର। ଏହି ସଂକ୍ରାନ୍ତରେ ସେ ଏବେ ନ୍ୟୁଜିଲାଣ୍ଡ ଅଛନ୍ତି।

sidhartha

sidhartha

Rakesh Mallick
  • Published: Monday, 14 November 2016
  • Updated: 14 November 2016, 04:12 PM IST

Sports

Latest News

ମୁମ୍ବାଇ: ବର୍ତ୍ତମାନ ନ୍ୟୁଜିଲାଣ୍ଡରେ ଥିବା ବଲିଉଡ କଳାକାର ସିଦ୍ଧାର୍ଥ ମଲହୋତ୍ରା ସୁରକ୍ଷିତ ଥିବା ଟ୍ୱିଟ୍‌ କରି କହିଛନ୍ତି। ଗତକାଲି ନ୍ୟୁଜିଲାଣ୍ଡରେ ଭୂମିକମ୍ପ ସହ ସୁନାମି ଆସିଥିଲା। ସେ ଟ୍ୱିଟ୍‌ କରି କହିଛନ୍ତି,“ମୋର କୌଣସି କ୍ଷତି ହୋଇନାହିଁ, ମୁଁ ସୁରକ୍ଷିତ ଅଛି।” ଅନ୍ୟ ଏକ ଟ୍ୱିଟ୍‌ରେ ସେ କହିଛନ୍ତି,“ନ୍ୟୁଜିଲାଣ୍ଡବାସୀଙ୍କ ସହ ମୋର ପ୍ରାର୍ଥନା ରହିଛି।”

ସୂଚନାଯୋଗ୍ୟ ସିଦ୍ଧାର୍ଥ ହେଉଛନ୍ତି ନ୍ୟୁଜିଲାଣ୍ଡ ଟ୍ୟୁରିଜିମର ବ୍ରାଣ୍ଡ ଆମ୍ବାସାଡ଼ାର। ଏହି ସଂକ୍ରାନ୍ତରେ ସେ ଏବେ ନ୍ୟୁଜିଲାଣ୍ଡ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story