ଏଥର ଜନ୍ମଦିନ ପାଳିବେନି ଐଶ୍ୱର୍ଯ୍ୟା, କାରଣ...

ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କର ଆଜି ଜନ୍ମଦିନ। ଆଜି ୪୪ ପୂରଣ କରି ୪୫ ବର୍ଷରେ ପାଦ ଦେଇଛନ୍ତି ବଚ୍ଚନ ଘରର ଏହି କୁଳବଧୂ। ବଚ୍ଚନ ବଂଶରେ ତିନି ତିନି ଜଣ ଏକକୁ ଆରେକ ଷ୍ଟାର। ତଥାପି ସବୁବର୍ଷ ଐଶ୍ଵର୍ଯ୍ୟାଙ୍କର ଜନ୍ମଦିନ ଧୂମଧାମ୍‌ରେ ନିଜ ଲୋକଙ୍କ ଭିତରେ ପାଳନ ହୁଏ। ସେହି କ୍ରମରେ ଆଜି ମଧ୍ୟ ବଚ୍ଚନ ପରିବାରରେ ଉତ୍ସବର ପରିବେଶ ଲାଗି ରହିବା କଥା। କିନ୍ତୁ ସେପରି ହେବନାହିଁ ବୋଲି ଖବର ଆସିଛି। କାରଣ, […]

aishwarya

aishwarya

Rakesh Mallick
  • Published: Wednesday, 01 November 2017
  • Updated: 01 November 2017, 03:49 PM IST

Sports

Latest News

ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କର ଆଜି ଜନ୍ମଦିନ। ଆଜି ୪୪ ପୂରଣ କରି ୪୫ ବର୍ଷରେ ପାଦ ଦେଇଛନ୍ତି ବଚ୍ଚନ ଘରର ଏହି କୁଳବଧୂ। ବଚ୍ଚନ ବଂଶରେ ତିନି ତିନି ଜଣ ଏକକୁ ଆରେକ ଷ୍ଟାର। ତଥାପି ସବୁବର୍ଷ ଐଶ୍ଵର୍ଯ୍ୟାଙ୍କର ଜନ୍ମଦିନ ଧୂମଧାମ୍‌ରେ ନିଜ ଲୋକଙ୍କ ଭିତରେ ପାଳନ ହୁଏ। ସେହି କ୍ରମରେ ଆଜି ମଧ୍ୟ ବଚ୍ଚନ ପରିବାରରେ ଉତ୍ସବର ପରିବେଶ ଲାଗି ରହିବା କଥା। କିନ୍ତୁ ସେପରି ହେବନାହିଁ ବୋଲି ଖବର ଆସିଛି।

କାରଣ, ଜନ୍ମଦିନକୁ ଧୁମ୍ ଧାମରେ ପାଳିବେ ନାହିଁ ବୋଲି ଐଶ୍ୱର୍ଯ୍ୟା ଏଥର ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ ପାଳନ ହେବ, କିନ୍ତୁ ପୁରା ସାଧା। ଆସନ୍ତୁ ଜାଣିବା ଏଥର ଐଶ୍ୱର୍ଯ୍ୟାଙ୍କ ଜନ୍ମଦିନର ପ୍ଲାନ୍ କେମିତି ଅଛି। ଏବଂ ସେ କାହିଁକି ଏଥର ଏମିତି ନିଷ୍ପତ୍ତି ନେଲେ।

ସୂଚନା ଅନୁଯାୟୀ, ନିକଟରେ ଐଶ୍ୱର୍ଯ୍ୟାଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା। ତେଣୁ ବାପାଙ୍କ ସ୍ମୃତିରୁ ଏବେବି ସେ ବାହାରି ପାରି ନାହାଁନ୍ତି। ତେଣୁ ସେ ନିଷ୍ପତ୍ତି ନେଇଛନ୍ତି ନିଜ ଜନ୍ମଦିନକୁ ଉତ୍ସବର ରଙ୍ଗ ଦେବେନାହିଁ। ଖାଲି ତିଥିଟିକୁ ଟିକେ ପାଳିବେ। ନୋ ଡେକୋରେସନ୍ ନୋ ପାର୍ଟି।

ନିଷ୍ପତ୍ତି ଅନୁଯାୟୀ, ଐଶ୍ୱର୍ଯ୍ୟା ନିଜ ପରିବାର ଓ କିଛି ବନ୍ଧୁଙ୍କ ସହ ଜନ୍ମଦିନ ପାଳନ କରିବେ। ତେବେ ଏଠି ସୂଚନା ଦେବାକୁ ଚାହୁଁଛୁ ଯେ, ଐଶ୍ୱର୍ଯ୍ୟା ଏତକ ବି ଚାହୁଁ ନଥିଲେ। ହେଲେ ତାଙ୍କ ମା’ଙ୍କ ଜିଦ୍ ଯୋଗୁଁ ଏକ ଛୋଟ ପାର୍ଟି ପାଇଁ ସେ ରାଜି ହୋଇଛନ୍ତି। ତାଙ୍କ ଜନ୍ମଦିନ ପାର୍ଟିର ସୂତ୍ରଧର ସାଜିଛନ୍ତି ତାଙ୍କ ସ୍ୱାମୀ ତଥା ବଲିଉଡ୍ ଷ୍ଟାର୍ ଅଭିଷେକ ବଚ୍ଚନ।

ଆହୁରି ମଧ୍ୟ ପଢନ୍ତୁ: ସେଲିବ୍ରିଟିଙ୍କର ଭୟଙ୍କର ଫଟୋ: ଦେଖିଲେ ହସି ହସି ଗଡ଼ିଯିବେ

ତେବେ ଜନ୍ମଦିନ ଅବସରରେ ଐଶ୍ଵର୍ଯ୍ୟାଙ୍କ ଫ୍ୟାନ୍‌ ମାନଙ୍କ ପାଇଁ କିଛି ଖୁସି ଖବର ଦେବା ଉଚିତ ମଣୁଛୁ।  ଆସନ୍ତାବର୍ଷ ଐଶ୍ୱର୍ଯ୍ୟା, ରାକେଶ ଓମ୍‌ପ୍ରକାଶ ମେହେରାଙ୍କ ଫିଲ୍ମ ‘ଫନ୍ନେ ଖାନ୍’ରେ ନଜର ଆସିବେ। ଏହି ଫିଲ୍ମଟି ଏକ ଡଚ୍ ଫିଲ୍ମର ଅଫିସିଆଲ୍ ରି-ମେକ୍। ଏଥିରେ ରାଜ୍ କୁମାର ରାଓ ଲିଡ୍ ରୋଲରେ କାମ କରିବେ। ଅନିଲ କପୁର ମଧ୍ୟ ଲିଡ୍ ରୋଲରେ ଆସିବେ। ଏହା ପୂର୍ବରୁ ଐଶ୍ୱର୍ଯ୍ୟା ‘ଏ ଦିଲ୍ ହୈ ମୁସକିଲ୍’ରେ ଶେଷଥର ପାଇଁ ନଜର ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story