ପୁଅ ବାହାଘରରେ ଦେଖନ୍ତୁ ନୀତା ଅମ୍ବାନୀଙ୍କ ମନଲୋଭା ନୃତ୍ୟ

ମୁମ୍ବାଇ: ଦେଶର ସବୁଠୁ ବଡ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀଙ୍କ ବାହାଘର ଗତ ମାର୍ଚ୍ଚ ୯ରେ ସମ୍ପନ୍ନ ହୋଇଛି। ଜଣାଶୁଣା ହୀରା ବ୍ୟବସାୟୀ ରସେଲ ମେହେଟ୍ଟାଙ୍କ ଝିଅ ଶ୍ଲୋକାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଆକାଶ। ଏହି ହାଇପ୍ରୋଫାଇଲ ବାହାଘରରେ ସାମିଲ ହୋଇଥିଲେ ଦେଶ ବିଦେଶର ବହୁ ମାନ୍ୟଗଣ୍ୟ ଅତିଥି, ଶିଳ୍ପପତି ଓ ବଲିଉଡ଼ର ବହୁ ନାମୀଦାମୀ ତାରକା । ଏହି ବିବାହ ଉତ୍ସବ ବେଶ୍ ରାଜକୀୟ ଠାଣୀରେ ହୋଇଥିଲା। ତେବେ ବିବାହ […]

ambani

ambani

Chinmayee Roy
  • Published: Tuesday, 12 March 2019
  • Updated: 12 March 2019, 09:11 AM IST

Sports

Latest News

ମୁମ୍ବାଇ: ଦେଶର ସବୁଠୁ ବଡ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀଙ୍କ ବାହାଘର ଗତ ମାର୍ଚ୍ଚ ୯ରେ ସମ୍ପନ୍ନ ହୋଇଛି। ଜଣାଶୁଣା ହୀରା ବ୍ୟବସାୟୀ ରସେଲ ମେହେଟ୍ଟାଙ୍କ ଝିଅ ଶ୍ଲୋକାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଆକାଶ। ଏହି ହାଇପ୍ରୋଫାଇଲ ବାହାଘରରେ ସାମିଲ ହୋଇଥିଲେ ଦେଶ ବିଦେଶର ବହୁ ମାନ୍ୟଗଣ୍ୟ ଅତିଥି, ଶିଳ୍ପପତି ଓ ବଲିଉଡ଼ର ବହୁ ନାମୀଦାମୀ ତାରକା ।

ଏହି ବିବାହ ଉତ୍ସବ ବେଶ୍ ରାଜକୀୟ ଠାଣୀରେ ହୋଇଥିଲା। ତେବେ ବିବାହ ଉତ୍ସବରେ ମୁକେଶ ଅମ୍ବାନୀଙ୍କ ପତ୍ନୀ ନିତା ଅମ୍ବାନୀ ନାଚଗୀତରେ ମସଗୁଲ ଥିବାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ବିବାହ ଉତ୍ସବକୁ ଆହୁରି ଆକର୍ଷଣୀୟ କରିବା ଲାଗି ସେ ଏକ ନୃତ୍ୟ ପରିବେଷଣ କରିଥିଲେ। ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରସିଦ୍ଧ ଭଜନ ‘ଅଚ୍ୟୁତ କେଶବମ୍ ଗୀତରେ ଖୁବ୍‌ ସୁନ୍ଦର ନୃତ୍ୟ ପରିବେଶଣ କରି ନୀତା ଅମ୍ବାନୀ ସମସ୍ତଙ୍କ ମନକୁ ମୁଗ୍ଧ କରିଦେଇଥିଲେ। ଗୋଲାପି ରଙ୍ଗର ଲେହେଙ୍ଗାରେ ବେଶ ସୁନ୍ଦର ଦେଖାଯାଉଥିଲେ ନୀତା  । ନୃତ୍ୟ ଶେଷରେ ତାଙ୍କ ସ୍ୱାମୀ ମୁକେଶ ଅମ୍ବାନୀ ମଞ୍ଚ ଉପରକୁ ଆସି  ଶ୍ରଦ୍ଧାର ସହିତ ତାଙ୍କ ହାତ ଧରି ତଳକୁ ନେଇ ଯାଇଥିଲେ, ଯାହାକି ସମସ୍ତଙ୍କ ହୃଦୟକୁ ଛୁଇଁଥିଲା।

https://youtu.be/qhgjp0V2GME

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story