କାହିଁକି ଏପରି କହିଲେ ଦୀପିକାଙ୍କ ଏକ୍ସ-ବୟଫ୍ରେଣ୍ଡ୍‌

ମୁମ୍ୱଇ: କଙ୍ଗନା ରଣାୱତ୍‌ଙ୍କ ଫିଲ୍ମ ମଣିକର୍ଣ୍ଣିକାରୁ ନିଜର କ୍ୟାରିୟର୍‌ ଆରମ୍ଭ କରିବାକୁ ଯାଉଥିବା ଅଭିନେତା ନିହାର ପାଣ୍ଡ୍ୟା ଆର ମାସରେ ବିବାହ କରିବାକୁ ଯାଉଛନ୍ତି। ଆପଣମାନେ ସମସ୍ତେ ଜାଣିଥିବେ, ନିହାର ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ଏକ୍ସ-ବୟଫ୍ରେଣ୍ଡ୍‌ । ବର୍ତ୍ତମାନ ନିହାର ଲୋକପ୍ରିୟ ଗାୟିକା ନୀତି ମୋହନଙ୍କୁ ବିବାହ କରିବାକୁ ଯାଉଛନ୍ତି। ସେ ନିକଟରେ ଦୀପିକା ଓ ତାଙ୍କର ସମ୍ପର୍କକୁ ନେଇ କିଛି ବୟାନ୍‌ ଦେଇଥିଲେ। ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ନିହାର କହିଛନ୍ତି, ସେ ଦୀପିକାଙ୍କ ପାଇଁ […]

depu5

depu5

Puspanjali Panda
  • Published: Saturday, 19 January 2019
  • Updated: 20 January 2019, 08:01 AM IST

Sports

Latest News

ମୁମ୍ୱଇ: କଙ୍ଗନା ରଣାୱତ୍‌ଙ୍କ ଫିଲ୍ମ ମଣିକର୍ଣ୍ଣିକାରୁ ନିଜର କ୍ୟାରିୟର୍‌ ଆରମ୍ଭ କରିବାକୁ ଯାଉଥିବା ଅଭିନେତା ନିହାର ପାଣ୍ଡ୍ୟା ଆର ମାସରେ ବିବାହ କରିବାକୁ ଯାଉଛନ୍ତି। ଆପଣମାନେ ସମସ୍ତେ ଜାଣିଥିବେ, ନିହାର ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ଏକ୍ସ-ବୟଫ୍ରେଣ୍ଡ୍‌ ।

ବର୍ତ୍ତମାନ ନିହାର ଲୋକପ୍ରିୟ ଗାୟିକା ନୀତି ମୋହନଙ୍କୁ ବିବାହ କରିବାକୁ ଯାଉଛନ୍ତି। ସେ ନିକଟରେ ଦୀପିକା ଓ ତାଙ୍କର ସମ୍ପର୍କକୁ ନେଇ କିଛି ବୟାନ୍‌ ଦେଇଥିଲେ। ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ନିହାର କହିଛନ୍ତି, ସେ ଦୀପିକାଙ୍କ ପାଇଁ ତାଙ୍କ ମନରେ କୌଣସି ଅଭିଯୋଗ କିମ୍ୱା ଖରାପ ଚିନ୍ତା ନାହିଁ ଏବଂ ମୁଁ, ଦୀପିକା-ରଣବୀର୍‌ଙ୍କ ସଫଳ ବୈବାହିକ ଜୀବନର କାମନା କରୁଛି।

ଏହା ବ୍ୟତୀତ ସେ ଆହୁରି ମଧ୍ୟ କହିଛନ୍ତି ଯେ, “ମୁଁ ଚାହୁଁ ନାହିଁ, ମୋର ବିବାହ ଦିନ ନ୍ୟୁଜ୍‌ ହେଡ୍‌ ଲାଇନ୍‌ରେ ଚର୍ଚ୍ଚା କରାଯାଉ ଯେ, ଦୀପିକା ପାଦୁକୋନ୍‌ଙ୍କର ଏକ୍ସ-ବୟଫ୍ରେଣ୍ଡ୍‌ ବିବାହ କରୁଛନ୍ତି। ମୁଁ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିପାରିବି, ଏହା ମୋର ବିଶ୍ୱାସ।”

View this post on Instagram

Me #oldtimes#niharpandya #deepika#PC#roopa#loveuall

A post shared by Manzoor Khan (@therealmanzoorkhan) on Aug 22, 2017 at 9:21am PDT

ସୂଚନା ଅନୁସାରେ, ନୀତି ମୋହନ ଓ ନିହାର ପାଣ୍ଡ୍ୟା ଦୀର୍ଘ ୪ ବର୍ଷ ଧରି ଡେଟ୍‌ କରୁଥିଲେ। ସେ କେବେ ହେଲେ ନିଜ ସମ୍ପର୍କକୁ ନେଇ ସାର୍ବଜନୀନ ଭାବରେ ସ୍ୱୀକାର କରିନାହାନ୍ତି। ଦୁହେଁ ୧୫ ଫେବୃଆରୀକୁ ବିବାହ କରିବାକୁ ଯାଉଛନ୍ତି। ନୀତି ବଲିଉଡ୍‌ରେ ଅନେକ ଲୋକପ୍ରିୟ ଗୀତ ଗାଇଛନ୍ତି ଏବଂ ତାଙ୍କ ଉଉଣୀ ଶକ୍ତି ମୋହନ ଜଣେ ଲୋକପ୍ରିୟ କୋରିଓଗ୍ରାଫର୍‌ ଭାବରେ ଜଣାଶୁଣା।

View this post on Instagram

???? outfit @payalkeyalofficial jewellery @curiocottagejewelry clutch @kalkifashion Styled by @saachivj assisted by @nancyshahh

A post shared by NEETI MOHAN (@neetimohan18) on Dec 29, 2018 at 8:11am PST

ଦୀପିକା ବଲିଉଡ୍‌ରେ ନିଜର କ୍ୟାରିୟର୍‌ ଆରମ୍ଭ କରିବା ସମୟରେ ନିହାରଙ୍କୁ ଡେଟ୍‌ କରୁଥିଲେ। ଏକ ଆକ୍ଟିଙ୍ଗ୍‌ ସ୍କୁଲ୍‌ରେ ଦୁହିଁଙ୍କର ଦେଖା ହୋଇଥିଲା। କିନ୍ତୁ କିଛି ଦିନ ଧରି ଡେଟ୍‌ କରିବା ପରେ ଦୁହେଁ ଅଲଗା ହୋଇ ଯାଇଥିଲେ। ନିହାରଙ୍କ ଫିଲ୍ମ ମଣିକର୍ଣ୍ଣିକା ୨୫ ଜାନୁଆରୀରେ ରିଲିଜ୍‌ ହେବାକୁ ଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story